ଦେଶ ବିଦେଶ ମନୋରଞ୍ଜନ

ଦିଶା ପଟାନୀ ବିକିନି ଛାଡି ଆପଣାଇଲେ ଦେଶୀ ଲୁକ୍ : ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ୍ …

ମୁମ୍ବାଇ ୧୬/୦୯ : ବର୍ତ୍ତମାନ ବଲିଉଡ୍ ଅଭିନେତ୍ରୀ ନିଜର ଗ୍ଲାମରସ୍‌ ଫଟୋ ଓ ଆଉଟ୍‌ଫିଟ୍‌ ପାଇଁ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ନିଜର ଫଟୋ ସେୟାର କରି ପପୁଲାର ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ବୋଲ୍ଡ ଭାବେ ନଜର ଆସୁଥିବା ଦିଶାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ରେ ନିଜର ଫଟୋ ସେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସମାନେ ବହୁତ ପସନ୍ଦ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଜିନିଷ, ଘୋର ଅସୁବିଧାରେ ପଡିପାରନ୍ତି

ସୁସ୍ଥ ଜୀବନ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ । ସଠିକ ସମୟରେ ଖାଦ୍ୟ ନଖାଇବା ଦ୍ୱାରା ଅନେକ ପ୍ରକାର ପେଟଜନିତ ସମସ୍ୟା ଉପୁଜିଥାଏ । ଅନେକ ଖାଦ୍ୟ ରହିଛି ଯାହା ଯାହା ଖାଲି ପେଟରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ସେହି ଖାଦ୍ୟ ଗୁଡିକ ହେଲା…… ଚା ଓ କଫି: ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ପିଇଥାନ୍ତି । ଏହି ଅଭ୍ୟାସ ଶରୀର ପାଇଁ […]

ରାଶିଫଳ

ସେପ୍ଟେମ୍ବର ୧୫ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଶୁକ୍ର ପ୍ରଭାବରେ ଆନୁଷ୍ଠାନିକ ସୁବିଧା ସୁଯୋଗ ସହ କାବ୍ୟ, ସାହିତ୍ୟ, କଳା, କାରିଗର ପ୍ରତି ରୁଚି ବଳିବ । ବିଭିନ୍ନ ସୂତ୍ରରୁ ରୋଜଗାର କରିବେ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୩ । • ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ । • ରୋଗୀ- ଚକ୍ଷୁ ପୀଡା ହେବ । • ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ । […]

ମନୋରଞ୍ଜନ

ବଢୁଛି ବଲିଉଡ୍‌ କୁଇନ୍‌ଙ୍କ ଅଡୁଆ: ଗିରଫ ହୋଇପାରନ୍ତି କଙ୍ଗନା !

ମୁମ୍ବାଇ ୧୫/୦୯ : ଗିରଫ ହୋଇପାରନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ନାଁରେ ଜାରି ହୋଇପାରେ ଗିରଫ ୱାରେଣ୍ଟ। ଏନେଇ ମୁମ୍ବାଇର ଏକ କୋର୍ଟ କଙ୍ଗନାଙ୍କ ପାଇଁ ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି । । ଯଦି ସେ କଥା ନଶୁଣନ୍ତି କି ହଜାର ନହୁଅନ୍ତି ତେବେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ବଲିଉଡ ପ୍ରସିଦ୍ଧ ଗୀତିକାର ଜାବେଦ ଅଖତର କଙ୍ଗନାଙ୍କ ବିରୋଧରେ ଆଣିଥିବା ମାନହାନୀ ମାମଲାର ଶୁଣାଣି କରି ମୁମ୍ବାଇର ଅନ୍ଦେରୀ କୋର୍ଟ […]

ମନୋରଞ୍ଜନ

ପ୍ରଥମ ଥର ପାଇଁ ଖୁଲାସା କଲେ ଅମିତାଭ୍ : ବିଗ୍‌ -ବି କିପରି ହେଲେ ବଚ୍ଚନ

ମୁମ୍ବାଇ ୧୫/୦୯ : ବଲିଉଡର ରାଜ୍‌ କରୁଥିବା ମହାନାୟକ ଅମିତାଭ ବଚ୍ଚନ। ବଲିଉଡରରେ ବିଗ୍‌ ବିଙ୍କ ନାମ ବେଶ୍‌ ଦବ୍‌ଦବା। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରତିଷ୍ଠିତ ନାଁ ମଧ୍ୟରୁ ଗୋଟିଏ ହେଉଛି ଅମିତାଭ ବଚ୍ଚନଙ୍କ ନାମ । ସୋସିଆଲ ମିଡିଆରେ ଓ ସବୁ ଆଡେ ତାଙ୍କର କୋଟି କୋଟି ଫ୍ୟାନ୍ସ ରହିଛି । ନିଜ ଅଭିନୟ ବଳରେ ସେ ହଜାର ହଜାର ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । ସେ ଜଣେ ସଫଳ ଅଭିନେତା ହେବା […]

ମନୋରଞ୍ଜନ

୮୮ରେ ପାଦ ଥାପିଲେ ଆଶା

ବଲିଉଡ୍‌ର ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ଆଜି ୮୮ ବର୍ଷରେ ପାଦ ଥାପିଛନ୍ତି। ସେ ବଲିଉଡ୍‌କୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ଏଯାବତ ସେ ପ୍ରାୟ ୧୨ହଜାର ଗୀତ ଗାଇଛନ୍ତି। ହିନ୍ଦୀ ବ୍ୟତୀତ ସେ ମରାଠୀ, ବଙ୍ଗାଳୀ, ଗୁଜୁରାଟୀ, ପଞ୍ଜାବୀ, ତାମିଲ, ମାଲାୟାଲମ୍, ଓଡ଼ିଆ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ମାତ୍ର ଇଣ୍ଡଷ୍ଟ୍ରିରେ ଏହି ସଫଳତା ହାସଲ କରିବା ଆଶାଙ୍କ ପାଇଁ ଏତେ ସହଜ ନଥିଲା। ପିଲା ବେ‌ଳୁ ଆଶା ଗୀତ ଗାଇବା ଆରମ୍ଭ କରିଥିଲେ। […]

