ଅପରାଧ

ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ଧରା ହେବା ପରେ ବିଜେପି ବିଚଳିତ କାହିଁକି: ବିଜେଡି

ଭୁବନେଶ୍ୱର : ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି...
ଅପରାଧ ଦେଶ ବିଦେଶ

ଅଶାନ୍ତ ମଣିପୁର: ପୃଥକ୍‌ ହିଂସାକାଣ୍ଡରେ ୨ ନିହତ, ୬ ଆହତ ଓ ୬...

ଇମ୍ଫାଲ୍‌: ମଣିପୁରର ବିଭିନ୍ନ ପ୍ରାନ୍ତରେ ସାନି ହିଂସାକାଣ୍ଡ ଘଟି ଅନ୍ୟୂନ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ନିରାପତ୍ତା କର୍ମଚାରୀଙ୍କ ସମେତ ଆଉ ୬ଜଣ ଆହତ ହୋଇଥିବା...
ଅପରାଧ ରାଜ୍ୟ

ବିଜେଡି ସମର୍ଥକଙ୍କ ଆକ୍ରମଣରେ ୨ସାମ୍ବାଦିକ ଆହତ

ଯାଜପୁର : ଶୁକ୍ରବାର ରାତିରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଥାନା ନିକଟ ପୋଷ୍ଟ ଅଫିସ ଛକରେ ବିଜେଡି ସମର୍ଥକଙ୍କ ଅତର୍କିତ ଆକ୍ରମଣରେ ୨ଜଣ...
ଅପରାଧ ରାଜ୍ୟ

ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗ: ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼ : ପାଇକମାଳ ବ୍ଲକ୍‌ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା...
ଅପରାଧ ରାଜ୍ୟ

ଜମିଜମା ବିବାଦରୁ ଭାଇକୁ ଶାବଳରେ ପିଟି ହତ୍ୟା

ଦିଗପହଣ୍ଡି: ପାରିବାରିକ କଳହର କରୁଣ ପରିଣତି। ଭାଇକୁ ହତ୍ୟା କଲା ଭାଇ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ବଡ଼ବାପା ପୁଅ...
ଅପରାଧ ରାଜ୍ୟ

ଓଏସ୍‌ଏସ୍‌ସି ମାମଲା: ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍

ବାଲେଶ୍ବର : ପୂରା ଯୋଜନାବଦ୍ଧ ଭାବେ ଚାଲିଥିଲା ପ୍ରଶ୍ନପତ୍ର ଦଲାଲି ରାକେଟ୍‌। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍‌...
ଅପରାଧ ରାଜ୍ୟ

୧୦ ହଜାର ଟଙ୍କାରେ ପୁଅକୁ ବିକିଲା ମା’!

ଟିଟିଲାଗଡ଼ : ଅଢ଼େଇ ବର୍ଷର ଶିଶୁପୁତ୍ରକୁ ମା’ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା...
ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୟସ ପ୍ରମାଣ ପାଇଁ କେବଳ...

କଟକ : ନାବାଳିକା ଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବୟସ ପ୍ରମାଣ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପୀଡିତାଙ୍କ ବୟସ ପ୍ରମାଣ ପାଇଁ କେବଳ ଏକମାତ୍ର...
ଅପରାଧ ରାଜ୍ୟ

ବେଳାମାର୍ଗରୁ ଶିଶୁକନ୍ୟା ଅପହରଣ

ପୁରୀ  : ବୁଧବାର ସନ୍ଧ୍ୟାରେ ପୁରୀ ବେଳାମାର୍ଗରୁ ୩ବର୍ଷର ଜଣେ ଶିଶୁକନ୍ୟାକୁ ଏକ କାର୍‌ରେ ଅପହରଣ କରାଯାଇଥିବା ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ଜଣେ ମହିଳା ଏହି...
ଅପରାଧ ରାଜ୍ୟ

ମାଲଗୋଦାମରେ ଚଢ଼ଉ: ଅପମିଶ୍ରଣକାରୀ ଗିରଫ

କଟକ: ମାଲଗୋଦାମରୁ ପୁଣି ଧରାପଡ଼ିଛି ଭେଜାଲ ମସଲା କାରବାର ରୢାକେଟ୍‌। ମାଲଗୋଦାମ ଥାନା ପୁଲିସ ଚଢ଼ଉ କରି ମଧୁପାଟଣା ଥାନା ବେଲେଶ୍ୱର ଅଞ୍ଚଳର ଅରୁଣ କୁମାର ଗନ୍ତାୟତକୁ...