ସାମନ୍ଥା ଓ ନାଗା ଚୈତନ୍ୟଙ୍କ ସମ୍ପର୍କରେ ଫାଟ : କାରଣକୁ ନେଇ ଏବେ ଖୁବ୍ ଚର୍ଚ୍ଚା…
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ହଟ ଓ ସୁପରହିଟ୍ କପଲ ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ସମ୍ପର୍କରେ ପୁଣି ଥରେ ଦେଖାଦେଇଛି ଫାଟ। ଏନେଇ କେହି ମୁହଁ ଖୋଲୁ ନ ଥିଲେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ୨୦୧୦ […]