ଖେଳ ଦେଶ ବିଦେଶ ରାଜ୍ୟ

୬୦ ସେକେଣ୍ଡରେ ମାରିଲେ ୪୨୬ ଥର ମୁଥ, ଗିନିଜ୍ ବିଶ୍ୱ ରେକର୍ଡସରେ ପାଇଲେ ସ୍ଥାନ ; ଏବେ ବ୍ରୁସ୍‌ ଲିଙ୍କ ରେକର୍ଡ ବ୍ରେକ୍‌ ଳକ୍ଷ୍ୟ

ନୂଆଦିଲ୍ଲୀ ୨୨।୦୯: କୋଝିକୋଡ୍‌ର ରଫ୍‌ହାନ ଉମ୍ମର ପଞ୍ଚିଙ୍ଗ ପ୍ୟାଡ୍‌ରେ ୬୦ ସେକେଣ୍ଡରେ ୪୨୬ ଥର ମୁଥ ମାରି ଗିନିଜ୍‌ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛନ୍ତି । ଏହାଦ୍ୱାରା ରଫ୍‌ହାନ ସ୍ଲୋଭାକିଆର କିକ୍‌ବକ୍ସର ଓ ମାର୍ଶଲ ଆର୍ଟିଷ୍ଟ ପାଭେଲ ଟ୍ରୁସୋଭ୍‌ଙ୍କ ପୂର୍ବ ରେକର୍ଡ ଭାଙ୍ଗିଛନ୍ତି । ପାଭେଲ ମୋଟ୍‌ ୩୩୪ ମୁଥ ମାରି ବିଶ୍ୱ ରେକର୍ଡ କରିଥିଲେ । କୁଙ୍ଗ ଫୁରେ ଦୀର୍ଘ ୮ ବର୍ଷର ଅଭିଜ୍ଞତା ଏବଂ ବକ୍ସିରେ ୪ ବର୍ଷର ଅଭିଜ୍ଞତାଯୁକ୍ତ ରଫ୍‌ହାନଙ୍କ ପାଇଁ ଏହା […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀଙ୍କୁ ଅଜଣା ଯୁବକ ପଠାଉଛି ସେକ୍ସ ଟଏ ଓ ଅଣ୍ଡରଗାର୍ମେଣ୍ଟ, ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ

ମୁମ୍ବାଇ ୨୨/୦୯: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏପରି ଖବର ପ୍ରାୟତଃ ସାମ୍ନାକୁ ଆସିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। କେତେବେଳେ ପ୍ରଶଂସକ ସେମାନଙ୍କର ପ୍ରିୟ ଷ୍ଟାରଙ୍କ ଘରେ ପହଞ୍ଚଯାଆନ୍ତି ତ ଆଉ କେତେବେଳେ ସେମାନଙ୍କ ପାଖରେ ଉପହାର ପହଞ୍ଚାନ୍ତି। ବେଳେବେଳେ ଏହି ଉପହାରଗୁଡ଼ିକ ଏତେ ଅଦ୍ଭୁତ ହୋଇଥାଏ ଯେ କଳାକାରଙ୍କୁ ପୋଲିସ ପାଖରେ ପହଞ୍ଚିବାକୁ ବାଧ୍ୟ କରିଥାଏ। ନିକଟରେ ଜଣେ ୨୮ବର୍ଷ ବୟସ୍କା ଅଭିନେତ୍ରୀଙ୍କ ସହ ସମାନ ଘଟଣା ଘଟିଛି। ଗତ ଦୁଇ ମାସ ଧରି ଜଣେ ଅଭିନେତ୍ରୀଙ୍କ […]

