ଦେଶ ବିଦେଶ ମନୋରଞ୍ଜନ

ଆୟକର ଠକେଇ ଅଭିଯୋଗ ନେଇ ମୁହଁ ଖୋଲିଲେ ସୋନୁ ସୁଦ, ଜାଣନ୍ତୁ କହିଲେ କ’ଣ ?

ନୂଆଦିଲ୍ଲୀ ୨୧।୯: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ଆୟକର ଠକେଇର ଅଭିଯୋଗ ଆସିଛି। ତାଙ୍କର ବିଭିନ୍ନ ଠିକଣାରେ ଚଢଉ ପରେ ଆୟକର ଅଧିକାରୀମାନେ ୨୦କୋଟି ଟଙ୍କାର ଶୁଳ୍କ ଠକେଇ ନେଇ ଅଭିଯୋଗ କରିଛନ୍ତି। ମାମଲାରେ ସୋନୁ ସୁଦ ଶେଷରେ ମୁହଁ ଖୋଲିଛନ୍ତି। ଏ ନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ସୁଦ କହିଛନ୍ତି ଯେ ମୁଁ କେବେ ବି କୌଣସି ଅନିୟମିତତା କରି ନାହିଁ, ମୋତେ ୨ ଥର ରାଜ୍ୟସଭା ସାଂସଦ ଅଫର ମଧ୍ୟ ଦିଆଯାଇଛି। ଆୟକର […]

ଖେଳ ଦେଶ ବିଦେଶ ରାଜ୍ୟ

ଗୋଲଡେନ ବୟଙ୍କ ହାତରେ ରୁଟି ଚା’: କହିଲେ ଟେନସନ ମୁକ୍ତିର ମୂଳ ମନ୍ତ୍ର, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ ୨୧/୦୯: ଅଲମ୍ପିକ ବିଜେତା ତଥା ଗୋଲଡେନ ବୟଙ୍କ ସଫଳତାର ରାଜ୍ କଣ ଜାଣନ୍ତି । ଚା ଓ ରୁଟି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଟ୍ୱିଟରରେ ନୀରଜ ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । କଥା କଣ କି ନୀରଜ କହିଛନ୍ତି କେମିତି ପାଇବେ ଟେନସନରୁ ମୁକ୍ତି । ପୋଷ୍ଟରେ ତାଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଅର୍ଥାତ୍ ଚା ଗ୍ଲାସ ଓ ରୁଟି ଧରି […]

ଦେଶ ବିଦେଶ ଧର୍ମ ରାଜ୍ୟ

ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ପିତୃପକ୍ଷ, ବିଭିନ୍ନ ଜଳାଶୟରେ ଭିଡ଼

ପୁରୀ ୨୧।୦୯: ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି। କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିରରେ ପିଣ୍ଡଦାନ ପାଇଁ ଅନୁମତି ନଥିବାରୁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି। ତେବେ ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି। ଏନେଇ ମଙ୍ଗଳବାର ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ […]

ଧର୍ମ

ଭଗବାନ ଶ୍ରୀ ସାଂୱାଲିଆ ସେଠଙ୍କୁ ଚାନ୍ଦିର ଉଡାଜାହାଜ ଚଢାଇଲେ ଭକ୍ତ

ମେୱାର ୨୧/୦୯: ମେୱାରର ପ୍ରସିଦ୍ଧ କୃଷ୍ଣଦାମ ସାଂୱାଲିଆଜୀରେ ଜଣେ ଭକ୍ତ ସାଂୱାଲିଆ ସେଠଙ୍କୁ ଚାନ୍ଦିରେ ନିର୍ମିତ ଅନେକ ଜିନିଷ ଉପହାର ଦେଇଛନ୍ତି। ଏଥିମଧ୍ୟରେ ଚାନ୍ଦିରେ ନିର୍ମିତ ଉଡାଜାହାଜ, ଲଡୁ ଗୋପାଳ, ଗାଈ, ତୁଳସୀ ଗଛ, ପାଦୁକା, ବଂଶୀ, ଝୁଲା ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ସମଗ୍ର ଜିନିଷ ୨୪୨ ଗ୍ରାମ ରୂପାରେ ତିଆରି ହୋଇଛି। ଗତ ମାସରୁ ଏପର୍ଯ୍ୟନ୍ତ ଭକ୍ତମାନେ ଅନେକ ସୁନା-ରୂପା ଅଳଙ୍କାର ଚଢାଇ ସାରିଛନ୍ତି। ଏଥିମଧ୍ୟରେ ସୁନା ପାଦୁକା ଏବଂ ଗ୍ଲାସ୍, ଏକ କିଲୋଗ୍ରାମ ସୁନା […]

ମନୋରଞ୍ଜନ

ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିବା ପରେ ଶିଳ୍ପାଙ୍କ ପ୍ରଥମ ପୋଷ୍ଟ, କହିଲେ-ଝଡ ଚାଲିଯିବା ପରେ ସବୁ ସୁନ୍ଦର ହୋଇଥାଏ

ମୁମ୍ବାଇ ୨୧/୦୯: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜାମିନ ପାଇଛନ୍ତି। ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କାର ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ବଢିଯାଇଥିଲା। ପୋଲିସ ମଧ୍ୟ ତାଙ୍କୁ ପଚରାଉଚରା କରିଥିଲା। ଯଦିଓ ଶିଳ୍ପା ଏସବୁରୁ ମୁକ୍ତି ପାଇବାରେ ବ୍ୟସ୍ତ ଥିଲେ ଏବଂ କିଛି ଦିନର ବ୍ରେକ୍ ପରେ ସେ ପୁଣି କାମ କରିବାକୁ ଫେରିଥିଲେ। ବର୍ତ୍ତମାନ […]

