ଟି-୨୦ ବିଶ୍ୱ କପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇ ପାରନ୍ତି ଅନିଲ କୁମ୍ବଲେ, ବଢିପାରେ କୋହଲିଙ୍କ ମୁସ୍କିଲ !
ନୂଆଦିଲ୍ଲୀ : ୟୁଏଇ ଓ ଓମାନରେ ଖେଳା ଯିବାକୁ ଥିବା ଆଇସିସି ଟି-୨୦ ବିଶ୍ୱ କପ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ନୂତନ କୋଚ୍ ସନ୍ଧାନରେ ରହିଛି । କୁହାଯାଉଛି ଯେ, ଭାରତୀୟ ଦଳର ପୂର୍ବତନ କୋଚ୍ ଅନିଲ କୁମ୍ବଲେଙ୍କୁ ପୁଣି ଥରେ ଦଳକୁ ଫେରି ପାରନ୍ତି । ଖବର ମୁତାବକ ଅନିଲ କୁମ୍ବଲେ ଦଳର ମୁଖ୍ୟ କୋଚ୍ ହେବାକୁ ସହମତି […]