ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ବୃଷ: ଦୁର୍ଗାମାତାଙ୍କ ଦର୍ଶନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ‌ପାରିବାରିକ ଜୀବନ ଶାନ୍ତିମୟ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ଆହ୍ବାନର ସମ୍ମୁଖୀନ ହେବେ। ମିଥୁନ: ନିଜ କାମରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରରେ ଅଭାବ ଅନଟନ ଦେଖାଦେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। କର୍କଟ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ […]

କଳା ଓ ସଂସ୍କୃତି ଧର୍ମ

ଅଗରତାଲାରେ ନିଆରା କୁମାରୀ ପୂଜା, ୭ ବର୍ଷର ନାବାଳିକାକୁ ପୂଜା ସହ ଆଶିଷ ଭିକ୍ଷା କଲେ ଭକ୍ତ

ତ୍ରିପୁରା ୧୪/୧୦: ସବୁଠି ମାଆଙ୍କ ଆଗମନରେ ଚଳଚଞ୍ଚଳ ଧରାପୃଷ୍ଠ । ସାରା ଦେଶରେ ପୂଜା ପାଉଛନ୍ତି ମହାମାୟା । ତେବେ ବିଭିନ୍ନ ସ୍ଥାନରେ ପୂଜା କିଛି ଖାସ୍ ଜିନିଷ ଦେଖିବାକୁ ମିଳିଥାଏ । ଗତକାଲି ମହାଷ୍ଟମୀରେ ତ୍ରିପୁରା ଅଗରତାଲାରେ ଦେଖିବାକୁ ପାରମ୍ପରିକ କୁମାରୀ ପୂଜାର ମାହୋଲ । ଭକ୍ତମାନେ ୭ ବର୍ଷର ନାବାଳିକାଙ୍କୁ ‘କୁମାରୀ ବେଶରେ ସଜାଇ ମାଆ ଦୁର୍ଗାଙ୍କ ରୂପେ ପୂଜା କରିଥିଲେ । କାରଣ ସେଠାରେ ପାଳ ହୋଇଥିଲା କୁମାରୀ ପୂଜା । ଯାହା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୧ ଲିଟର ପାଣି ମୂଲ୍ୟରେ କିଣି ହେବ ବିରାଟ ଘର, ଦାମ୍‌ ଯେମିତି ଗୁଣ ବି ସେମିତି

ନୂଆଦିଲ୍ଲୀ ୧୩/୧୦: ଦୁନିଆରେ ଏମିତି ମଦ ଅଛି ଯାହାର ଦାମ ବହୁତ ଅଧିକ। କିନ୍ତୁ କେବେ ଶୁଣିଛନ୍ତି ପିଇବା ପାଣିର ଗୋଟିଏ ବୋତଲର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବ। ତେବେ ଜାଣିରଖନ୍ତୁ ବିଶ୍ବରେ ଏମିତି ମହଙ୍ଗା ପାଣି ଅଛି ଯାହାର ଗୋଟିଏ ବୋତଲର ଦାମ ଯେତିକି ସେହି ମୂଲ୍ୟରେ ବହୁ ବଡ଼ ସହରରେ 2 BHK ଫ୍ଲାଟ୍‌ କିଣିହେବ। ୭୫୦ ଏମଏଲ୍‌ ପାଣିର ମୂଲ୍ୟ ୪୫ ଲକ୍ଷ ଟଙ୍କା ଦୁନିଆର ସବୁଠୁ ଦାମୀ ପାଣିର ନାଁ Acqua […]

କଳା ଓ ସଂସ୍କୃତି ଧର୍ମ

ବଙ୍ଗୀୟ ମହିଳାଙ୍କ ନାଚରେ ଦୁଲୁକିଲା ପୂଜା ମଣ୍ଡପ, ଆକର୍ଷଣ ଥିଲା ଧୁନୁଚୀ ନୃତ୍ୟ

ତେବେ ଏଠାରେ ଥିବା ବଙ୍ଗାଳୀ ସମ୍ପ୍ରଦାୟର ଲୋକେ ମାଆଙ୍କ ପୂଜାକୁ ଅଧିକ ଖାସ୍ କରିଥାନ୍ତି । ସେମାନଙ୍କର ପ୍ରତିଦିନ ଦେଖିବାକୁ ମିଳିଥାଏ ନୂଆ ନୂଆ ବେଶ ଭୂଷା । ପ୍ରତିଦିନ ପେଣ୍ଡାଲରେ ମାଆ ଦର୍ଶନ ସହ ନାଚଗୀତ ଦେଖିବାକୁ ମିଳିଥିଏ । ଠିକ୍ ସେହିପରି ଆସାନସୋଲ, ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଦେଖିବାକୁ ମିଳିଥିଲା ମହିଳାଙ୍କ ନିଆରା ନୃତ୍ୟ । ସୁନ୍ଦର ଭାବେ ସଜେଇ ହୋଇ ମହିଳାମାନେ ପ୍ରଦର୍ଶିତ କରିଥିଲେ ଧୁନୁଚୀ ନୃତ୍ୟ ।

