ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଖୁବଶୀଘ୍ର ଖୋଲିବ ସ୍କୁଲ, ଚାଲିଛି ଏସଓପି ପ୍ରସ୍ତୁତି: ଜାଣନ୍ତୁ ଏନେଇ କ’ଣ କହିଲା ଗଣଶିକ୍ଷା ବିଭାଗ

ଗତ ମାସକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବହୁମାତ୍ରାରେ ହ୍ରାସ ପାଇଥିବାରୁ ସ୍କୁଲ ଖୋଲିବା ନେଇ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ପ୍ରସ୍ତୁତି ଚାଲିଛି । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଯଦି ସଂକ୍ରମଣ ଆଉ ବୃଦ୍ଧି ନପାଏ, ତେବେ ଅକ୍ଟୋବର ମାସ ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇପାରେ । ଜଣାପଡ଼ିଛି […]

ମନୋରଞ୍ଜନ

୨୭ ବର୍ଷ ପରେ ବି ସଲମାନଙ୍କୁ ଭୁଲି ପାରିନାହାଁନ୍ତି ସଂଗୀତା ବିଜଲାନୀ, କହିଲେ କିପରି ଅଛି ତାଙ୍କ ସହ ସମ୍ପର୍କ

ନୂଆଦିଲ୍ଲୀ ୨୦/୦୯: ମଡେଲିଂ ଦିନରେ ‘ବିଜଲି’ ଭାବରେ ଜଣାଶୁଣା ସଂଗୀତା ବିଜଲାନୀଙ୍କୁ ପ୍ରାୟତଃ ସମସ୍ତେ ଜାଣନ୍ତି। ପ୍ରଫେସନାଲ୍ ଲାଇଫ୍ ଅପେକ୍ଷା ତାଙ୍କ ପର୍ସନାଲ୍ ଲାଇଫ୍ ଅଧିକ ଆଲୋଚନାରେ ରହିଥାଏ। ସଂଗୀତା ତାଙ୍କ କ୍ୟାରିୟର ଅପେକ୍ଷା ସଲମାନ ଖାନଙ୍କ ସହ ତାଙ୍କ ଆଫେୟାର୍‌କୁ ନେଇ ଅଧିକ ଜଣାଶୁଣା। କେବେ ସୁପରଷ୍ଟାର ସଲମାନ ଖାନଙ୍କୁ ଡେଟ୍ କରିଥିବା ବିଜଲାନି ତାଙ୍କ ସମ୍ପର୍କ ବିଷୟରେ ବର୍ତ୍ତମାନ ଖୋଲାଖୋଲି ଭାବେ କହିଛନ୍ତି। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିଥିଲେ। ଏବେ […]

ମନୋରଞ୍ଜନ

୨୧ ଦିନ ଉପବାସ ରହିବେ ନର୍ଗିସ: କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ….

ମୁମ୍ବାଇ :୨୧ ଦିନ ଉପବାସ ରହିବେ ନର୍ଗିସ ଫଖରୀ । କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ । ନର୍ଗିସ ଇନଷ୍ଟାଗ୍ରମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି । କିନ୍ତୁ ସେ ଏହାର କାରଣ ବିଷୟରେ କିଛି କହି ନାହାନ୍ତି । ତେବେ ତାଙ୍କର ଏଭଳି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେ ତାଙ୍କର ଫିଟ୍‌ନେସ୍‌ ପାଇଁ ଏଭଳି କରୁଛନ୍ତି । ବର୍ତ୍ତମାନ ନର୍ଗିସ ଜର୍ମାନରେ ଅଛନ୍ତି । ସେଠାରୁ ସେ ତାଙ୍କ […]

ମନୋରଞ୍ଜନ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପଡ଼ିଗଲି ତୋ ପ୍ରେମରେ’

