ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସୁଗାର ଲେଭଲ୍କୁ ନିୟନ୍ତ୍ରଣ କରିଥାଏ ବାଇଗଣ : ଏଣିକି କରନ୍ତୁ ଡାଏଟ୍‌ରେ ସାମିଲ୍…

ନୂଆଦିଲ୍ଲୀ ୧୦/୧୦ : ବର୍ତ୍ତମାନ, ପରିବେଶ ଯେଉଁ ଭଳି ଅଛି ଖରାପ ଖାଦ୍ୟ ପାନୀୟରେ ଅନିୟମିତ ହେତୁ ଲୋକଙ୍କ ଶରୀର ରୋଗର ସୃଷ୍ଟି ହେଉଛି । ସବୁ ରୋଗ ଠାରୁ ଗୋଟିଏ ରୋଗ ହେଉଛି ମଧୁମେହ। ମଧୁମେହ ରୋଗ ହେଉଛି ଏକ ମେଟାବୋଲିକ୍ ଯେଉଁଥିରେ ଅଗ୍ନାଶୟ ହର୍ମୋନ୍ ଇନସୁଲିନ୍‌ ଉତ୍ପାଦନକୁ ହ୍ରାସ କରିଥାଏ ।ଶରୀରରେ ଇନସୁଲିନର ଅଭାବ ହେତୁ ରକ୍ତରେ ଥିବା ଗ୍ଲୁକୋଜର ପରିମାଣ ବ ବଢିବାରେ ଲାଗିଥାଏ। ଯାହାକୁ ଡାକ୍ତରୀ ଶବ୍ଦରେ ହାଇପରଗ୍ଲାଇସେମିଆ କୁହାଯାଏ । […]

କଳା ଓ ସଂସ୍କୃତି ଧର୍ମ

ନବରାତ୍ରିରେ ମା’ ଦୁର୍ଗାଙ୍କ ପାଇଁ ଅର୍ଦ୍ଧନାରେଶ୍ୱର ରୂପ ଧାରଣ କରନ୍ତି ମହାଦେବ: ଶିବଙ୍କ ବିନା ଅଧୁରା ମା’ଙ୍କ ପୂଜା

ଭୁବନେଶ୍ୱର ୧୦/୧୦ : ନବରାତ୍ରି ସମୟରେ ୯ ଦିନ ଯାଏଁ ବିଧି ବିଧାନ ଅନୁଯାୟୀ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଇଥାଏ। ମା’ ଦୁର୍ଗାଙ୍କ ପୂଜାରୁ ହିଁ ମହାଦେବଙ୍କୁ ସମ୍ପୂର୍ଣ୍ଣତା ମିଳିଥିଲା। ସେଥିପାଇଁ ନବରାତ୍ରି ସମୟରେ ଭଗବାନ ଶିବଙ୍କୁ ପୂଜା କଲେ ମନୋସ୍କାମନା ପୂରଣ ହୋଇଥାଏ। ସେଥିପାଇଁ ଶ୍ରଦ୍ଧାଳୁ ଶାରଦୀୟ ନବରାତ୍ରିରେ ମା’ଙ୍କ ସହ ମହାଦେବଙ୍କୁ ମଧ୍ୟ ପୂଜା କରିବା ଉଚିତ। ନବରାତ୍ରିର ନବମ ଦିନ ଅର୍ଥାତ ଅନ୍ତିମ ଦିନ ମା’ ଦୁର୍ଗାଙ୍କ ସ୍ୱରୂପ ସିଦ୍ଧିଦାତ୍ରୀଙ୍କୁ […]

କଳା ଓ ସଂସ୍କୃତି ଧର୍ମ

ଆଜିଠାରୁ ବଦଳିଯିବ ଏହି ରାଶି ବ୍ୟକ୍ତିଙ୍କର ଭାଗ୍ୟ, ସୂର୍ଯ୍ୟଙ୍କ ପରି ଚମକିବ କିସ୍ମତ

ନୂଆଦିଲ୍ଲୀ ୧୧/୧୦: ଅକ୍ଟୋବର ୧୧ ରେ ଶନିଙ୍କ ଗତିବିଧି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଶନିଙ୍କ ଅଶୁଭ ପ୍ରଭାବରେ ସମସ୍ତେ ଭୟଭୀତ ହୋଇଥାନ୍ତି। ଶନିଙ୍କ ଅଶୁଭ ହେବା ହେତୁ, ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହା ନୁହେଁ ଯେ ଶନି ଦେବ କେବଳ ଅଶୁଭ ଫଳାଫଳ ଦିଅନ୍ତି। ଶନିଦେବ ମଧ୍ୟ ଶୁଭ ଫଳାଫଳ ଦିଅନ୍ତି। ଯେତେବେଳେ ଶନି ଶୁଭଫଳ ଦିଅନ୍ତି ବ୍ୟକ୍ତିର […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ପ୍ଲେ ବଏ ମଡେଲଙ୍କ କୁକୁର ପ୍ରେମ : ପାଳିତ କୁକୁର ନାଁରେ କରିଦେଲେ ସମସ୍ତ ସମ୍ପତ୍ତି, ଦାମୀ କାର ଏବଂ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ ୦୯/୧୦ : ମଣିଷ ତାର ଜୀବନ କାଳ ମଧ୍ୟରେ ଅନେକ କିଛି ଉପଲବ୍ଧି ପାଇଁ ଅହରହ ଚେଷ୍ଟା ଜାରି ରଖିଥାଏ । ଅନେକ ପ୍ରଚେଷ୍ଟା ପରେ କିଛି ପୂରଣ ହୋଇଥାଏ ତ ଅନେକ କିଛି ବାକି ରହିଯାଏ । କିନ୍ତୁ କିଛି ନକରି କିଏ କେବେ କଣ କୋଟି କୋଟି ଟଙ୍କାର ମାଲିକ ହୋଇପାରିବ ? ଏହାର ଉତ୍ତର ଯଦି ହଁ ତେବେ ଗୋଟିଏ ପଶୁ କଣ କୋଟିପତି ହୋଇପାରିବ ? ଏହାର ଉତ୍ତର ବି […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଘଟଗାଁ ମା’ ତାରିଣୀ ପୀଠରେ ଷଷ୍ଠୀ ପୂଜା, ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ଜଗତଜନନୀ

