ଖେଳ ଦେଶ ବିଦେଶ ରାଜ୍ୟ ଆଇପିଏଲ ଖେଳିବେ ଓଡିଆ ପୁଅ ! ବିସିସିଆଇକୁ ୬ ଖେଳାଳିଙ୍କ ନାଁ ସୁପାରିଶ... ଭୁବନେଶ୍ବର ୨୨।୧ : ଚଳିତ ବର୍ଷର ଆଇପିଏଲରେ ଦେଖିବାକୁ ମିଳିପାରେ ଓଡିଆ ଖେଳାଳିଙ୍କ ପତିଆରା । ଚମକିବେ ଓଡ଼ିଆ ଖେଳାଳି। ଚଳିତବର୍ଷ ହେବାକୁ ଥିବା ଆଇପିଏଲ ନିଲାମୀରେ... BY NewsLaxmi7 January 22, 2021 0 Comment
ଖେଳ ଦେଶ ବିଦେଶ ଅଷ୍ଟ୍ରେଲିଆ ପଲା ଆଂଶିକ ଭାରୀ: ପୁଣି ରହିପାରିଲେନି ରୋହିତ, ବର୍ଷା ଧୋଇ ନେଲା... ବ୍ରିସବେନ୍: ବର୍ଷା ବିଭ୍ରାଟ ପାଇଁ ଦ୍ବିତୀୟ ଦିବସ ଖେଳର ତୃତୀୟ ଅଧିବେଶନ ଧୋଇଯିବା ପରେ ବ୍ରିସବେନ୍ ଟେଷ୍ଟ୍ ରହସ୍ୟମୟ ମୋଡ଼ରେ ରହିଛି। ଅନଭିଜ୍ଞ ବୋଲିଂ ଆକ୍ରମଣ ସତ୍ତ୍ବେ... BY NewsLaxmi7 January 17, 2021 0 Comment
ଖେଳ ଦେଶ ବିଦେଶ ୧୪ ବର୍ଷ ପରେ ଦକ୍ଷିଣ ଆଫ୍ରିକାର ପାକିସ୍ତାନ ଗସ୍ତ: ଖେଳିବ ୨ ଟେଷ୍ଟ୍,... କରାଚି: ୧୪ ବର୍ଷ ପରେ ପ୍ରଥମ ଥର ଲାଗି ପାକିସ୍ତାନ ଗସ୍ତ କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ। ପାକିସ୍ତାନ ସହ ୨ଟି ଟେଷ୍ଟ୍ ଏବଂ ତିନିଟି... BY NewsLaxmi7 January 17, 2021 0 Comment
ଖେଳ ଦେଶ ବିଦେଶ ଗାବାରେ ପୁଣି ସିରାଜ ଅପମାନିତ ସିଡ୍ନି ଟେଷ୍ଟ୍ ବେଳେ ଜାତିଆଣ ଆକ୍ଷେପର ଶିକାର ହୋଇଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଗାବାରେ ମଧ୍ୟ ଦର୍ଶକଙ୍କ ଖରାପ ବ୍ୟବହାରରୁ ବଞ୍ଚିତ ହୋଇନାହାନ୍ତି। ଚତୁର୍ଥ... BY NewsLaxmi7 January 16, 2021 0 Comment
ଖେଳ ଦେଶ ବିଦେଶ ଗାବାରେ ଭାରତ ପାଇଁ ଜୟସୀମା, ଗାଭାସ୍କର ଓ ଗାଙ୍ଗୁଲି ପ୍ରେରଣାଦାୟୀ ବ୍ରିସ୍ବେନ୍: ଆସନ୍ତାକାଲିଠାରୁ ସ୍ଥାନୀୟ ଗାବା ଷ୍ଟାଡିୟମ୍ରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଶେଷ ଟେଷ୍ଟ୍ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଦଳ ଗାବାରେ ୬ ମ୍ୟାଚ୍ ଖେଳି... BY NewsLaxmi7 January 15, 2021 0 Comment
ଖେଳ ଦେଶ ବିଦେଶ ଗାବାରେ ଭାରତ ଖେଳିଛି ୬; ହାରିଛି ୫ ୩୨ ବର୍ଷ ଭିତରେ ଅଷ୍ଟ୍ରେଲିଆ... ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ଥାନୀୟ ଗାବା ଷ୍ଟାଡିୟମ୍ରେ ଶୁକ୍ରବାରଠାରୁ ଆରମ୍ଭ ହେବ ଚତୁର୍ଥ ତଥା ଶେଷ ଟେଷ୍ଟ୍। ଏବେ ସ୍ଥିତି ୧-୧ ରହିଥିଲେ ମଧ୍ୟ ଗାବାରେ... BY NewsLaxmi7 January 14, 2021 0 Comment
ଖେଳ ଦେଶ ବିଦେଶ ଓଡ଼ିଶା ପାନ୍ଥର୍ସ ଏମ୍ଜିଏମ୍ ଓସିଏଲ୍ ବିଜେତା କଟକ: ଓଡ଼ିଶା ପାନ୍ଥର୍ସ ଏମ୍ଜିଏମ୍ ଓଡ଼ିଶା କ୍ରିକେଟ୍ ଲିଗ୍ (ଓସିଏଲ୍) ପ୍ରଥମ ସ˚ସ୍କରଣର ବିଜେତା ହୋଇଛି। ବୁଧବାର ସ˚ଧୢାରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ବସନ୍ତ ମହାନ୍ତିଙ୍କ... BY NewsLaxmi7 January 14, 2021 0 Comment
ଖେଳ ଦେଶ ବିଦେଶ ଇତିହାସ ରଚିଲେ ନ୍ୟୁଜିଲାଣ୍ଡର ମହିଳା କ୍ରିକେଟର, ନିଜ ନାମରେ ଯୋଡ଼ିଲେ ଏହି କୀର୍ତ୍ତି… ନୂଆଦିଲ୍ଲୀ, ୧୪/୦୧: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ସୋଫି ଡିଭାଇନ୍ ଇତିହାସ ରଚିଛନ୍ତି । ଡିଭାଇନ୍ ମହିଳା ଟି-୨୦ କ୍ରିକେଟ୍ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ନିଜ ନାମରେ... BY NewsLaxmi7 January 14, 2021 0 Comment
ଖେଳ ଦେଶ ବିଦେଶ ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆଶ୍ଵସ୍ତିକର ଖବର, କୋଚ୍ ବିକ୍ରମ... ବ୍ରିସବେନ ୧୪।୦୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ ଆଶ୍ଵସ୍ତିକର ଖବର ଆସିଛି। ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର କହିଛନ୍ତି... BY NewsLaxmi7 January 14, 2021 0 Comment
ଖେଳ ଦେଶ ବିଦେଶ ମନୋରଞ୍ଜନ ୩୪ କୋଟି ଟଙ୍କାର ଏହି ଆକର୍ଷଣୀୟ ଘରେ ରହିବେ ବିରାଟ-ଅନୁଷ୍କାଙ୍କ ଅଲିଅଳି ଝିଅ ମୁମ୍ବାଇ ୧୨/୦୧ : ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବାପା-ମା’ ହୋଇଛନ୍ତି। ଅନୁଷ୍କା ଶର୍ମା ସୋମବାର ଦିନ ଏକ ଶିଶୁ... BY NewsLaxmi7 January 12, 2021 0 Comment