ଏ ଜୀବନ କେବେ ସୁଖର ଜୁଆର, କେବେ ଦୁଃଖର ସହର। ଏଇ ସୁଖଦୁଃଖ ମିଶା ଜୀବନ ଭିତରେ ଚିରୁ ଭଲପାଏ ଲିଲିକୁ। ଦୁହେଁ ଦୁହିଁଙ୍କୁ ନିଜ ଜୀବନଠୁ ଅଧିକ ଭଲପାଆନ୍ତି। ହେଲେ ହଠାତ୍ ଦିନେ ଜଣାପଡ଼େ ଚିରୁକୁ କ୍ୟାନ୍ସର ରୋଗ ଗ୍ରାସ କରିଛି। ଚିରୁକୁ ଲିଲି ଜୀବନଠୁ ଦୂରେଇ ଦେଉଛି। କିନ୍ତୁ ଚିରୁ ଲିଲିକୁ ଏକା କରି ଏ ଦୁନିଆ ଛାଡ଼ି ଯିବ କେମିତି? ଅନେକ ଭାବିବା ପରେ ଚିରୁ ନିଷ୍ପତ୍ତି ନିଏ, ଅସ୍ମିତ ହେଉଛି ଲିଲି […]

ମନୋରଞ୍ଜନ

ଟିକସ ଚଢ଼ାଉ ପରେ ସୋନୁଙ୍କ ମୌନଭଙ୍ଗ: ମୋ ଫାଉଣ୍ଡେସନ୍‌ର ପ୍ରତିଟି ଟଙ୍କା ଜୀବନଟିଏ ବଞ୍ଚାଇବାକୁ ନିଜ ନିଜର ପାଳିକୁ ଅପେକ୍ଷା କରିଥିଲେ

ମୁମ୍ବାଇ: ଟିକସ ଫାଙ୍କିଥିବା ଅଭିଯୋଗ ଆଧାରରେ ଗତ ସପ୍ତାହରେ ମୁମ୍ବାଇ ବାସଭବନ ଏବଂ କାର୍ଯ୍ୟାଳୟଗୁଡ଼ିକରେ ଚଢ଼ାଉ ଶେଷ ହେବା ପରେ ମୌନଭଙ୍ଗ କରି ଆଜି ଅଭିନେତା ସୋନୁ ସୁଦ୍‌ କହିଛନ୍ତି ଯେ, ତାଙ୍କ ଫାଉଣ୍ଡେସନ୍‌ର ପ୍ରତିଟି ଟଙ୍କା ଜୀବନଟିଏ ବଞ୍ଚାଇବାକୁ ନିଜ ନିଜର ପାଳିକୁ ଅପେକ୍ଷା କରିଥିଲେ। ଆୟକର ବିଭାଗକୁ ଲଘୁ ସମାଲୋଚନା କରି ସେ ଆହୁରି ମଧ୍ୟ କହିଛନ୍ତି, ଚାରି ଦିନ ହେବ ଅତିଥିମାନଙ୍କୁ ଆପ୍ୟାୟିତ କରିବାରେ ବ୍ୟସ୍ତ ଥିଲି। ସବୁ ସମୟରେ ଜଣକୁ ନିଜ […]

ରାଶିଫଳ

ସେପ୍ଟେମ୍ବର ୨୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ନିର୍ଦ୍ଦିଷ୍ଟ କେତେକ ଯୋଜନାକୁ ସଫଳ କାର୍ଯ୍ୟରୂପ ଦେଇପାରିବେ । ଦର୍ଶନୀୟ ସ୍ଥାନକୁ ସୁଖ ଭ୍ରମଣର ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବସ୍ତ୍ର,ଆଭୂଷଣ, ଗୃହୋପକରଣ କ୍ରୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ । ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସୁସ୍ଥ ଅନୁଭବ କରିବେ । ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ । କର୍ମଜୀବି- ଅର୍ଥ […]

ଖେଳ

ଆଇପିଏଲ ୨୦୨୧ : ଶକ୍ତିଶାଳୀ ବେଙ୍ଗାଲୁରୁକୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ

