ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପୁରୁଷୋତ୍ତମପୁର ୯।୮: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛୁରାମାଡରେ ଅନିରୁଦ୍ଧ...
ଅପରାଧ ରାଜ୍ୟ

କେନାଲରେ ଭାସୁଛି ଅଜଣା ମୃତଦେହ, ଦୁର୍ଘଟଣା ନା ଆତ୍ମହତ୍ୟା ବଢିଲା ସସପେନ୍ସ

ବାଲିପାଟଣା ୦୯/୦୮: କେନାଲରେ ଭାସୁଛି ଅଜଣା ମୃତଦେହ । ବାଲିଅନ୍ତା ଥାନା ସିଙ୍ଗଡ଼ା ଭୋଇ ସାହି ନିକଟ ଗୋପ ଶାଖା କେନାଲରେ ମୃତଦେହଟି ଭାସୁଛି । ମୃତଦେହଟି...
ଅପରାଧ ରାଜ୍ୟ

ବାହାଘରକୁ ବର୍ଷେ ପୁରିନି; ନବ ବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ କରୁଛି...

ନୀଳଗିରି ୦୮/୦୮: ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ମାନଗଡ଼ ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରଫୁଲ୍ଲ କୁମାର ବାରିକଙ୍କ...
ଅପରାଧ ରାଜ୍ୟ

ବୋହୂର ମୃତ୍ୟୁ ପରେ ସ୍ୱାମୀ, ଶାଶୂ- ଶ୍ୱଶୁର ଫେରାର : ହତ୍ୟା ଅଭିଯୋଗ...

କେନ୍ଦ୍ରାପଡା ୦୭/୦୮: ବୋହୂକୁ ମାରିଦେଲେ ! କେନ୍ଦ୍ରାପଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଅନ୍ତପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ହୋଇଛିl ସୂଚନାନୁସାରେ, ଗାଁର ଶଙ୍କର ମଲିକଙ୍କ...
ଅପରାଧ ରାଜ୍ୟ

ଚୋରା ଚାଲାଣ ବେଳେ ଗୋରୁଗାଡି ଦୁର୍ଘଟଣାଗ୍ରସ୍ତ, ୧୦ ଗାଈ ମୃତ

ଯାଜପୁର ୦୭/୦୮: ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍ । ୧୬ ଜାତୀୟ ରାପଥ ନିକଟ ବ୍ରଜନଗର ଠାରେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଛି ଗୋରୁ...
ଅପରାଧ ରାଜ୍ୟ

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

କରଞ୍ଜିଆ ୦୭।୦୮ : ପୁଣି ଜନନୀ ଯନ୍ତ୍ରଣା। ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଡାକ୍ତରଖାନା ଯିବା ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ମୟୂରଭଞ୍ଜ ଜିଲ୍ଲା...
ଅପରାଧ ରାଜ୍ୟ

ବଡମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା : ବନ୍ଧା ହେଲେ ଆଉ...

ଆଠଗଡ ୦୭/୦୮: ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ...
ଅପରାଧ ରାଜ୍ୟ

ଇଟାଭାଟିରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଯାଜପୁର ୦୭।୦୮: ଇଟାଭାଟିରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। କ୍ଷତାକ୍ତ ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶ୍ରମିକ ଜଣଙ୍କ କୋହ୍ଲା ଗାଁର ମକର ଚନ୍ଦ୍ର ସାହାଣୀ।...
ଅପରାଧ ରାଜ୍ୟ

ଦସ୍ତଖତ ଜାଲ୍‌: ଫୋରେନସିକ୍ ରିପୋର୍ଟ

ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଞ୍ଚଳରେ ହୋଇଥିବା ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଜାଲ୍ ଦସ୍ତଖତରେ ୮୦ କୋଟି ଟଙ୍କାର...