ପୁରୁଷରୁ ମହିଳା କ୍ରୀଡ଼ାବିତ୍ ହବାର୍ଡ, ପ୍ରଥମ କିନ୍ନର ଭାବେ ପାଇଲେ ଅଲିମ୍ପିକ୍ ଯୋଗ୍ୟତା
ହାମିଲଟନ୍: ପୁରୁଷରୁ ମହିଳା ପାଲଟିଥିବା ବିବାଦୀୟ ଲୌରେଲ୍ ହବାର୍ଡ ପ୍ରଥମ କିନ୍ନର ଭାବେ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ୪୩ ବର୍ଷୀୟା ହବାର୍ଡ ମଧ୍ୟ ବୟୋଜ୍ୟେଷ୍ଠା ଭାରୋତ୍ତୋଳିକା...