ଧର୍ମ

ପୂଜା ପାଇଁ କରୋନା ବ୍ୟାପିଲେ ଦାୟୀ ରହିବେ ପୂଜା ଆୟୋଜକ : ଗଞ୍ଜାମ ଜିଲ୍ଲାପାଳ

ଖଲ୍ଲିକୋଟ ୯।୯: ପାର୍ବଣ ଋତୁକୁ ନେଇ ଗଞ୍ଜାମ ଜିଲ୍ଲା ଧୀରେ ଧୀରେ ଚଳଚଞ୍ଚଳ ହେବାରେ ଲାଗିଛି । ପ୍ରଥମେ ଗଣେଶ ପୂଜା ଏବଂ ପରେ ଦୁର୍ଗା ପୂଜାକୁ ନେଇ ଗାଁ ଗାଁରେ ଉତ୍ସାହ ଦେଖିବାକୁ ମିଳିଛି । ଏଭଳି ସମୟରେ ପୂଜା ଆୟୋଜକଙ୍କୁ ଚେତାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଜିଲ୍ଲାପାଳ କହିଛନ୍ତି ଯେ, ରୀତିନୀତିରେ ପୂଜା ଉପରେ କୌଣସି କଟକଣା ନାହିଁ । କିନ୍ତୁ କୌଣସି କାରଣରୁ ପୂଜା ପାଇଁ କରୋନା […]

ମନୋରଞ୍ଜନ

୧୫କିଲୋ ଓଜନ ହ୍ରାସ କଲେ ଭାରତୀ

ମୁମ୍ବାଇ: କମେଡି ଦୁନିଆରେ ନିଜର କଳାର ପ୍ରଦର୍ଶନ କରି ଚର୍ଚ୍ଚାରେ ଥିବା କମେଡି କୁଇନ ଭାରତୀ ସିଂଙ୍କ ନିକଟରେ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପୂର୍ବ ଅପେକ୍ଷା ଅଧିକା ଫିଟ ଦେଖା ଯାଉଛନ୍ତି। ଆଉ ଦେଖାବି ଯିବେ ନି କେମିତି, କାରଣ ସେ ଏଇ କିଛିଦିନ ମଧ୍ୟରେ ନିଜର ୧୫କିଲୋ ଓଜନ ହ୍ରାସ କରିଛନ୍ତି। ଭାରତୀ ପୂର୍ବରୁ ୯୧କିଲୋ ଓଜନ ଥିବା ବେଳେ ‌ଏବେ ସେ ୭୬କିଲୋରେ ପହଞ୍ଚିଛନ୍ତି। ତେବେ ଓଜନ ହ୍ରାସକୁ ନେଇ […]

ମନୋରଞ୍ଜନ

‘ବଚପନ୍‌ କା ପ୍ୟାର୍‌’ ପରେ ସହଦେବଙ୍କ ଆଉ ଏକ ଗୀତ ଭାଇରାଲ୍‌, ସୋସିଆଲ ମିଡିଆରେ ମଚାଇଛି ଧୁମ୍‌

‘ବଚପନ୍‌ କା ପ୍ୟା’ର୍ ଭାଇରାଲ୍‌ ଗୀତ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଛତିଶଗଡ଼ର ସହଦେବ ଦିର୍‌ଦୋଙ୍କର ଆଉ ଏକ ଗୀତ ଭାଇରାଲ୍‌ ହେଉଛି । ସେ ‘ମନୀ ହିଷ୍ଟ’ର ଆଇକନିକ୍‌ ଗୀତ ‘ ବେଲା ଚାଓ’ ଗୀତ ଗାଇଛନ୍ତି । ଏହି ଭିଡିଓ ଫ୍ୟାନଙ୍କୁ ଖୁବ୍‌ ପସନ୍ଦ ଆସୁଛି ଏବଂ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ‘ମନି ହିଷ୍ଟ’ର ଆଇକନିକ୍‌ ଗୀତ ‘ ବେଲା ଚାଓ’ ଏବେ ଚାରିଆଡ଼େ ଧୁମ୍‌ ମଚାଇଛି । […]

ଖେଳ

ରାଜ୍ୟ ସରକାରଙ୍କ ଘୋଷଣା- ପ୍ରମୋଦ ଭଗତଙ୍କୁ ଦିଆଯିବ ୬ କୋଟି ଟଙ୍କା

ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କା ଦିଆଯିବ ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି । ୬ କୋଟି ଟଙ୍କା ସହିତ ଗ୍ରୁପ ‘ଏ’ ସରକାରୀ ଚାକିରି ଦିଆଯିବ ବୋଲି ଘୋଷଣା ହୋଇଛି । ଅଲିମ୍ପିକ ବିଜେତାଙ୍କ ପାଇଁ ପୂର୍ବ ଘୋଷଣା ଅନୁସାରେ ପୁରସ୍କାର ମିଳିବ । ସ୍ୱର୍ଣ୍ଣ ଜିତିଲେ ୬ କୋଟି ଟଙ୍କା ମିଳିବ ବୋଲି […]