କଳା ଓ ସଂସ୍କୃତି ଧର୍ମ

ରାବଣ ବଧ ପୂର୍ବରୁ ଭଗବାନ ଶ୍ରୀରାମ ମା’ ଦୁର୍ଗାଙ୍କ ନିକଟରେ ଦାନ କରିଥିଲେ ନିଜର ଗୋଟିଏ ଆଖି, ଜାଣନ୍ତୁ ପୌରାଣିକ କଥା

ଭୁବନେଶ୍ୱର ୧୩/୧୦ : ବିଜୟାଦଶମୀ (ଦଶହରା) ର ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ। ଭଗବାନ ରାମଙ୍କ ବିଜୟ ଏବଂ ରାବଣର ବଧକୁ ଖୁସିରେ ପାଳନ କରାଯାଏ। ମନ୍ଦ ଉପରେ ଭଲର ବିଜୟ ଓ ଅସତ୍ୟ ଉପରେ ସତ୍ୟର ଜୟର ଏହି ମହାପର୍ବରେ ରାବଣ ଦହନ ସହ କୁମ୍ଭକର୍ଣ୍ଣ ଓ ମେଘନାଦର ପୁତ୍ତଳିକା ମଧ୍ୟ ଦହନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀରାମ ଲଙ୍କାପତୀ ରାବଣକୁ ବଧ କରି ଲଙ୍କାକୁ ଜୟ କରିଥିଲେ। ଏକଥା […]

ଖେଳ ଦେଶ ବିଦେଶ

ପଞ୍ଜାବ୍‌ କିଙ୍ଗ୍ସ ଛାଡ଼ିବେ ରାହୁଲ

ଦୁବାଇ: ଚଳିତ ଆଇପିଏଲ୍‌ରେ କେଏଲ୍ ରାହୁଲ୍‌ ଅଗ୍ରଣୀ ରନ୍‌ ସ୍କୋରର୍ ଅଛନ୍ତି। କିନ୍ତୁ ଆସନ୍ତା ଋତୁରେ ସେ ପଞ୍ଜାବ କିଙ୍ଗ୍ସ ସହିତ ରହିବେ କି ନା ସ୍ପଷ୍ଟ ହୋଇନାହିଁ। ମେଗା ନିଲାମ ବେଳକୁ ତାଙ୍କୁ ଅନ୍ୟ କିଛି ଫ୍ରାଞ୍ଚାଇଜ୍ ନେବାକୁ ଆଗ୍ରହ ଦେଖାଇଛନ୍ତି। ଅବଶ୍ୟ ବିସିସିଆଇ ଏ ପର୍ଯ୍ୟନ୍ତ ପରବର୍ତୀ ଋତୁ ପାଇଁ ବଜାୟ ରଖିବା ନୀତି ଘୋଷଣା କରିନାହିଁ। ବଜାୟ ରଖିବା ଏବଂ ଆରଟିଏମ୍‌ (ରାଇଟ୍ ଟୁ ମ୍ୟାଚ୍‌) କାର୍ଡ ମଧ୍ୟ ଫ୍ରାଞ୍ଚାଇଜ୍ ପାଇଁ ଉପଲବ୍‌ଧ […]

