ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଲକ୍‌ଡାଉନ୍‌ ପରେ ବଢ଼ିଛି ନିଶା ଜନିତ ମାନସିକ ରୋଗ ଏମ୍ସରେ ରୋଗୀ ସଂଖ୍ୟା ୨୦% ବୃଦ୍ଧି, ବ୍ରାଉନସୁଗାର ବଢ଼ାଉଛି ଚିନ୍ତା

ଭୁବନେଶ୍ୱର : ଭାରି ଛାନିଆ ଲାଗୁଛି, ତେଣୁ ଏଥିରୁ ରକ୍ଷା ପାଇଁ କିଛି ଲୋକ ତମାଖୁ, ବ୍ରାଉନସୁଗର କିମ୍ବା ମଦ୍ୟପାନକୁ ଆପଣାଇ ନେଉଛନ୍ତି। ସାମୟିକ ଭାବରେ ଏଥିରୁ ମୁକ୍ତି ମିଳୁଥିଲେ ବି ସେହି ଛାନିଆ ରୋଗ ସହିତ ଆହୁରି ଅନେକ ମାନସିକ, ଶାରୀରିକ ସମସ୍ୟା ଜଟିଳ ହୋଇ ପଡ଼ୁଛି। ରାଜ୍ୟରେ ଏଭଳି ଅବସ୍ଥା ହେଲାଣି ଯେ ଅପରାଧଠାରୁ ରୋଗ ବୃଦ୍ଧି ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଘଟଣା ପଛରେ ନିଶା ଏକ ବଡ଼ କାରଣ ପାଲଟିଛି। କରୋନା ଏବଂ […]

ଦେଶ ବିଦେଶ ମନୋରଞ୍ଜନ

‘ମାନିକେ ମାଗେ ହିଥେ’ ଗୀତ ଗାଇ …ଚର୍ଚ୍ଚାରେ ରାନୁ ମଣ୍ଡଳ : ଭାଇରାଲ୍ ହେଉଛି ଭିଡିଓ..

ମୁମ୍ବାଇ ୩୦/୦୯ : ଦୁଇ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ରାଣହାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳ ଲତା ମଙ୍ଗେଶକରଙ୍କ ଆଇକନିକ ଗୀତ ‘ଏକ ପ୍ୟାର କା ନାଗମା ହେ ଗାଇ ଇଣ୍ଟରନେଟ ସେନସେସନ ପାଲଟିଥିଲେ। ଏହି ଗୀତ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲେ ଏବଂ ରାତିସାରା ସେ ଚର୍ଚ୍ଚାକୁ ଆସିଥିଲେ । ତାଙ୍କୁ ଖୁବ୍ ଶୀଘ୍ର ମୁମ୍ବାଇର ଏକ ରିଆଲିଟି ସୋକୁ ନିମନ୍ତ୍ରଣ କରାଯାଇଥିଲା । ସୌଭାଗ୍ୟବଶତଃ ଶୋ’ରେ ଜଜ୍ ଭାବେ ଉପସ୍ଥିତ ଥିବା ହିମେଶ […]

ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ୍ ମିଡିଆରେ ନୋରାଙ୍କ ନୂଆ ଗେଟ୍‌ଅପ୍, ୟୁଜର୍ କହିଲେ-ପରୀ ପରି ଲାଗୁଛ

ନୂଆଦିଲ୍ଲୀ ୩୦/୦୯: ବଲିଉଡର ସର୍ବୋତ୍ତମ ନୃତ୍ୟଶିଳ୍ପୀ ନୋରା ଏବେ ଚର୍ଚ୍ଚାରେ। ଏଥର କିନ୍ତୁ ତାଙ୍କ ଡ୍ୟାନ୍ସ ପାଇଁ ନୁହେଁ ବରଂ ତାଙ୍କ ଡ୍ରେସ୍‌କୁ ନେଇ । ନିକଟରେ, ନୋରା ଏକ ଫ୍ୟାଶନ ସୋ’ରେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ ଦେଖିବା ପରେ ସମସ୍ତଙ୍କ ହୋସ୍ ଉଡ଼ି ଯାଇଥିଲା। ଅବୁ ଜାନି ଏବଂ ସନ୍ଦୀପ ଖୋସଲାଙ୍କ ଡିପ୍ ନେକ୍ ହ୍ୱାଇଟ୍ ଥାଇ ସ୍ଲିଟ୍ ଆଉଟ୍‌ଫିଟରେ ନୋରାଙ୍କ ଏପରି ଅବତାର ସାମ୍ନାକୁ ଆସିଥିଲା। ନୋରାଙ୍କ ଏହି […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ସଲ୍ଲୁ-କ୍ୟାଟ୍ ଇଲୁ ଇଲୁ