ଖେଳ ଦେଶ ବିଦେଶ

ଶେଷ ଓଭରରେ ପଞ୍ଜାବ ହାତରୁ ମ୍ୟାଚ୍ ଛଡ଼ାଇନେଲେ କାର୍ତ୍ତିକ ତ୍ୟାଗୀ

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସକୁ ପରାସ୍ତ କରିବା ସହିତ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ୧୮୬ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ ପକ୍ଷରୁ ଦୁଇ ଓପ୍ନର ଚମକ୍ରାର ବ୍ୟାଟିଂ କରିଥିଲେ । ପ୍ରଥମ ୱିକେଟରେ ଉଭୟ ଖେଳାଳି ୧୨୦ ରନ୍ ଯୋଡିଥିଲେ । ୪୯ ରନ୍ କରି କେ ଏଲ୍ ରାହୁଲ ଚେତନ ସାକାରିୟାଙ୍କ ବଲରେ ଆଉଟ ହୋଇଥିଲେ । ତେବେ ମୟଙ୍କ ଅଗ୍ରୱାଲ ଚମକ୍ରାର ବ୍ୟାଟିଂ କରି ୬୭ ରନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଘାତକ ପାଲଟିଛି ବ୍ଲାକ୍‌ ଫଙ୍ଗସ୍‌, ଆଖି ବୁଜିଲେଣି ୨୯ ଆକ୍ରାନ୍ତ

ଭୁବନେଶ୍ୱର ୨୨।୦୯: ଘାତକ ହେଉଛି ବ୍ଲାକ ଫଙ୍ଗସ୍‌ । ଏବେ ଯାଏଁ ୨୧୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୯ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଘାତକ ପାଲଟିଛି । ଏବେ ଯାଏଁ ୨୧୨ଜଣ ରୋଗୀ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଲେଣି । ଏଥିରୁ ୨୯ଜଣଙ୍କର ମୃତ୍ୟୁ ହୋଇଛି । […]

ମନୋରଞ୍ଜନ

ଆଲିଆଙ୍କ ନୂଆ ବିଜ୍ଞାପନକୁ ନେଇ ତେଜିଲା ବିବାଦ : ଟାର୍ଗେଟ୍‌ କଲେ କୁଇନ୍ …

ନୂଆଦିଲ୍ଲୀ ୨୨/୦୯: ବିଜ୍ଞାପନକୁ ନେଇ ପୁଣି ବିବାଦ। ଏଥର ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ନିକଟରେ ସେ ଏକ ଫ୍ୟାଶନ ବ୍ରାଣ୍ଡ ପାଇଁ ବିଜ୍ଞାପନ ଶୁଟ୍ କରିଥିଲେ। ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟାର୍ଗେଟ କରିଛନ୍ତି। କିଛି ଲୋକ ଏହି ବିଜ୍ଞାପନକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଏହାକୁ ନେଇ ରାଗି ଯାଇଛନ୍ତି। ତେବେ ଏହି ଲିଷ୍ଟରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାମ ମଧ୍ୟ […]

ରାଶିଫଳ

ସେପ୍ଟେମ୍ବର ୨୨ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ବାଧା-ବିଘ୍ନ ଉପୁଜି ପାରେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୨ । • ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ । • ରୋଗୀ-ସୁସ୍ଥ ଅନୁଭବ କରିବେ । • ଛାତ୍ରଛାତ୍ରୀ-ବିଦ୍ୱାନ୍‌ ହେବେ । • କର୍ମଜୀବି-ସମ୍ମାନିତ ହେବେ । • […]

ମନୋରଞ୍ଜନ

ୱିଙ୍ଗ୍ ଲୁକ୍‌ରେ ନଜର ଆସିଲେ ଉର୍ବଶୀ ରୌତେଲା: ୟୁଜର୍ସ କଲେ ଟ୍ରୋଲ୍…

ମୁମ୍ବାଇ ୨୨/୦୯ : ବଲିଉଡ୍‌ର ହଟ୍‌ ଓ ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲା । ଉର୍ବଶୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାରେ ରହିବାକୁ ଆକର୍ଷଣୀୟ ପୋଷ୍ଟ ସେୟାର କରୁଥିବା ଦେଖାଯାଏ । କିନ୍ତୁ ଇଣ୍ଡଷ୍ଟ୍ରୀରେ ତାଙ୍କ ସୁନ୍ଦରତାକୁ ନେଇ ଖୁବ୍ ଚର୍ଚ୍ଚା । ଉର୍ବଶୀ ଙ୍କ ସୁନ୍ଦରତା ଓ ତାଙ୍କ କଥାରେ ସବୁ ଦିୱାନା । ହେଲେ ଉର୍ବଶୀ ତାଙ୍କ ଆକର୍ଷଣୀୟ ଡ୍ରେସ୍‌ କୁ ନେଇ ସବୁବେଳେ ଲାଇମ୍‌ ଲାଇଟ୍‌କୁ […]