ଦୁବାଇ, ୨୦/୦୯: ଆଇପିଏଲ୍‌ର ୩୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ସାରିଥିବାରୁ କୋଲକାତା ନାଇଟ ରାଇଡର୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଅନ୍ୟ ପଟରେ ପ୍ରଥମାର୍ଦ୍ଧର ପ୍ରଦର୍ଶନକୁ ଦୋହରାଇବା ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଲକ୍ଷ୍ୟ ରଖିଛି । ଚଳିତ ବର୍ଷ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚମତ୍କାର ଖେଳ […]

ଖେଳ ରାଜ୍ୟ

୨୭ ତାରିଖ ଭାରତ ବନ୍ଦରେ ସାମିଲ ହେବେ କଳାହାଣ୍ଡି ଜିଲ୍ଲାର ପ୍ରାୟ ୩୦ ସଂଗଠନ

କଳାହାଣ୍ଡି ୨୦।୯: ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ସେପ୍ଟେମ୍ବର ୨୭ ତାରିଖ ଭାରତ ବନ୍ଦ । କଳାହାଣ୍ଡି ଜିଲ୍ଲାର ନିର୍ମାଣ ଶ୍ରମିକ ସଂଗଠନର ସମର୍ଥନ ଆହ୍ବାନରେ ପ୍ରାୟ ୩୦ ଗୋଟି ସଂଗଠନ ଏଥିରେ ସାମିଲ ନେଇ ସୂଚନା ମିଳିଛି । ଭବାନୀପାଟଣାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛନ୍ତି । ବିଶେଷ କରି କେନ୍ଦ୍ରର ତିନି କୃଷି ଆଇନ ରଦ୍ଦ ସହ ଶସ୍ୟର ଏମଏସପି ଆଇନ ଲାଗୁ ପାଇଁ ଦାବିକୁ ସମର୍ଥନ କରାଯାଇଛି […]

ଧର୍ମ

ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା

ନୂଆଦିଲ୍ଲୀ ୧୮/୦୯ : ସୂର୍ଯ୍ୟ ଦେବ ସେପ୍ଟେମ୍ବର ୧୭, ୨୦୨୧ ଶୁକ୍ରବାର ଦିନ କନ୍ୟା ରାଶିରେ ପ୍ରବେଶ କରିଛନ୍ତି। ଏହି ସମୟରେ ମଙ୍ଗଳ ମଧ୍ୟ କନ୍ୟା ରାଶିରେ ପ୍ରବେଶ କରିଛନ୍ତି। ସୂର୍ଯ୍ୟ ଏବଂ ମଙ୍ଗଳ ଗୋଟିଏ ରାଶିରେ ପ୍ରବେଶ ଦ୍ୱାରା କିଛି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଏହି ରାଶିର ବ୍ୟକ୍ତିଙ୍କୁ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ଦେବୀ ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ। ଆସନ୍ତୁ ଜାଣିବା ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ କେଉଁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ରେକର୍ଡସଂଖ୍ୟକ ଟିକାକରଣ ପରେ ବିରୋଧୀଦଳ ‘ପାର୍ଶ୍ବପ୍ରତିକ୍ରିୟା’ ଭୋଗିବାର ଯଥାର୍ଥତା ଅଛି କି?: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗୋଟିଏ ଦିନରେ ୨.୫ କୋଟିରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ଦେଇ ଭାରତ ନୂତନ ରେକର୍ଡ ସ୍ଥାପନ କରିବାର ଦିନକ ପରେ ଟିକାର ପାର୍ଶ୍ବପ୍ରତିକ୍ରିୟା ସମ୍ବନ୍ଧରେ ଗୋଆର ଜଣେ ଡାକ୍ତରଙ୍କୁ ଆଜି ସକାଳେ ‘ଭର୍ଚ୍ୟୁଆଲ୍‌’ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପଚାରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ମୁଁ ବୈଜ୍ଞାନିକ କି, ଡାକ୍ତର ନୁହେଁ। ମାତ୍ର, ଟିକା ନେଉଥିବା ହିତାଧିକାରୀମାନଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି ହେଉଥିବା କଥା ମୁଁ ଶୁଣିଛି। କିନ୍ତୁ, ଭାରତ ଟିକାକରଣରେ ରେକର୍ଡ ହାସଲ କରିବା ପରେ […]