ରାଶିଫଳ

ସେପ୍ଟେମ୍ବର ୨୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ସ୍ୱଗୃହୀମୁଖାଧିପତି ହେତୁ ଶତ୍ରୁ ମଧୁର କଥା କହି ପରକୁ ଆପଣାର କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ପରିବାରରେ ବିବାଦୀୟ ପରିସ୍ଥିତିର ସୂଚନା ରହିଛି । ଶୁଭରଙ୍ଗ ପିଚ୍‌ । ଶୁଭ ଅଙ୍କ ୩ । • ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ । • ରୋଗୀ-ଅସୁସ୍ଥ ଅନୁଭବ କରିବେ । • ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ । • କର୍ମଜୀବି-ସମ୍ମାନିତ ହେବେ । • ବ୍ୟବସାୟୀ-ନୂଆ ଡିଲ୍‌ ମିଳିବ । • […]

ମନୋରଞ୍ଜନ

କ୍ୟାପିଟାଲ୍ ଟୋକା

ବିଶ୍ବରୂପ କ୍ରିଏସନ୍‌ସ ବ୍ୟାନର୍‌ରେ ଚଳଚ୍ଚିତ୍ର ‘କ୍ୟାପିଟାଲ୍ ଟୋକା’ ନିର୍ମାଣ ହେବାକୁଯାଉଛି। ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି କାଳନ୍ଦୀ ଚରଣ ନାୟକ। ଏଥିରେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଉଛନ୍ତି ରାଜପ୍ରଦୀପ। ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି କ୍ରିଷ୍ଣା ଗୌରବ। ଗୀତ ରଚନା କରିଛନ୍ତି ଆପ୍ତକାମ ରଥ ଏବଂ କଣ୍ଠଦାନ କରିଛନ୍ତି ତାରିକ ଅଜିଜ୍‌। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଜିତେନ ଓ ପିପି। ଜିତେନ ଜଣେ ସଫ୍ଟୱେର ପ୍ରଫେସନାଲ ହେଇଥିବା ବେଳେ ପିପି ଜଣେ ମଡେଲ। ବିଶ୍ବରୂପ କ୍ରିଏସନସର […]

ମନୋରଞ୍ଜନ

ସଲ୍ଲୁ-କ୍ୟାଟ୍ ଇଲୁ ଇଲୁ

ମୈନେ ପ୍ୟାର୍ କ୍ୟୁଁ କିୟା, ହ୍ୟାଲୋ, ପାର୍ଟନର, ୟୁବରାଜ, ଟାଇଗର, ଭାରତ, ଟାଇଗର ଜିନ୍ଦା ହୈ, ପରେ ଏବେ ‘ଟାଇଗର୍‌-୩’ ଚଳଚ୍ଚିତ୍ରରେ କ୍ୟାଟ୍ରିନା ସଲମାନ୍ ଖାନ୍‌ଙ୍କ ବିପକ୍ଷର ନାୟିକା ସାଜିଛନ୍ତି। ତୁର୍କୀରେ ସୁଟିଂ ହେଇଥିବା ଏଇ ଚଳଚ୍ଚିତ୍ରର ଗୀତଦୃଶ୍ୟ ‘ଜିନେ କେ ହେଁ ଚାର ଦିନ୍’ର ଭିଡିଓକୁ କ୍ୟାଟ୍ରିନା ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକମାନେ କ୍ୟାଟ୍ରିନାଙ୍କୁ ବଧାଇ ଜଣେଇଛନ୍ତି। ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ଓ ‘ଫୋନ୍ ଭୂତ’ରେ ମଧ୍ୟ କ୍ୟାଟ୍ରିନା ପ୍ରମୁଖ ନାରୀ ଚରିତ୍ରରେ […]

ଖେଳ

ଆଇପିଏଲ ୨୦୨୧ : ପଞ୍ଜାବ କିଙ୍ଗ୍‌ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ

ଦୁବାଇ,୨୧/୦୯: ଆଇପିଏଲ୍‌ର ୩୨ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ଫଳରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୪ ରନ୍‌ରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ […]

ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ପ୍ରଶଂସକଙ୍କୁ ଭେଟିଲେ ପ୍ରଭାସ, ଅଭିନେତାଙ୍କ ଉଦାରତାକୁ ଦେଖି ସୋସିଆଲ ମିଡିଆରେ ପ୍ରଶଂସା

ମୁମ୍ବାଇ ୨୦/୦୯: ଅଭିନେତା ପ୍ରଭାସ ଫିଲ୍ମ ଦୁନିଆରେ ଏକ ମହାନ ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତାଙ୍କର ଭଲ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି। ଅଭିନେତା ତାଙ୍କର ଉଦାରତା ପାଇଁ ମଧ୍ୟ ବେଶ୍ ଜଣାଶୁଣା। ସେ ତାଙ୍କ ପ୍ରଶଂସକଙ୍କୁ ବହୁତ ଭଲ ପାଆନ୍ତି ଏବଂ ସର୍ବଦା ସେମାନଙ୍କ ପାଖରେ ଥାଆନ୍ତି। ପ୍ରଭାସ ତାଙ୍କ କାମରେ ବହୁତ ବିଜି ଥାଇ ମଧ୍ୟ ସେ ସମୟ ବାହାର କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ଛୋଟ ଫ୍ୟାନ୍ସଙ୍କୁ ଭେଟିଛନ୍ତି ଏବଂ ତାଙ୍କ ସହ […]