ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଅଜବ ପରମ୍ପରା, ଯେଉଁଠାରେ ବାହାଘର ପୂର୍ବରୁ ଜନ୍ମ କରିବାକୁ ପଡେ ଛୁଆ

ଆଜିକାଲି ଯୁଗ ଯେତେ ଆଧୁନିକ ହେଲେ ବି ସମାଜରେ ଅନେକ କାମକୁ ପାପ ବୋଲି କୁହାଯାଏ । ଆଜି ବି ଲୋକମାନେ ପ୍ରେମକୁ ବିରୋଧ କରୁଛନ୍ତି । କିନ୍ତୁ ଭାରତର ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ଏହା ଖୋଲାଖୋଲି ଭାବେ ଚାଲିଛି । ସେଠାକାର ପରମ୍ପରା ବିଷୟରେ ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଭାରତରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଲିଭ-ଇନ୍ ରିଲେସନସିପରେ ରହିବା ପାପ ନୁହେଁ, ବରଂ ଏକ […]

କଳା ଓ ସଂସ୍କୃତି ଧର୍ମ

ନବରାତ୍ରିର ୯ ଦିନରେ ମା’ଙ୍କୁ ଏହି ଭୋଗ ଲଗାଇ କରନ୍ତୁ ପୂଜା, ଦୂରେଇ ଯିବ ସବୁ ସଙ୍କଟ

୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । ୯ ଦିନ ରେ ମା’ଙ୍କୁ ଅଲଗା ଅଲଗା ଭୋଗ ଲଗାଇ ପୂଜା କରାଯାଏ । ଏପରି କରିବା ଦ୍ୱାରା ମା’ ଦୁର୍ଗା ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଭୋଗ ଲଗାଇବା ଉଚିତ୍…. – ନବରାତ୍ରିର ପ୍ରଥମ ଦିନରେ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

OAS-2019 ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ପ୍ରକାଶ ପାଇଲା OAS-2019 ରେଜଲ୍ଟ । ବିଭିନ୍ନ ବର୍ଗର ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଟପ୍-୧୦ରେ ରହିଛନ୍ତି ୩ ମହିଳା ।

କଳା ଓ ସଂସ୍କୃତି ଧର୍ମ

ଶାରଦୀୟ ନବରାତ୍ର ଆରମ୍ଭ: ଜାଣନ୍ତୁ କେବେ କରିବେ ପୂଜା ଆରମ୍ଭ ଓ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ

ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପ୍ରତିବର୍ଷ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଏ । ଚଳିତ ବର୍ଷ ନବରାତ୍ର ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଛି । ନବରାତ୍ରରେ ୯ ଦିନ ପାଇଁ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଥାନ୍ତି । ତେଣୁ ଏହି ୯ଦିନ ମା’ଙ୍କ ର ଖୁବ୍ ଧୁମଧାମରେ ପୂଜା କରାଯାଇଥାଏ । ସବୁ ପ୍ରକାର ବିଧିବିଧାନର ସହିତ ମା’ଙ୍କୁ ଏହି ୯ଦିନ ପୂଜା କରାଯାଏ । ଏହି ସମୟରୋ ମା’ […]

ଦେଶ ବିଦେଶ ମନୋରଞ୍ଜନ

ଇସ୍କରୁ ଅରୁନ୍ଧତୀ

‘କିଏ ହେବ ମୋ ହିରୋଇନ୍’ର ମୁକୁଟ ବିଜୟିନୀ ଏଲିନା ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ ମାଧ୍ୟମରେ ବଡ଼ ପରଦାରେ ପାଦ ଥାପିଥିଲେ। ଏହାପରେ କେହି ନୁହେଁ କାହାର, ଜଗା ହାତରେ ପଘା (ରିମେକ), ଲଭ୍ ଷ୍ଟେସନ୍, ଝିଅଟା ବିଗିଡ଼ି ଗଲା, ଅଭୟ ଆଦି ଚଳଚ୍ଚିତ୍ରର ନାୟିକା ସାଜି ଏଲିନା ନିଜ ନୃତ୍ୟ ଓ ଅଭିନୟର ନିପୁଣତା ପ୍ରଦର୍ଶନ କରିଛନ୍ତି। ଏହା ଭିତରେ ଏଲିନାଙ୍କ ଅଭିନୟ ମଧ୍ୟ ପରିପକ୍ବ ହେଇଛି। ତେବେ ପୂଜା ଅବସରରେ ମୁକ୍ତିଲାଭ କରିବାକୁ […]

