ଅପରାଧ ଦେଶ ବିଦେଶ ମନୋରଞ୍ଜନ

ଆଉ ଜଣେ ବଙ୍ଗଳା ଅଭିନେତ୍ରୀଙ୍କ ଆତ୍ମହତ୍ୟା

କୋଲକାତା : ପଶ୍ଚିମବଂଗର ଟିଭି ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର (୨୧)ଙ୍କ ସନ୍ଦେହଜନକ ମୃତ୍ୟୁର କିଛି ଘଣ୍ଟା ପରେ ଶୁକ୍ରବାର ଦିନ ସହରରେ ଆଉ...
ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀର ଦୁଇଟି ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ଏବଂ ସହରର ପୂର୍ବ ଭାଗରେ ଥିବା ମାକର ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା...
ଅପରାଧ ଦେଶ ବିଦେଶ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଓପି ଚୌତାଲାଙ୍କୁ ୪ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓପି ଚୌତାଲାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି ଏବଂ ୫୦ ଲକ୍ଷ...
ଅପରାଧ ଦେଶ ବିଦେଶ ରାଜ୍ୟ

ଅସନ୍ତୁଷ୍ଟ ରାଜସ୍ଥାନ ମନ୍ତ୍ରୀଙ୍କ ଇସ୍ତଫା ଧମକ

ଜୟପୁର : ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନାଙ୍କ ଇସ୍ତଫା ଧମକକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମନ୍ତ୍ରୀ ‌ଅଶୋକ ଚନ୍ଦନା ଏକ ଟ୍ବିଟ୍‌...
ଅପରାଧ ରାଜ୍ୟ

ନକଲି ଡାକ୍ତରଙ୍କଠୁ କେଜିଏ ବ୍ରାଉନ୍‌ସୁଗାର ଜବତ, ମିଳିଛି ଗୋଟିଏ ବୁଲେଟ୍‌ ଓ ୨ଟି...

ଭୁବନେଶ୍ବର ୨୮।୦୫: ରାଜଧାନୀରେ ଥମୁନି ଧଳାଜହର କାରବାର୍‌ । ପୁଣି ଥରେ ଜବତ ହେଲା ବ୍ରାଉନ୍‌ସୁଗାର । ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ସହ...
ଅପରାଧ ରାଜ୍ୟ

ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ : ୧୦ ଗିରଫ,୪ କ୍ୱିଣ୍ଟାଲରୁ ଅଧିକ...

ଧର୍ମଗଡ଼ ୨୮।୦୫ : ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ୧୦ଜଣଙ୍କୁ ଗିରଫ କରିଛି ଜୟପାଟଣା ଥାନା ପୋଲିସ l ସେମାନଙ୍କ...
ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେନ୍ଦ୍ରୀୟ ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ମାଡ଼, ୧୨ ମୃତ

କିବ୍‌ : ରୁଷ୍‌ ଏବେ କେନ୍ଦ୍ରୀୟ ୟୁକ୍ରେନ୍‌ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍‌ ସହ କେନ୍ଦ୍ରୀୟ ୟୁକ୍ରେନ୍‌ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ...
ଅପରାଧ ରାଜ୍ୟ

ସର୍ଟ ସର୍କିଟରୁ ଲାଗିଲା ନିଆଁ, ୩ ବଖରା ଘର ପୋଡି ପାଉଁଶ

ବୌଦ୍ଧ ୨୮।୦୫: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତାଳପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁ ଜଳିଗଲା ୩ ବଖରା ଘର। ପୋଡି ପାଉଁଶ ହୋଇଗଲା...
ଅପରାଧ ରାଜ୍ୟ

ପୁରୁଣା ଛାତରୁ ଖସିଲା ଫଲ୍ସ, ମା’-ପୁଅ ଆହତ

ଟାଙ୍ଗୀ ୨୮।୦୫: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଝାନ୍ସିପାଟଣାରେ ଅଭାବନୀୟ ଘଟଣା । ପୁରୁଣା ଛାତର ଫଲ୍ସ ଖସି ପଡି ମା’-ପୁଅ ଆହତ । ଉଭୟଙ୍କୁ ଆହତ ଅବସ୍ଥାରେ...