କଳା ଓ ସଂସ୍କୃତି ଧର୍ମ

ବିଜୟ ଦଶମୀରେ ଦେବୀଙ୍କୁ ପିନ୍ଧାଗଲା ସୁନାର ଶାଢୀ, ୧୧ କେଜି ସୁନାରେ ଝଲସିଲେ ମହାମାୟୀ

ମହାରାଷ୍ଟ୍ର ୧୫/୧୦: ମହାରାଷ୍ଟ୍ରର ପୁଣେରେ ଥିବା ଶ୍ରୀ ମହାଲକ୍ଷ୍ମୀ ମନ୍ଦିରରେ ବିଜୟା ଦଶମୀର ବିଶେଷ ଅବସରରେ ଦେବୀଙ୍କ ମୂର୍ତ୍ତିଙ୍କୁ ପିନ୍ଧାଯାଇଛି ସୁନାର ଶାଢୀ । ଶ୍ରୀ ମହାଲକ୍ଷ୍ମୀ ମନ୍ଦିରର କର୍ମକର୍ତ୍ତା ଦୀପକ ଭାନର୍ସ କୁହନ୍ତି, ୧୧ ବର୍ଷ ପୂର୍ବେ ଜଣେ ଭକ୍ତ ଏକ ସୁନା ଶାଢୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଏହି ଶାଢୀ କେବଳ ଦୁଇଥର ଦେବୀଙ୍କୁ ପିନ୍ଧାଯାଏ । ଗୋଟିଏ ହେଉଛି ବିଜୟ ଦଶମୀ ଏବଂ ଅନ୍ୟଟି ହେଉଛି ଲକ୍ଷ୍ମୀ ପୂଜା […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ବାଲୁକା କଳାରେ ଦୁର୍ଗାଙ୍କ ପ୍ରତିମା : ଗାଜର, ବାଇଗଣ ସହ ୧୨ ପ୍ରକାରର ପରିବାରେ ଶୋଭା ପାଉଛନ୍ତି ମା’

ପୁରୀ ୧୫/୧୦: ଭାରତରେ ପ୍ରତିବର୍ଷ ନବରାତ୍ରୀ ପାଳନ କରାଯାଏ। ଅବଶ୍ୟ, ଗତ ୨ ବର୍ଷ ମଧ୍ୟରେ, କରୋନା ହେତୁ ଏହାର ଚମକ ଟିକେ କମିଯାଇଛି। ଏହି ବର୍ଷ ମଧ୍ୟ ନବରାତ୍ରିର ଅନେକ ସ୍ଥାନରେ ଏହି ମେଳାର ଆୟୋଜନ କରାଯାଇ ନାହିଁ। କେତେକ ସ୍ଥାନରେ କେବଳ ଦେବୀଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଏପରି ଏକ ପ୍ରତିମା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେବୀଙ୍କ ଏହି ପ୍ରତିମା ବାଲିରେ ତିଆରି ହୋଇଛି। ଏହା ବ୍ୟତୀତ ମୂର୍ତ୍ତି ତିଆରି ପାଇଁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁସଂଖ୍ୟା ୮୨୭୯କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୨୭୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଓ ଭୁବନେଶ୍ୱରରୁ ଦୁଇଜଣ କରୋନା ସଂକ୍ରମିତ ପ୍ରାଣ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୨୧ରୁ ଏକାଦଶ ଓ ୨୫ରୁ ୮ମ ଶ୍ରେଣୀ ସ୍କୁଲ ଖୋଲିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କରୋନା ଯୋଗୁଁ ପାଠପଢ଼ା ବିଶେଷ ପ୍ରଭାବିତ ହେଉଥିବା ବେଳେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦଶହରା ପରେ ୮ମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ଅଫଲାଇନ୍ ମାଧ୍ୟମରେ ଆରମ୍ଭ ହେବ । ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି । ସେହିପରି ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ । […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ ପାଇଁ କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତ ବର୍ଷ ମଧ୍ୟ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ନପାଳିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ‘ରାଜ୍ୟବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆର୍ଶୀବାଦ ପାଇଁ ମୁଁ ଋଣୀ ।’ ଜନ୍ମଦିନ ପାଳନ କରିବାକୁ ମନା କରିବା ସହ ନବୀନ ନିବାସ ନଆସିବାକୁ ସେ ନିବେଦନ କରିଛନ୍ତି । ଏହା ସହ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ଶ୍ରୀମନ୍ଦିର ପାଇଁ ନୂଆ ମାର୍ଗଦର୍ଶିକା ଜାରି

