ଖେଳ ଦେଶ ବିଦେଶ ବିଶ୍ୱକପ ୨୦୨୨ରେ ପାକିସ୍ତାନ ବିରୋଧରେ ଭାରତ ଖେଳିବ ପ୍ରଥମ ମ୍ୟାଚ୍, ଜାଣନ୍ତୁ କେବେ... ନୂଆଦିଲ୍ଲୀ ୧୫/୧୨: ଆସନ୍ତା ବର୍ଷ ମାର୍ଚ୍ଚ ୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ... BY NewsLaxmi7 December 15, 2021 0 Comment
ଖେଳ ଦେଶ ବିଦେଶ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟକା, ବାଦ୍ ପଡିଲେ ରୋହିତ,... ନୂଆଦିଲ୍ଲୀ ୧୪/୧୨: ଟିମ ଇଣ୍ଡିଆ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ବହୁତ ଗୁଡାଏ ଖବର ସାମ୍ନାକୁ ଆସୁଛି । ଲଗାତାର କିଛି ନା କିଛି ଖବର ଶୁଣିବାକୁ... BY NewsLaxmi7 December 14, 2021 0 Comment
ଖେଳ ଦେଶ ବିଦେଶ ରାଜ୍ୟସ୍ତରୀୟ ସଦାଶିବ ସ୍ମାରକୀ କ୍ରିକେଟ୍ ଆରମ୍ଭ: ଉଦ୍ଘାଟନୀ ମ୍ୟାଚ୍ ଜିତିଲା ଢେଙ୍କାନାଳର ସୁରପ୍ରତାପ... ଭାପୁର: ଫତେଗଡ ନାଲିସାଗର ପଡିଆରେ ଫତେଗଡ ଯୁବକ ସଂଘ ଆନୁକୁଲ୍ୟରେ ଆୟୋଜିତ ଦ୍ବାଦଶ ସଦାଶିବ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ଉଦ୍ଘାଟନୀ ମୁକାବିଲାରେ ଢେଙ୍କାନାଳର... BY NewsLaxmi7 December 13, 2021 0 Comment
ଖେଳ ଦେଶ ବିଦେଶ ସେଞ୍ଚୁରିଆନ ଟେଷ୍ଟରେ ଇତିହାସ ରଚିବେ କୋହଲି ! ଦକ୍ଷିଣ ଆଫ୍ରିକା ହାରିଲେ ପ୍ରଥମ... ନୂଆଦିଲ୍ଲୀ,୧୩/୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ ଜିତିବା ପରେ ଭାରତୀୟ ଟିମ୍ ଏବେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି... BY NewsLaxmi7 December 13, 2021 0 Comment
ଖେଳ ଦେଶ ବିଦେଶ ରୋହିତ ଶର୍ମାଙ୍କ ପାଇଁ ଶୁଭ ସଂଖ୍ୟା ‘୧୩’, ରହିଛି ଏମିତି ସମ୍ପର୍କ :... ନୂଆଦିଲ୍ଲୀ,୧୩/୧୨: ୧୩ ନମ୍ବର ଅନେକଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ । ଭାରତୀୟ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ହିଟମ୍ୟାନ୍ ରୋହିତ ଶର୍ମାଙ୍କ ପାଇଁ ଭାଗ୍ୟବାନ... BY NewsLaxmi7 December 13, 2021 0 Comment
ଖେଳ ରାଜ୍ୟ ସର୍ବଭାରତୀୟ ପୁଲିସ୍ ହକି: ରଶ୍ମିତାଙ୍କ ହ୍ୟାଟ୍ରିକ୍; ଓଡ଼ିଶା ମହିଳାଙ୍କୁ କା˚ସ୍ୟ କଟକ: ବେଙ୍ଗାଲୁରୁରେ ଶେଷ ହୋଇଥିବା ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତାରେ ରଶ୍ମିତା ମିଞ୍ଜ୍ଙ୍କ ହ୍ୟାଟ୍ରିକ୍ ବଳରେ ଓଡ଼ିଶା ମହିଳା ଦଳ କା˚ସ୍ୟ ପଦକ ଜିତିଛି। ତୃତୀୟ ସ୍ଥାନ... BY NewsLaxmi7 December 12, 2021 0 Comment
ଖେଳ ଦେଶ ବିଦେଶ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍: ୨ ଦେଶ ମଧ୍ୟରେ ଖେଳାଯିବ ୩ଟି... କରାଚୀ:ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଖେଳିବା ପାଇଁ ଗୁରୁବାର ଦିନ ବନ୍ଦର ନଗରୀ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ନିକଟରେ ଅନୁଷ୍ଠିତ ଟି-୨୦... BY NewsLaxmi7 December 10, 2021 0 Comment
ଖେଳ ରାଜ୍ୟ ବିଜୟ ହଜାରେ ଟ୍ରଫି: ଶୁଭ୍ରା˚ଶୁଙ୍କ ଶତକ, ଓଡ଼ିଶାର ବିଜୟ ଅଭିଯାନ କଟକ: ଶୁଭ୍ରା˚ଶୁ ସେନାପତିଙ୍କ ଶତକ ଓ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକୀୟ ପାଳି ଏବ˚ ବାମହାତୀ ସ୍ପିନର ଜୟନ୍ତ ବେହେରାଙ୍କ ୪ ଵିକେଟ୍ ବଳରେ ମୁମ୍ବାଇରେ ଆରମ୍ଭ ହୋଇଥିବା... BY NewsLaxmi7 December 9, 2021 0 Comment
ଖେଳ ପର୍ଯ୍ୟଟନ ରାଜ୍ୟ ପ୍ରଶଂସା ସାଉଣ୍ଟିଲେ ବିଶ୍ବକପ୍ ସ୍ବେଚ୍ଛାସେବୀ ଭୁବନେଶ୍ବର: ବିଶ୍ବକପ୍ ପାଇଁ ସ୍ବେଚ୍ଛାସେବୀ ଦାୟିତ୍ବରେ ଥିବା କିଛି ଉଦୀୟମାନ କ୍ରୀଡ଼ା ତାରକା ଶନିବାର ଢେର ପ୍ରଶଂସା ସାଉଣ୍ଟିଥିଲେ। ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ କାନାଡା ଓ... BY NewsLaxmi7 December 5, 2021 0 Comment
ଖେଳ ଦେଶ ବିଦେଶ ହଷ୍ଟେଲରେ ନିର୍ଯାତନାର ଶିକାର ହୋଇଥିଲେ ଏହି କ୍ରିକେଟର, ଦୀର୍ଘଦିନ ପରେ କଲେ ଭୟଙ୍କର... ନୂଆଦିଲ୍ଲୀ ୦୩/୧୨: ଭାରତୀୟ ଅଲରାଉଣ୍ଡର ସୁରେଶ ରାଇନା ତାଙ୍କ ଜୀବନୀରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ନେଇ ଖୁଲାସା କରିଛନ୍ତି । ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ... BY NewsLaxmi7 December 3, 2021 0 Comment