ଖେଳ ଦେଶ ବିଦେଶ

ମୁଷ୍ଟିଯୁଦ୍ଧ ଛାଡ଼ିଲେ ପାକ୍ବେ

ମାନିଲା: ଫିଲିପାଇନ୍ସର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି ଏହି ଦେଶର କିଂବଦନ୍ତି କ୍ରୀଡ଼ା ତାରକା ମାନି ପାକ୍ବେ ବୁଧବାର ମୁଷ୍ଟିଯୁଦ୍ଧକୁ ଅଲବିଦା କହିଛନ୍ତି। ଫେସବୁକ୍‌ ଓ ଟ୍ବିଟରରେ ୧୪ ମିନିଟ୍‌ର ଭିଡିଓ ପ୍ରକାଶ କରି ଏହି ନିଷ୍ପତ୍ତି ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ସେ। ପ୍ୟାକମ୍ୟାନ୍ ଭାବେ ପରିଚିତ ପାକ୍ବେ ସାରା ବିଶ୍ବରେ ଥିବା ନିଜ ପ୍ରଶଂସକଙ୍କୁ ଭଲପାଇବା ଏବଂ ସମର୍ଥନ ଲାଗି ଧନ୍ୟବାଦ ଜଣାଇଛନ୍ତି। ଏକ ମହତ କାର୍ଯ୍ୟପାଇଁ ୨୬ ବର୍ଷର ଘଟଣା ବହୁଳ ମୁଷ୍ଟିଯୁଦ୍ଧ […]

ଖେଳ ଦେଶ ବିଦେଶ ରାଜ୍ୟ

କଳିଙ୍ଗରେ ଲାଇଫ୍‌ ଗାର୍ଡ, ପୁଲ୍‌ ଅପରେଟର ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଲାଇଫ୍‌ ସେଭିଂ ସୋସାଇଟି ଅଫ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଲାଇଫ୍‌ ଗାର୍ଡ ଓ ପୁଲ୍‌ ଅ‌ପରେଟର ପାଠ୍ୟକ୍ରମ ଚଳିତ ମାସ ୨୭ ତାରିଖରୁ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣଗାରରେ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦ ଲାଇଫ୍‌ଗାର୍ଡ ପ୍ରଶିକ୍ଷଣ ନେଉଛନ୍ତି। ଅଭିଜ୍ଞ ଲାଇଫ୍‌ ଗାର୍ଡ ଏବଂ ପୁଲ୍‌ ଅପରେଟରମାନେ ଏହି ଅଂଶଗ୍ରହଣକାରୀଙ୍କୁ ପ୍ରାଥମିକ ଚିକିତ୍ସା, ପୁନଃ ଉଦ୍ଧାର, […]

ଖେଳ ଦେଶ ବିଦେଶ ରାଜ୍ୟ

ମାଉଣ୍ଟ ଫ୍ରେଣ୍ଡସିପ୍‌ ଆରୋହଣ କଲେ ନୃସିଂହ

ଭୁବନେଶ୍ବର: ଓଡ଼ିଆ ପର୍ବତାରୋହୀ ନୃସିଂହ ଚରଣ ସାହୁ ହିମାଚଳ ପ୍ରଦେଶସ୍ଥିତ ସୋଲାଙ୍ଗ ଭ୍ୟାଲି ନିକଟସ୍ଥ ‘ମାଉଣ୍ଟ ଫ୍ରେଣ୍ଡସିପ୍‌’ (୫୨୮୯ ମିଟର ଉଚ୍ଚ)କୁ ସଫଳତାର ସହ ଆରୋହଣ କରିଛନ୍ତି। କରୋନା କାଳରେ ତାଙ୍କର ଯୋଜନା ମୁତାବକ ସମସ୍ତ ପର୍ବତାରୋହଣ କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ। ସରକାରଙ୍କ ନିୟମ କୋହଳ ହେବାରୁ ଦୀର୍ଘ ୧୫ ମାସ ପରେ ସେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ‘ମାଉଣ୍ଟ ଫ୍ରେଣ୍ଡସିପ୍‌’ ଆରୋହଣ କାର୍ଯ୍ୟକ୍ରମ ଚଳିତ ମାସ ୨୧ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହତୋତ୍ସାହିତ ସନ୍‌ରାଇଜର୍ସ ସମ୍ମୁଖରେ ଶକ୍ତିଶାଳୀ ‌ଚେନ୍ନାଇ

