ହ୍ୟାକ୍ କରାଯାଇଛି ‘ଟୁଇଟର୍’; ୨୦୦ ନିୟୁତ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଲିକ୍: ରିପୋର୍ଟ
ଲଣ୍ଡନ୍: ହ୍ୟାକର୍ମାନେ ୨୦୦ ନିୟୁତରୁ ଅଧିକ ‘ଟୁଇଟର୍’ ବ୍ୟବହାରକାରୀଙ୍କ ଇ-ମେଲ୍ ଆଡ୍ରେସ୍ ଚୋରାଇ ନେଇ ସେ ସବୁକୁ ଗୋଟାଏ ‘ଅନ୍ଲାଇନ୍ ହ୍ୟାକିଙ୍ଗ୍ ଫୋରମ୍’ରେ ପୋଷ୍ଟ୍ କରିଥିବା କଥା...









