ଆଇପିଏଲ୍ ମହାସଂଗ୍ରାମ: ଆଜି ପଞ୍ଜାବ-ବାଙ୍ଗାଲୋର ମୁହାଁମୁହିଁ, କୋହଲିଙ୍କୁ କାଟିପାରିବେ କି ରାହୁଲ?
ଅହମଦାବାଦ : ଆଇପିଏଲ୍-୨୦୨୧ର ଆଉ ଏକ ପ୍ରତୀକ୍ଷିତ ମ୍ୟାଚ୍ରେ ଶୁକ୍ରବାର ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁକାବିଲା କରିବ ନୂଆ ନାଁ...