ସଲମାନ୍ ଖାନ୍‌ଙ୍କ ‘ଟାଇଗର୍‌-୩’ ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ୍ ନାୟିକା ସାଜିଛନ୍ତି। ତୁର୍କୀରେ ସୁଟିଂ ହେଇଥିବା ଗୀତଦୃଶ୍ୟ ‘ଜିନେ କେ ହେଁ ଚାର ଦିନ୍’ର ଭିଡିଓକୁ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ଆକୃଷ୍ଟ କରିବାକୁ ଚାହିଛନ୍ତି। ମୁକ୍ତିଲାଭ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ଓ ‘ଫୋନ୍ ଭୂତ’ରେ ମଧ୍ୟ ସେ ଲିଡ୍‌ରୋଲରେ ଅଛନ୍ତି। ଶୁଣିବାକୁ ମିଳୁଛି କ୍ୟାଟ୍ରିନା ନୂଆ ଫିଲ୍ମ ‘ଜି ଲେ ଜାରା’ରେ ମଧ୍ୟ ପ୍ରମୁଖ ଭୂମିକାରେ ଆସୁଛନ୍ତି। ସୁଟିଂ ସାରି ତୁର୍କୀକୁ […]

କଳା ଓ ସଂସ୍କୃତି ଧର୍ମ

ଓଜନ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ପନିର-ଟମାଟୋ ସାଲାଡ: ଏହିଭଳି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ସାଲାଡ…

ଭୁବନେଶ୍ୱର ୨୯/୦୯ : ଆମ ନୀତି ଦିନିଆ ଜୀବନରେ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ସବୁଦିନ ଖାଇବା ସମୟରେ ସାଲାଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରି ସାବ୍ୟସ୍ଥ ହୋଇଥାଏ। ଯଦି ଆପଣଙ୍କର କେବେ ଖାଦ୍ୟ ଖାଇବା ପାଇଁ ମନ ହେଉନି ତେବେ ଆପଣ ସାଲାଡ ଖାଇପାରନ୍ତି। ଏହାଦ୍ୱାରା ଆପଣଙ୍କ ଶରୀରକୁ ଭରପୁର ମାତ୍ରାରେ ପୋଷକ ତତ୍ୱ ମିଳିଥାଏ। ସାଲାଡ ଖାଇଲେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବା ସହ ତ୍ୱଚାରେ […]

କଳା ଓ ସଂସ୍କୃତି ଧର୍ମ

ନବରାତ୍ରି ସମୟରେ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଶୁଭ

ଭୁବନେଶ୍ୱର ୨୯/୦୯ : ହିନ୍ଦୁ ଧର୍ମରେ ନବରାତ୍ରି ପର୍ବର ବିଶେଷ ମହତ୍ତ୍ୱ ଅଛି। ପାଞ୍ଜି ଅନୁଯାୟୀ, ଏଥର ଶାରଦୀୟ ନବରାତ୍ରି ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେବ ଓ ୧୫ ତାରିଖରେ ସମାପନ ହେବ। ନବରାତ୍ରି ସମୟରେ ୯ ଦିନ ଯାଏଁ ମା’ ଦୁର୍ଗାଙ୍କ ୯ ସ୍ୱରୂପ ପୂଜା ପାଇଥାନ୍ତି। ମା’ଙ୍କ ପାଖରେ ପ୍ରତିଦିନ ଭିନ୍ନ ଭିନ୍ନ ଭୋଗ ଲାଗିହୁଏ। ନବରାତ୍ରିରେ ୯ ଦିନରେ ପ୍ରତ୍ୟେକ ଦିନ ଅଲଗା ଅଲଗା ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଆରାଧନା […]