ମନୋରଞ୍ଜନ

ବିଗ୍‌ବସ୍‌-୧୫ରେ ରାକ୍ଷୀ ସାୱନ୍ତ ତାଙ୍କ ସ୍ବାମୀ ରିତେଶଙ୍କର ହେବ ଗ୍ରାଣ୍ଡ ଏଣ୍ଟ୍ରି: ଡ୍ରାମା କୁଇନ୍ କଲେ ଖୁଲାସା…

ମୁମ୍ବାଇ ୨୨/୦୯ : ବଲିଉଡ୍‌ର କନ୍‌ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସ୍ୱାମୀ ରିତେଶ । ରାକ୍ଷୀଙ୍କ ସ୍ୱାମୀ ରିତେଶ ‘ବିଗ୍ ବସ୍ ୧୫’ରେ ଏକ ଗ୍ରାଣ୍ଡ ଏଣ୍ଟ୍ରି ନେବେ ବୋଲି ଶୁଣା ଯାଉଛି। ଯେତେବେଳେ ସଲମାନ ଖାନ ଓ ବିଗ୍ ବସ୍ ଶେଷ ସିଜନରେ ସେ କାହିଁକି ଆସିଲେ ନାହିଁ ବୋଲି ପଚରାଗଲା, ସେତେବେଳେ ରିତିଶ କହିଥିଲେ ଯେ ଏହା ମୋର ବ୍ୟବସାୟ ହେତୁ ହୋଇଥିଲା। […]

ମନୋରଞ୍ଜନ

ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରକୁ ଏସିଡ୍ ଆଟାକ୍, କିଛି ମୁଖାପିନ୍ଧା ଦୁର୍ବୃତ୍ତ ଆକ୍ରାମଣ କରିଥିବା ନେଇ ଅଭିଯୋଗ

ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ପାୟଲ ଘୋଷ । ପାୟଲଙ୍କୁ ଏସିଡ୍‌ ଆଟାକ୍‌ ହୋଇଥିବା ଅଭିଯୋଗ ହୋଇଛି । ମେଡିସିନ୍‌ କିଣବାକୁ ଯାଉଥିବା ବେଳେ କେହି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ କରିଛନ୍ତି । ପାୟଲ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ କାରରେ ଯାଉଥିଲେ, କିଛି ପୁରୁଷ ତାଙ୍କୁ ଫଲୋ କରି ଏକ ରଡ଼ରେ ଆକ୍ରମଣ କରିଥିଲେ । ଏହି ସମୟରେ ସେମାନେ ଏକ ବୋତଲରେ ଥିବା ତରଳ ପଦାର୍ଥକୁ ତାଙ୍କ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

ଭୁବନେଶ୍ୱର, ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା । ଗତକାଲିଠୁ ଏଥିପାଇଁ ପଞ୍ଜୀକରଣ ପକ୍ରିୟା ଶେଷ ହୋଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ବା ଆଇଆଇଟିରେ ନାମଲେଖିବା ପାଇଁ ଏହି ପରୀକ୍ଷାରେ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ପରୀକ୍ଷାର ର‌୍ୟାଙ୍କ୍‌ ହାସଲ କରିବାକୁ ପଡିଥାଏ । ଜେଇଇ ମେନ୍‌ରେ ଶ୍ରେଷ୍ଠ ୨ ଲକ୍ଷ ୫୦ ହାଜର ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିଥାଏ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଜେଇଇ ଆଡଭାନ୍ସଡର […]