ଅପରାଧ ରାଜ୍ୟ

ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ମାହାଙ୍ଗା,୦୬।୧୦ : ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା । ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ସାହାସପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା...
ଅପରାଧ ରାଜ୍ୟ

ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌

ମାହାଙ୍ଗା,୦୬।୧୦ : ଫାଷ୍ଟ ଫୁଡ୍‌ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର । ମାହାଙ୍ଗା ଥାନା ଛତ୍ରତୋଟା ବଜାରରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନର ମାଲିକ ପ୍ରଶାନ୍ତ...
ଅପରାଧ ରାଜ୍ୟ

ପୋଲିସ ଘରୁ ଚୋରି, ଚାବି ଭାଙ୍ଗି ନେଇଗଲେ ନଗଦ ଟଙ୍କା ଏବଂ ଦାମୀ...

ଭୁବନେଶ୍ୱର ୦୬।୧୦ : ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ...
ଅପରାଧ ରାଜ୍ୟ

ଅଟୋରେ ଚାଲାଣ ହେଉଥିଲା ଗୋ ମାଂସ : ଦୁର୍ଗନ୍ଧ ହେବାରୁ ଧରିଲେ ଗାଁଲୋକେ,...

ବାସୁଦେବପୁର ୦୬/୧୦: ବାସୁଦବେପୁର ଥାନା ସମିଆ ଛକ ନିକଟରେ ଗୋ ମାଂସ ଓ ଗୋ ଚମଡା ବୋଝେଇ ଏକ ଡାଲା ଅଟୋ ଜବତ ହୋଇଛି । ଗାଡିକୁ...
ଅପରାଧ ରାଜ୍ୟ

ଅଲୋଡ଼ା କନ୍ୟାରତ୍ନ: ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା

ବାରିପଦା : ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଭାରତର ରାଷ୍ଟ୍ରପତି। ଜିଲ୍ଲାରେ ନାରୀଶକ୍ତିର ପ୍ରତୀକ ହେଉଛନ୍ତି ଶ୍ରୀମତୀ ମୁର୍ମୁ। ହେଲେ ବିଭିନ୍ନ କାରଣରୁ...
ଅପରାଧ ରାଜ୍ୟ

ବଣାଇ ଉପଖଣ୍ଡରେ ହାତୀ-ମଣିଷ ଲଢ଼େଇରେ ଯାଉଛି ନିରୀହ ଲୋକଙ୍କ ଜୀବନ

ରାଉରକେଲା/ବଣାଇଗଡ଼ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷ ତମାମ ଜାରି ରହିଛି ହାତୀ-ମଣିଷ ଲଢ଼େଇ। ହାତୀ ଆକ୍ରମଣରେ ଯାଉଛି ନିରୀହ ଲୋକଙ୍କ ଜୀବନ। ପୁଣି କେତେବେଳେ...
ଅପରାଧ ରାଜ୍ୟ

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତକ, ଜନ୍ମ ପରେ କେହି ଫିଙ୍ଗିଦେଇଥିବା ଅନୁମାନ

ଆନନ୍ଦପୁର ୦୬/୧୦: ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଘଟିଛି ଅଭାବନୀୟ ଘଟଣା । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନ ମିଠିଗାଁ ରାସ୍ତା କଡରେ ସଦ୍ୟଜାତ ଶିଶୁ...
ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ, କୀଟନାଶକ ଖାଇ ଚାଲିଗଲା ଜୀବନ !

କୁଚିଣ୍ଡା ୦୬।୧୦ : ପୁଣି ୨ଟି ହାତୀର ମୃତଦେହ ଠାବ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ମିଳିଛି ଦୁଇଟି ହାତୀର ମୃତଦେହ ।...
ଅପରାଧ ରାଜ୍ୟ

ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର

ରାୟଗଡ଼ା ୦୬।୧୦ : ରାୟଗଡ଼ା ଗୁମ୍ମା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି ।...