କଳା ଓ ସଂସ୍କୃତି ଧର୍ମ

ଅକ୍ଟୋବର ୨ରେ ବିଛା ରାଶିରେ ପ୍ରବେଶ କରିବେ ଶୁକ୍ର, ଏହି ରାଶି ବ୍ୟକ୍ତିଙ୍କର ହେବ ଜବରଦସ୍ତ ଲାଭ

ନୂଆଦିଲ୍ଲୀ ୩୦/୦୯: ଶୁକ୍ରଙ୍କୁ ବୈଭବ, କଳା ଏବଂ ସୌନ୍ଦର୍ଯ୍ୟର କାରକ ବୋଲି ବିବେଚନା କରାଯାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଶୁକ୍ର ନିଜର କରାଶି ତୁଳାରୁ ବାହାରି ଅକ୍ଟୋବର ୨ରେ ମଙ୍ଗଳଙ୍କ ରାଶି ବିଛାରେ ପ୍ରବେଶ କରିବେ। ଏହି ସମୟରେ, ଅନେକ ରାଶିର ଲୋକଙ୍କୁ ଶୁଭ ଫଳାଫଳ ପ୍ରାପ୍ତ ହେବ। ଚାଲନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ… ବୃଷ- ଶୁକ୍ର ଆପଣଙ୍କ ସପ୍ତମ ଘରେ ଗୋଚର କରିବେ। ଯେଉଁଥିପାଇଁ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଅନାବିଳ ମାତୃତ୍ୱର ପ୍ରତୀକ ‘ପୁଅ ଜିଉଁତିଆ’ ପଶ୍ଚିମ ଓଡ଼ିଶାରେ ପାଳିତ

ସୁନ୍ଦରଗଡ଼/ବାଲିଶଙ୍କରା/ବୀରମହାରାଜପୁର: ପଶ୍ଚିମ ଓଡ଼ିଶାର ପୁଅ ଜିଉଁତିଆ ହେଉଛି ଏକ ସାମାଜିକ ସାଂସ୍କୃତିକ ଜୀବନର ନିଆରା ପରମ୍ପରା। ଏହା ଏହି ଅଂଚଳରେ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଅନ୍ୟସ୍ଥାନ ପରି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ମା’ମାନେ ସନ୍ତାନଙ୍କର ମଙ୍ଗଳ କାମନା କରି ପୁଅ ଜିଉଁତିଆ ବ୍ରତ ଧାରଣା କରିଛନ୍ତି। ଏଥିରେ ମା ପ୍ରେମର ଅନାବିଳ ସ୍ନେହ, ମମତା ଭରି ସନ୍ତାନହିନା ମହିଳା ମାନେ ମଧ୍ୟ ସନ୍ତାନ ହେବା ଆଶା ରଖି ନିଷ୍ଠାର ସହ ଏହି ବ୍ରତ ପାଳନ […]

ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାରାଥନ୍, ଲମ୍ବା ଦୌଡ଼ରେ ଉଜ୍ଜ୍ବଳମୟ ସମ୍ଭାବନା: କୋଚ୍ ନାହାନ୍ତି କି ସାଧନ ନାହିଁ, ୟୁଟ୍ୟୁବରୁ ଦେଖି ଚଳୁଛି କାମ

ବାରିପଦା: କୋଚ୍ ନାହାନ୍ତି। ସାଧନ ମଧ୍ୟ ନାହିଁ। ଘରର ରୋଜଗାର ସମ୍ପୂର୍ଣ୍ଣ ଭାବେ ବାପାଙ୍କ ଉପରେ ନିର୍ଭରଶୀଳ। ଆଉ ଚାଷ କାମ କରୁଥିବାରୁ ନିଜ ପିତାଙ୍କଠାରୁ ଲମ୍ବା ଦୌଡ଼ ଏବଂ ମାରାଥନ୍ ପାଇଁ ଆବଶ୍ୟକ କରୁଥିବା ସାଧନ ଆଶା କରିବା ମଧ୍ୟ ବୃଥା। ତେବେ ନିଜ ଉଦ୍ୟମରେ, ଘରଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ବାରିପଦା ଷ୍ଟାଡିୟମ୍ ଏବଂ ଛଉ ପଡ଼ିଆକୁ ଅଭ୍ୟାସ କରିବାକୁ ଆସି ଲମ୍ବ ଦୌଡ଼ରେ ଏକ ଉଜ୍ଜ୍ବଳମୟ ସମ୍ଭାବନା ସୃଷ୍ଟି କରିଛନ୍ତି […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାମାଜିକ ସଂଗଠନରେ ଥିବା ଲୋକଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକ କୌଣସି ସମାରୋହ‌ରେ ସମ୍ମାନିତ ହେବ। ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ। ବୃଷ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। କୌଣସି ଧାର୍ମିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। ମିଥୁନ: ଦିନଟି ବହୁତ ଭଲ ରହିବ। ସରକାରୀ ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ବାଣିଜ୍ୟ ଛାତ୍ର କିଛି […]