ଦେଶ ବିଦେଶ ମନୋରଞ୍ଜନ

ପୁରୁଷ ନଗରୀରେ ନିଆରା ନାରୀ

ଲିଙ୍ଗଗତ ବୈଷମ୍ୟ ଦୂର ପାଇଁ ସରକାରୀ ବା ବେସରକାରୀ ସ୍ତରରେ ଯେତେ ଯାହା ପଦକ୍ଷେପ ନେଲେ ବି ଆମ ଅଲକ୍ଷ୍ୟରେ କେଉଁଠି ନା କେଉଁଠି ପୁରୁଷପ୍ରାଧାନ୍ୟ ସମାଜର ବୀଜ ବୁଣି ହୋଇଯାଉଛି। ମାତ୍ର ମହିଳାମାନଙ୍କ ପ୍ରଥମ ସପିଂ ୱେବ୍‌ସାଇଟ୍‌ ‘ଲାଇମ୍‌ରୋଡ୍‌’ର ସହପ୍ରତିଷ୍ଠାତ୍ରୀ ତଥା ସିଇଓ ଶୁଚି ମୁଖାର୍ଜୀଙ୍କ ଭଳି କ୍ବଚିତ୍‌ ମହିଳା ଅଛନ୍ତି ଯେଉଁମାନେ ପୁରୁଷଙ୍କ ସମକକ୍ଷ କାର୍ଯ୍ୟ କରି ଲୈଙ୍ଗିକ ଏକତାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି। ଏପରିକି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେଭଳି ମହିଳା […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଆଜି ବିଶ୍ବ ଗଣ୍ଠିବାତ ଦିବସ: ଦେଶରେ ୧୮ କୋଟି ଲୋକ ଗଣ୍ଠିବାତରେ ପୀଡ଼ିତ ସଅଳ ରୋଗ ନିରୂପଣ ଓ ଉପଯୁକ୍ତ ଚିକିତ୍ସା ଗଣ୍ଠିବାତକୁ ନିୟନ୍ତ୍ରଣରେ ରଖେ

ଭୁବନେଶ୍ବର, ୧୧।୧୦ (ଇମିସ): ଭାରତର ୧୮ କୋଟି ଲୋକ ଗଣ୍ଠିବାତଜନିତ ସମସ୍ୟାରେ ପୀଡ଼ିତ। ମଧୁମେହ, ରକ୍ତଚାପ ଭଳି ଗଣ୍ଠିବାତ ରୋଗ କେବଳ ଭାରତର ନୁହେଁ; ବିଶ୍ବର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସମସ୍ୟା। ଭାରତର ଜନସଂଖ୍ୟାର ୧୪% ଲୋକ ଗଣ୍ଠିବାତ ପାଇଁ ଡାକ୍ତରଙ୍କ ପରାମର୍ଶ ନେଉଥିବା ସର୍ବେକ୍ଷଣରୁ ଜଣାପଡ଼ୁଛି। ଏଥିସହ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଏହି ଗଣ୍ଠିବାତ ସମସ୍ୟାରେ ଅଧିକ ପୀଡ଼ିତ ବୋଲି ଜଣାପଡ଼ିଛି। ଏହି ଗଣ୍ଠିବାତ ରୋଗ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସମଗ୍ର ବିଶ୍ବରେ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ସମୟ ବିତିବ। କିଛି ନୂଆ ଓ ସକାରାତ୍ମକ କରିବାକୁ ଭାବିବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ବଡ଼ଭାଇଙ୍କ ସହଯୋଗ ପାଇବେ। ବୃଷ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ମିଥୁନ: ଅଧୁରା କାମ ପୂରା ହେବ। ଜୀବନସାଥୀଙ୍କ ସହ ବସି କଥା ହେଲେ ସମ୍ବନ୍ଧରେ ତିକ୍ତତା ଦୂର ହେବ। ଅନ୍‍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। କର୍କଟ: […]

ଲାଇଫ୍ ଷ୍ଟାଇଲ

ଋତୁ ପରିବର୍ତ୍ତନରେ ସ୍ୱାସ୍ଥ୍ୟକୁ ନେଇ ଆପଣ ବି ଚିନ୍ତିତ କି ? ନିଜକୁ ଫିଟ୍ ରଖିବାକୁ ଆହାରରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଭୁବନେଶ୍ୱର ୧୨/୧୦ : ଆଗକୁ ଶୀତ ଋତୁ ଆସୁଛି। ସେଥିପାଇଁ କିଛି ଲୋକଙ୍କ ମନ ବଦଳିବା ଭଳି ଲାଗେ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା (ଋତୁ ପରିବର୍ତ୍ତନ ଜନିତ ରୋଗ) କୁହାଯାଏ । ଏହା ଯୋଗୁ ଚିଡ଼୍ ଚିଡ଼ା ହେବା ସହିତ କୌଣସି କାମରେ ତାର ମନ ଲାଗେ ନାହିଁ। ଥକ୍କା ପଣ ଓ ଡିପ୍ରେସନ ପ୍ରାୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଏ। ହେଲ୍ଥ ଲାଇନ ଖବର ଅନୁଯାୟୀ କିଛି ଔଷଧ, ଟକ୍ ଥେରାପି, […]