ଟ୍ରେଣ୍ଡିଂରେ ରଶ୍ମୀକାଙ୍କ ‘ଏକ୍ ଚୁଟକି ସିନ୍ଦୁର’: ସୋସିଆଲ୍ ମିଡିଆ ଭାଇରାଲ୍ ହେଉଛି ଭିଡିଓ…
ମୁମ୍ବାଇ ୨୩/୦୯ : ସାଉଥ ସୁନ୍ଦରୀ ତଥା ନ୍ୟାସନାଲ ଭାବେ ସମସ୍ତଙ୍କ କ୍ରସ୍ ରଶ୍ମୀକା ମନ୍ଦନା। ସେ ଏବେ ବଲିଉହ ମୁହାଁ ହୋଇଛନ୍ତି। ଆଗୁକୁ ତାଙ୍କର ଆସୁଛି ଦୁଇ ଦୁଇଟି ବଲିଉଡ ଫିଲ୍ମ। ତେବେ ଟଲିଉଡରେ ସଫଳ ହେବା ପରେ ଏବେ ତାଙ୍କ ମୁଣ୍ଡରେ ବଲିଉଡ ପାଇଁ ନିଶା ପଶିଛି। ଏଥିପାଇଁ ସେ ଏବେ ବଲିଉଡର ସମସ୍ତ ଡାଏଲଗ୍କୁ ଭଲ ଭାବେ ଘୋଷି ଦେଇଥିବା ମନେ ହେଉଛି। ତେବେ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ର ପ୍ରସିଦ୍ଧ ଡାଏଲଗ୍ […]