ଘଟଗାଁ ୧୧।୧୦: ଆଜି ନବରାତ୍ରୀର ପଞ୍ଚମ ଦିନ । ଏହି ଅବସରରେ ଶକ୍ତିପୀଠ ଗୁଡିକରେ ମହା ସପ୍ତମୀ ପୂଜା ପାଳିତ ହେଉଥିବା ବେଳେ ମଣ୍ଡପ ଗୁଡିକରେ ଷଷ୍ଠୀ ପୂଜା ପାଳନ ହେଉଛି। ଏହି ଅବସରରେ ଆଜି ଘଟଗାଁ ମା ତାରିଣୀଙ୍କ ପୀଠରେ ପାଳିତ ହେଉଛି ଷଷ୍ଠୀ ପୂଜା। ସ୍କନ୍ଦମାତା ରୂପରେ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା । ଆସନ୍ତାକାଲି ଠାରୁ ସୁନା ବେଶରେ ଦର୍ଶନ ଦେବେ ମା’ ତାରିଣୀ। ଆସନ୍ତାକାଲି ଠାରୁ ମା ତାରିଣୀ ସୁନା ବେଶରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୭୮ ବର୍ଷର ବରକୁ ୭୯ ବର୍ଷୀୟା କନିଆ, ଅନଲାଇନରେ ଆରମ୍ଭ ହୋଇଥିଲା ପ୍ରେମ

ପ୍ରେମ ପାଇଁ ନା ଥାଏ ବୟସ, ନା ଥାଏ ରଙ୍ଗ । କେଉଁଠି ନାବାଳିକ, ନାବାଳିକା ନିଜ ଇଛାରେ ବାହା ହେଲେଣି ତ ଆଉ କେଉଁଠି ବୟସର ବାର୍ଦ୍ଧକ୍ୟରେ ଆସି ମଧ୍ୟ ଲୋକ ପ୍ରେମରେ ପଡ଼ି ବାହା ହେଉଛନ୍ତି । ସେହିପରି ୭୮ ବର୍ଷୀୟ ଜିମ ଏଡମ୍ସ ଓ ୭୯ ବର୍ଷୀୟା ଆଡ୍ରେ କାଉଣ୍ଟସଙ୍କ ପ୍ରେମ କାହାଣୀ ରହିଛି । ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା ଓ ପରେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ଓଡ଼ିଶାରୁ ୬ କରୋନାରେ ମୃତ

ଭୁବନେଶ୍ୱର : ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହୁଥିବା ବେଳେ ଭୁବନେଶ୍ୱର ଓ କଟକରେ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି । […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ନେବେ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟରେ ସଫଳତା ପାଇବେ। ଶନିବାର: ସମ୍ବନ୍ଧରେ ମଧୁରତା ଆସିବ। ରବି ଓ ସୋମବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: କାରବାରରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର: ଚାକିରିରେ ଉନ୍ନତି ହେବ। ରବି ଓ ସୋମବାର: କିଛି ମାମଲାରେ ଭାବୁକ ହୋଇପାରନ୍ତି। ମଙ୍ଗଳ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦଶହରା ପରେ ବାତ୍ୟା ! ପାର୍ବଣକୁ ଭିଜାଇବ ବର୍ଷା, ଆଣ୍ଡାମାନରେ ପ୍ରବଳ ବର୍ଷୁଛି

ଭୁବନେଶ୍ୱର ୧୦/୧୦: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୪୮ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବ। ୪ରୁ ୫ଦିନ ସମୁଦ୍ର ଭିତରେ ବଳ ଗୋଟାଇବା ପରେ ସ୍ଥଳଭାଗକୁ ଛୁଇଁବ । ଏହି ୫ଦିନରେ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ। ସମୁଦ୍ରରେ ଜଳବାୟୁର ସ୍ଥିତି, ପବନର ଦିଗ ଏବଂ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ତାଲା ଭାଙ୍ଗି ରାମ ମନ୍ଦିରରୁ ଚୋରି : ବୋହିନେଲେ ତିନି ଠାକୁରଙ୍କ ରୂପା ମୁକଟ

ଭଦ୍ରକ ୧୦/୧୦: ତାଲା ଭାଙ୍ଗି ମନ୍ଦିରରୁ ଚୋରି , ଲୁଟିନେଲେ ଠାକୁରଙ୍କର ଅଳଙ୍କାର । ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୈସିଂ ପଞ୍ଚାୟତ ସାଳନ୍ଦୀ ନଦୀର କୂଳରେ ଥିବା ରାମ ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିର ଚାବି ଭାଙ୍ଗି ଚୋରି ହୋଇଛି । ରାମ , ଲକ୍ଷ୍ମଣ ଓ ସୀତାଙ୍କର ତିନୋଟି ମୂଲ୍ୟବାନ ରୁପା ମୁକୁଟ ଚୋରି କରିବା ସହ ମନ୍ଦିର ଭିତରେ ଥିବା ଭେଟି ଟଙ୍କା ନେଇଯାଇଛନ୍ତି । ସ୍ଥାନୀୟ ଲୋକେ ସଖାଳୁ […]