ସାର୍‌ଜା: ଚଳିତ ଆଇପିଏଲ୍‌ ପଏଣ୍ଟ୍‌ ଟେବୁଲର ଶେଷ ସ୍ଥାନରେ ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ସାର୍‌ଜାରେ ‌‌ଶୀର୍ଷରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଲଗାତାର ୫ ମ୍ୟାଚ୍‌ ପରାଜୟ ବରଣ କରି ସଂପୂର୍ଣ୍ଣ ହତୋତ୍ସାହିତ ହୋଇପଡ଼ିଥିବା ହାଇଦ୍ରାବାଦ ଗତ ମ୍ୟାଚ୍‌ରେ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ଅର୍ଦ୍ଧଶତକ ବଳରେ ପରାଜୟ ଧାରା ଭାଙ୍ଗିଥିଲା। ଏଥିସହ ୧୦ ମ୍ୟାଚ୍‌ରୁ ୮ ପରାଜୟ ବରଣ କରିଥିବା ଏହି ଦଳ ନୈତିକ ବଳ ପାଇଥିଲା। ଚଳିତ ଆଇପିଏଲ୍‌ରେ ୨୪.୩୭ ହାରରେ ୧୮୧ […]

ଖେଳ ଦେଶ ବିଦେଶ

ଭାରତରେ ଜାନୁଆରି ୧୨ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମସାଲ ପରିକ୍ରମା

ବର୍ମିଙ୍ଗ୍‌ହାମ: ଆଗାମୀ ୨୦୨୨ ବର୍ମିଙ୍ଗ୍‌ହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ରାଣୀଙ୍କ ଦ୍ବାରା ପ୍ରଦତ୍ତ ମସାଲ ଭାରତରେ ଆସନ୍ତାବର୍ଷ ଜାନୁଆରି ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପରିକ୍ରମା କରିବ। ଏହା ମସାଲର ଆନ୍ତର୍ଜାତିକ ଯାତ୍ରାର ଅଂଶବିଶେଷ ରହିବ। ଆନ୍ତର୍ଜାତିକ ଯାତ୍ରା ଅବସରରେ ମସାଲ ୭୨ ରାଷ୍ଟ୍ର ପରିକ୍ରମା କରିବ ବୋଲି ବୁଧବାର କ୍ରୀଡ଼ା ଆୟୋଜକ କମିଟି ଘୋଷଣା କରିଛି। ଏହି ମସାଲ ଶୋଭାଯାତ୍ରା ଚଳିତ ବର୍ଷ ଅକ୍ଟୋବର ୭ ତାରିଖରୁ ବଙ୍କିମ୍‌ହାମ୍‌ ପ୍ୟାଲେସ୍‌ରୁ ଆରମ୍ଭ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୫୨୯ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ; ମୃତ୍ୟୁସଂଖ୍ୟା ୩୧୧

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ସାଢ଼େ ୨୩ ହଜାର ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ସ୍ବଳ୍ପ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୧୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୭,୩୯,୯୮୦ ଓ ମୃତ୍ୟୁସଂଖ୍ୟା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଅକ୍ଟୋବର ସୁଦ୍ଧା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଚୂଡ଼ାନ୍ତ ଅନୁମୋଦନ ପାଇ ପାରେ ‘ଭାରତ ବାୟୋଟେକ୍‌’ର ‘କୋଭାକ୍ସିନ୍’

