କଳା ଓ ସଂସ୍କୃତି ଧର୍ମ

ବାସ୍ତୁଶାସ୍ତ୍ରର ଏହି ଉପାୟ ଆପଣଙ୍କୁ କରିଦେବ ଋଣ ମୁକ୍ତ ! ଜାଣନ୍ତୁ ଉପାୟ

ସାଂସାରିକ ଜୀବନକୁ ସୁରୁଖୁରୁରେ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକ ଆବଶ୍ୟକତା ରହିଛି । ଯେତେବେଳେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ ସେତେବେଳେ ଋଣ ନେବା ଜରୁରୀ ହୋଇଯାଏ...
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଶ୍ରୀ ମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା: ପତିତପାବନ ଦର୍ଶନରୁ ବଞ୍ଚିତ...

ପୁରୀ୨୬/୧୧: ଶ୍ରୀ ମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା। ନାଗାର୍ଜୁନ ବେଶ ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ମରଚିକୋଟ ଛକରୁ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର...
କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡିବ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ : ୪ଘଣ୍ଟା...

ଭୁବନେଶ୍ୱର ୨୬/୧୧ : ବର୍ଷ ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୩୦ ତାରିଖରେ ଅଛି। ଏହି ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଛି। ହିନ୍ଦୁ...
କଳା ଓ ସଂସ୍କୃତି ଧର୍ମ

ଆର୍ଥିକ ସମସ୍ୟା ଦୂର କରିପାରେ ଭଗବାନ ବିଷ୍ଣୁଙ୍କ ଏହି ମନ୍ତ୍ର: ଗୁରୁବାର ଦିନ...

ଭୁବନେଶ୍ୱର ୨୬/୧୧ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଗୁରୁତ୍ତ୍ଵ ରହିଛି। ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ସଚ୍ଚୋଟ ମନରେ ଭଗବାନ...
କଳା ଓ ସଂସ୍କୃତି ଧର୍ମ

ଏବେ କାନପୁରରେ ହେବ ହରିଦ୍ୱାର ଓ କାଶୀ ଭଳି ଗଙ୍ଗା ଆରତୀ, ପ୍ରସ୍ତୁତ...

କାନପୁର ୨୬।୧୧: ହରିଦ୍ୱାର ଓ କାଶୀ ଭଳି ଏବେ କାନପୁରରେ ମଧ୍ୟ ଗଙ୍ଗା ଆରତୀ ହେବ। ଏଥିଲାଗି ଏବେ ରୂପରେଖ ପ୍ରସ୍ତୁତ ହେଉଛି। ନଭେମ୍ବର ୨୭ ତାରିଖ...
କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ଆପଣଙ୍କ ଘରେ ଅଛି କି ଆକ୍ୱାରିୟମ୍ ? କେଉଁ ଦିଗରେ ଏବଂ କେତେ...

ଭୁବନେଶ୍ୱର ୨୫/୧୧ : ଆଜିର ଯୁଗରେ ଲୋକେ ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଏଥିପାଇଁ ଲୋକେ ନିଜ ଘରେ ମାଛ ଆକ୍ୱାରିୟମ୍ ମଧ୍ୟ ରଖନ୍ତି।...
କଳା ଓ ସଂସ୍କୃତି

ଘରର ଏହି ଦିଗରେ ଭୁଲରେ ବି କରନ୍ତୁ ନାହିଁ ରୋଷେଇ ଘର :...

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରୋଷେଇ ଘରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ରୋଷେଇ ଘର ପାଇଁ ଘରର ଦକ୍ଷିଣ-ପୂର୍ବ ଦିଗକୁ ସର୍ବଶ୍ରେଷ୍ଠ କୁହାଯାଇଛି। ଏହି ଦିଗରେ ଅଗ୍ନି ଅର୍ଥାତ୍...
କଳା ଓ ସଂସ୍କୃତି ଦେଶ ବିଦେଶ

ମା’ ବାହାଘର ସମାରୋହକୁ ନେବାକୁ ମନାକରିବାରୁ ବେକରେ ଫାସି ଲଗାଇ ଝୁଲି ପଡିଲା...

ମୁଜାଫରନଗର ୨୬/୧୧ : ସାଧାରଣତଃ ବାପା-ମା ପିଲାଙ୍କ ସବୁ ଜିଦ ପୁରା କରିଥାନ୍ତି। ପିଲାଙ୍କ ଜିଦ ପୁରା କରିବାକୁ ବେଳେବେଳେ ବାପା-ମା’ଙ୍କୁ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ...
କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡିସେମ୍ବରରେ ସିନେମା ହଲ୍ ଓ ଥିଏଟର ଖୋଲିବ, ବିଭିନ୍ନ ସମାବେଶକୁ ସର୍ତ୍ତମୂଳକ ଅନୁମତି

ନୂଆଦିଲ୍ଲୀ : ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ...
କଳା ଓ ସଂସ୍କୃତି ଧର୍ମ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି: ଲାଗିବ ୧୨ ଶହ...

ଉତ୍ତରପ୍ରଦେଶ ୨୪/୧୧ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ରାମଘାଟସ୍ଥିତ କାର୍ଯ୍ୟଶାଳାରୁ ଖୋଳାଯାଇଥିବା ପଥରକୁ ରାମ ଜନ୍ମଭୂମି ପରିଷରକୁ ପହଞ୍ଚାଇବା କାର୍ଯ୍ୟ ମଧ୍ୟ...