ଟୋକିଓ ପାରାଲିମ୍ପିକ୍ସ୍: ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କଲେ ଭାରତର ଭାବିନା...
ନୂଆଦିଲ୍ଲୀ: ଜାପାନର ଟୋକିଓରେ ଚାଲିଥିବା ପରାଲିମ୍ପିକ୍ସ୍ର ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ‘ଉଇମିନ୍ସ୍ ସିଙ୍ଗଲ୍ସ୍ କ୍ଲାସ୍-ଫୋର୍’ରେ ଶନିବାର ଦିନ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍ର ଚାଙ୍ଗ୍ ମିଆଓଙ୍କୁ...