ନୂଆଦିଲ୍ଲୀ: ଅକ୍ଟୋବର ସୁଦ୍ଧା ‘ଭାରତ ବାୟୋଟେକ୍‌’ର ‘କୋଭାକ୍ସିନ୍‌’କୁ ଚୂଡ଼ାନ୍ତ ଅନୁମ‌ୋଦନ ମିଳିପାରେ ବ‌ୋଲି କୋଭିଡ୍‌-୧୯ ଟିକାର ଜରୁରୀକାଳୀନ ବ୍ୟବହାର ତାଲିକା ନିମନ୍ତେ ମୂଲ୍ୟାୟନ ସଂକ୍ରାନ୍ତ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ‘ଗାଇଡାନ୍‌ସ୍‌ ଡକ୍ୟୁମେଣ୍ଟ୍‌’ରୁ ଆକଳନ କରାଯାଉଛି। ଜୁଲାଇ ୬ ତାରିଖରୁ ଏହି ଟିକାର ‘ରୋଲିଙ୍ଗ୍‌ ରିଭ୍ୟୁ’ ଆରମ୍ଭ ହୋଇଥିବା କଥା ମଧ୍ୟ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର କାଗଜପତ୍ରରୁ ଜଣାପଡ଼ିଛି। ପୂର୍ବରୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ବରିଷ୍ଠ ଅଧିକାରୀ କ୍ଷେତ୍ରପାଳ ସିଂହ କହିଥିଲେ ଯେ, ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଜରୁରୀକାଳୀନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୦୨ ସଂକ୍ରମିତ ଚିହ୍ନଟ: ୧୮ରୁ କମ୍ ବୟସ୍କ ୯୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୯୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ୱାର୍ଲଡ ହାର୍ଟ ଡେ’: ଜାଣନ୍ତୁ କିପରି ହୃଦଘାତରୁ ପାଇବେ ରକ୍ଷା, କେମିତି ରହିବେ ସୁସ୍ଥ

ଭୁବନେଶ୍ୱର ୨୯/୦୯ : ହୃଦୟ ହେଉଛି ମନୁଷ୍ୟ ଶରିରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମେ ଏହାର ଯତ୍ନନେବା ଓ ଏହାକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ। ବର୍ତ୍ତମାନ ଆମ ସମାଜରେ ଅର୍ଦ୍ଧାଧିକ ଲୋକ ହୃଦୟ ସହିତ ଯଡ଼ିତ ରୋଗରେ ଆକ୍ରାନ୍ତ। ପ୍ରାୟ ଲୋକ ଏବେ ହୃଦଘାତର ଶୀକାର ହେଉଛନ୍ତି । ଆଜି ହୃଦୟ ଦିବସ (ୱାର୍ଲଡ ହାର୍ଟ ଡେ) ଅବସରରେ ଆସନ୍ତୁ ଜାଣିବା କଣ କଲେ ହୃଦୟ ସୁସ୍ଥ ରହିବା ସହ ପ୍ରଥମଥର ଆକ୍ରାନ୍ତ ହୋଇଥିବା ହୃଦରୋଗୀମାନଙ୍କୁ […]

କଳା ଓ ସଂସ୍କୃତି ଧର୍ମ

ଚର୍ଚ୍ଚିକାଙ୍କ ପୀଠରେ ଷୋଢଶ ଉପଚାର ପୂଜା, ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ମା’

ବାଙ୍କୀ ୨୯/୦୯: ଆଜିଠାରୁ ଆରମ୍ଭହୋଇଛି ମାଙ୍କ ପୀଠରେ ଷୋଢଶ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଷୋଢଶ ଉପଚାର ପୂଜା । ମା ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି ସୁସଜିତ କରିଛି । ପ୍ରତ୍ୟେକଦିନ ମା ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଶଦ୍ଧାଳୁଙ୍କୁ । ଏହେଉଛି ମାଙ୍କର ବଡପୂଜା । ବିଶେଷକରି ଆଗାମୀ ମହାଅଷ୍ଟମୀଦିନ ମାଙ୍କପୀଠରେ ଦିବାରାତ୍ରୀ ପୂଜାପାଠ […]