ଅପରାଧ ଦେଶ ବିଦେଶ

ଝାଡ଼ଖଣ୍ଡ: ଚଉଦ ଦିନ ପରେ ମିଳିଲା ଆଦିବାସୀ ମହିଳାଙ୍କ କଟାମୁଣ୍ଡ

ରାଞ୍ଚି : ହତ୍ୟାର ୧୪ ଦିନ ପରେ ଆଦିବାସୀ ମହିଳା ରୁବିକା ପାହାଡ଼ିନ (୨୨)ଙ୍କ କଟାମୁଣ୍ଡ ଶନିବାର ବୋରିଓ ବଜାର ନିକଟ ଏକ ପୋଖରୀରୁ ଉଦ୍ଧାର କରାଯାଇଛି।...
ଅପରାଧ ଦେଶ ବିଦେଶ

ନୂଆବର୍ଷରେ ୟୁକ୍ରେନ୍‌କୁ ଦୋହଲାଇଲେ ପୁଟିନ, ସବୁ ଅଞ୍ଚଳକୁ ଟାର୍ଗେଟ୍‌

ନୂଆଦିଲ୍ଲୀ: ସାରା ବିଶ୍ବ ଯେତେବେଳେ ୨୦୨୩ ବର୍ଷକୁ ସ୍ବାଗତ କରିବାପାଇଁ ଉତ୍ସବମୁଖର ଥିଲା ସେ ସମୟରେ ୟୁକ୍ରେନରେ ପ୍ରଚଣ୍ଡ ବିସ୍ଫୋରଣ ଜାରି ରହିଥିଲା। ଗୋଟିଏ ପଟେ ୟୁକ୍ରେନ...
ଅପରାଧ ରାଜ୍ୟ

ସକାଳେ ଫୁଲତୋଡ଼ା, ମଧ୍ୟାହ୍ନରେ ଗୁଳି

ଜଗତସିଂହପୁର : ନୂଆବର୍ଷରେ ବନ୍ଦର ନଗରୀ ପାରାଦୀପ ଅଶାନ୍ତ ହୋଇଛି। ତାରିଣୀଗଡ଼ାର ପ୍ଲଟ୍-୪୭୯ରେ ଥିବା ‘ବ୍ରିଜ୍ ଆଣ୍ତ୍ ରୁଫ୍’ କମ୍ପାନିର ଗେଷ୍ଟ୍‌ ହାଉସ୍‌ରେ ଗୁଳିକାଣ୍ଡ ହୋଇଛି। ଜଣେ...
ଅପରାଧ ଦେଶ ବିଦେଶ

ରାଜସ୍ଥାନର ପାଲୀରେ ସୂର୍ଯ୍ୟନଗରୀ ଏକ୍ସପ୍ରେସ୍‌ର ୮ ବଗି ଧାରଣାଚ୍ୟୁତ; ୧୦ ଆହତ

ପାଲୀ: ଗତ ପାହାନ୍ତା ପୂର୍ବରୁ ରାଜସ୍ଥାନରେ ଗୋଟାଏ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ପ୍ରାୟ ୧୦ଜଣ ଯାତ୍ରୀ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପ୍ରାପ୍ତ ସୂଚନା...
ଅପରାଧ ରାଜ୍ୟ

‘ଜିରୋ ନାଇଟ୍’ ସଉକ! ଟଙ୍କା ନଦେବାରୁ ପତ୍ନୀକୁ ହତ୍ୟା

ଗଞ୍ଜାମ : ନୂଆବର୍ଷ ପୂର୍ବରାତିରେ ଜଣେ ମଦ୍ୟମ ସ୍ବାମୀର ‘ଜିରୋନାଇଟ୍‌’ ସଉକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଜିରୋନାଇଟ୍‌’କୁ ଯିବା ଏବଂ ଭୋଜିଭାତ ପାଇଁ ଟଙ୍କା ନଦେବାରୁ...
ଅପରାଧ ଦେଶ ବିଦେଶ

ନୂଆବର୍ଷ ପୂର୍ବ ସନ୍ଧ୍ୟାରେ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ

କିବ୍‌: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ କରିଛି। କେନ୍ଦ୍ରୀୟ କିବ୍‌କୁ ଟାର୍ଗେଟ୍‌ କରି ୧୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିବାରୁ ବ୍ୟାପକ...
ଅପରାଧ ଦେଶ ବିଦେଶ

ବସ ଡ୍ରାଇଭରଙ୍କୁ ହୃଦ୍‌ଘାତ, ଏସ୍‌ୟୁଭି ସହ ଧକ୍କା; ୯ ମୃତ, ୩୨ ଆହତ

ନୂଆଦିଲ୍ଲୀ : ଗୁଜରାଟର ନବସାରୀରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଏବଂ ଏସ୍‌ୟୁଭି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ...
ଅପରାଧ ରାଜ୍ୟ

ପୁଲିସ ମାମଲାରେ ଦୋଷୀ ସାବ୍ୟସ୍ତ ସ୍ଥିତି ଉଦ୍‌ବେଗଜନକ: ୧୦୦ ଅଭିଯୁକ୍ତରେ ମାତ୍ର ୬...

କଟକ, (ଚିରଂଜୀବୀ କର): ସମ୍ବେଦନଶୀଳ ଅପରାଧୀକ ମାମଲାରେ ସରକାରୀ ସାକ୍ଷୀ ଭାବେ ତଳିଆ ପୁଲିସ କର୍ମଚାରୀମାନେ କୋର୍ଟରେ ବୟାନ ବଦଳାଉଛନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ସାମଗ୍ରୀ ତାଲିକାରେ...
ଅପରାଧ ରାଜ୍ୟ

ହାତବାନ୍ଧି ବସିଛି ଶିଶୁ ମଙ୍ଗଳ ସମିତି, ଜିଲ୍ଲାରେ ବଢ଼ି ଚାଲିଛି ନବଜାତ ଶିଶୁ...

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ନବଜାତ ଶିଶୁ ବିକ୍ରି। ମେଡ଼ିକାଲ ହେଉ ଅବା ବସ୍ତିରେ ଚାଲିଛି ଏଭଳି ବେଆଇନ କାରବାର। ଉପାନ୍ତ ବ୍ଲକ ନୁହେଁ...
ଅପରାଧ ରାଜ୍ୟ

ମାଆ ବିକୁଥିବା ଶିଶୁ ଆଖି ବୁଜିଲା

ହାଟଡିହି : କିଛିଦିନ ତଳେ ନିଜର ‌ଯେଉଁ ଶିଶୁକନ୍ୟାକୁ ଅଭାବୀ ମାଆଟିଏ ଘରଘର ବୁଲି ବିକ୍ରି ପାଇଁ ଉଦ୍ୟମ କରୁଥି‌ଲେ, ଶେଷରେ ସେ ଆଖିବୁଜିଛି। କୁହାଯାଉଛି, ଖାଦ୍ୟାଭାବରୁ...