କଳା ଓ ସଂସ୍କୃତି ଦେଶ ବିଦେଶ ମନୋରଞ୍ଜନ

ଚାଲିଗଲେ ରାବଣ

ଲୋକପ୍ରିୟ ଟେଲି ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ମଙ୍ଗଳବାର ରାତିରେ ୮୨ ବର୍ଷୀୟ ଅରବିନ୍ଦ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମୁମ୍ବାଇର କାନ୍ଦିଭାଲି ସ୍ଥିତ ତାଙ୍କ ବାସଭବନରେ ସେ ପ୍ରାଣତ୍ୟାଗ କରିଛନ୍ତି। ରାମାୟଣର ଲକ୍ଷ୍ମଣ ଓରଫ୍ ସୁନୀଲ ଲାହିରୀ ଅରବିନ୍ଦଙ୍କ ପରଲୋକକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ସେ କହିଛନ୍ତି, ‘ସମସ୍ତଙ୍କ ପ୍ରିୟ ଅରବିନ୍ଦ ଭାଇଙ୍କ ବିୟୋଗ ଆମ ସମସ୍ତଙ୍କୁ ଅଶେଷ ଆଘାତ ଦେଇଛି, ଭଗବାନ ତାଙ୍କ ଅମର ଆତ୍ମାର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବିଳମ୍ବ ହେଲେ ବି ଦ୍ୱିତୀୟ ଡୋଜ ଟିକା ନେବା ଜରୁରୀ: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ୱର: ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୧ ଡୋଜ ଟିକାକରଣ ହୋଇଛି। ୨ କୋଟି ୩୦ ଲକ୍ଷ ପ୍ରଥମ ଡୋଜ ଏବଂ ୯୧ ଲକ୍ଷ ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି। ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟୀକା ନେବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନେଇଛନ୍ତି। ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ କିପରି ଦିଆଯିବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ […]

ରାଶିଫଳ

ଜାଣନ୍ତୁ କଣ ରହିଛି ଆପଣଙ୍କ ରାଶିଫଳ (ମଙ୍ଗଳବାର,୦୫ ଅକ୍ଟୋବର ,୨୦୨୧)

ମେଷ – ଅଚାନକ ଖୁସିଖବର ମିଳିବ, ନୂତନ କର୍ମସଂସ୍ଥାନର ସୁଯୋଗ ଷୃଷ୍ଟି ହେବ, ପିଲାଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବ ମାତ୍ର ଚାକିରି ବ୍ୟବସାୟରେ ସତର୍କ ରହିଥିବେ ନଚେତ କ୍ଷୟକ୍ଷତି ହେବ, ମହିଳାମାନେ ଦୁର୍ବଳତା ଅନୁଭବ କରିବେ॥ ବୃଷ – ଆଜି କୌଣସି ଅଚାନକ ଖର୍ଚ୍ଚ ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ, ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସାମ୍ନାକୁ ଆସିଲା ଅନଲାଇନ୍ ପାଠପଢ଼ାର ସତ, କେନ୍ଦ୍ରକୁ ରିପୋର୍ଟ ଦେଲା ଓଡ଼ିଶା

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥା ବିଶେଷ ପ୍ରଭାବିତ ହୋଇଛି । ଏଥିରେ ସୁଧାର ଆଣିବା ପାଇଁ ସମଗ୍ର ଦେଶରେ ଅନଲାଇନ୍ ପାଠପଢ଼ା ଆରମ୍ଭ କରିଥିଲେ ସରକାର । କିନ୍ତୁ ଏହି ଅନଲାଇନ୍ ପାଠପଢ଼ାର ଫାଇଦା କେହି ଉଠାଇଥିଲେ ତ ଆଉ କାହା ପାଖରେ ପହଞ୍ଚିପାରିନଥିଲା । ଯାହାର ସତ ଏବେ ସାମ୍ନାକୁ ଆସିଛି । ଅନଲାଇନ୍ ପାଠପଢ଼ା ନେଇ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦେଇଛି ଓଡ଼ିଶା, ଯେଉଁଥିରେ ରାଜ୍ୟର ୧୫ ଲକ୍ଷ […]

ଦେଶ ବିଦେଶ ମନୋରଞ୍ଜନ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାତ୍ର ୧୫ ଦିନ ଛୁଟିରେ ପ୍ରସ୍ତୁତି କଲେ : ବନିଗଲେ ଆଏଏସ୍

କନକ ବ୍ୟୁରୋ: ଚାକିରିରୁ ନେଲେ ମାତ୍ର ୧୫ ଦିନର ଛୁଟି । ଆଉ ଏତିକି ଦିନର ପ୍ରସ୍ତୁତିରେ ହେଲେ ଆଇଏଏସ୍ । ଆମେ କହୁଛୁ ସୁରଟର କାର୍ତ୍ତିକ ଜିବାନୀଙ୍କ କଥା । ଆଇପିଏସ୍ ଥିଲେ କାର୍ତ୍ତିକ । ହେଲେ ଆଇଏଏସ୍ ପ୍ରତି ଥିବା ତାଙ୍କ ମୋହ ଯାଇନଥିଲା । କିନ୍ତୁ ବ୍ୟସ୍ତପୂର୍ଣ୍ଣ ଆଇପିଏସ୍ ଚାକିରିରୁ ନେଇଥିଲେ ମାତ୍ର ୧୫ ଦିନର ଛୁଟି ।ଏତିକି ମାତ୍ର୍ର ଦିନରେ କରିଥିଲେ ଆଇଏଏସ୍ ପାଇଁ ପ୍ରସ୍ତୁତି ।ଆଉ ୟୁପିଏସସିରେ ଅଧିକାର କଲେ […]