ପୁରୀ: ଶ୍ରୀମନ୍ଦିର ପାଇଁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ପରିବର୍ତ୍ତିତ ଗାଇଡଲାଇନ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ ପରିବର୍ତ୍ତିତ ମାର୍ଗଦର୍ଶିକା। ତେବେ ପବିତ୍ର ଦଶହରା ପାଇଁ କାଲି ବନ୍ଦ ରହିବ ଶ୍ରୀମନ୍ଦିର। ଶନିବାର ଗୋଷାଣି ଭସାଣି ପାଇଁ ଦିନ ୧୨ଟାରୁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜଣାଯାଇଛି।ଏହାଛଡ଼ା ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ରବିବାର ଶ୍ରୀମନ୍ଦିରକୁ ବିଶୋଧନ କରାଯିବ। ତେବେ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର […]

ଖେଳ ଦେଶ ବିଦେଶ

ଧୋନି-କୋହଲି ଯୋଡ଼ି ବିଶ୍ବକପ୍‌ରେ କମାଲ କରିବେ: ପ୍ରସାଦ

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ବିସିସିଆଇ ପୂର୍ବତନ ଅଧିନାୟକ ତଥା ୨୦୦୭ ମସିହା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତୀୟ ଦଳର ମାର୍ଗଦର୍ଶକ କରିଛି। ନିଜ ପ୍ରଥମ ଆଇସିସି ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଧୋନିଙ୍କ ଉପସ୍ଥିତି ବେଶ୍ ଲାଭଦାୟକ ହେବ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମଏସ୍‌କେ ପ୍ରସାଦ। ଭାରତ ପକ୍ଷରୁ ୬ ଟେଷ୍ଟ୍ ଓ ୧୭ ଦିନିକିଆ ଖେଳିଥିବା ପ୍ରସାଦ […]

ଖେଳ ଦେଶ ବିଦେଶ

ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

ମୁମ୍ବାଇ: ଚଳିତମାସ ୧୭ ତାରିଖରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ବୁଧବାର ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ନୂଆ ଜର୍ସିକୁ ‘ବିଲିୟନ୍ ଚିୟର୍ସ ଜର୍ସି’ ଭାବେ ନାମିତ କରାଯାଇଛି। ପ୍ରଶଂସକଙ୍କୁ ପ୍ରେରଣାର ସ୍ରୋତ ଭାବେ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଜର୍ସିକୁ ଭାରତୀୟ ବରିଷ୍ଠ, କନିଷ୍ଠ ଓ ମହିଳା ଦଳର ଉପକରଣ ପ୍ରାୟୋଜକ ଏମ୍‌ପିଏଲ୍ ସ୍ପୋର୍ଟସ ଉନ୍ମୋଚନ କରିଛି। ପ୍ରଥମ ଥର ପାଇଁ ଭାରତୀୟ ଜର୍ସିରେ ପ୍ରଶଂସକଙ୍କୁ ପ୍ରାଧାନ୍ୟ ମିଳିଛି। ଏମ୍‌ପିଏଲ୍ […]

ଦେଶ ବିଦେଶ ମନୋରଞ୍ଜନ

ଆଲିଆଙ୍କ ଡବଲ୍ ଧମାକା

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ସଞ୍ଜୟଲୀଲା ଭସାଂଲୀଙ୍କ ନୂଆ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ୨୦୨୨ ଜାନୁଆରି ୬ ତାରିଖରେ ରିଲିଜ୍ ହେବ। ଜୟନ୍ତୀଲାଲ ଗଦା ଓ ସଞ୍ଜୟଲୀଲା ଭସାଂଲୀଙ୍କ ମିଳିତ ପ୍ରଯୋଜନାରେ ଏହା ନିର୍ମିତ ହୋଇଛି। ‘ଗଙ୍ଗୁବାଈ କାଠିଆୱାଡ଼ି’ ଏକ ବାସ୍ତବ କାହାଣୀ ଆଧାରରେ ତିଆରି ହେଇଛି। ଲକ୍‌ଡାଉନ୍ ଯୋଗୁଁ ଅଟକି ରହିଥିବା ଅନେକ ସିନେମା ଚବିଶ ଘଣ୍ଟା ଭିତରେ ସେମାନଙ୍କର ରିଲିଜ୍ ତାରିଖ ନିର୍ଦ୍ଧାରିତ କରିଛନ୍ତି, ହେଲେ ଭସାଂଲୀ ଏହି ଦୌଡ଼ରୁ ପାଦ କାଢ଼ିନେଇଛନ୍ତି। କାରଣ […]

କଳା ଓ ସଂସ୍କୃତି ଧର୍ମ

ପୌରାଣିକ କିଂବଦନ୍ତି ଅନୁସାରେ ମହାନବମୀ ଓ ଦଶହରାର ମହତ୍ତ୍ବ

ଦୁର୍ଗା ପୂଜା ସମଗ୍ର ଭାରତବର୍ଷରେ ପାଳିତ ହେଉଥିବା ଏକ ମହାପାର୍ବଣ। ଆଶ୍ୱିନ ମାସ ଶୁକ୍ଳ ପ୍ରତିପଦାଠାରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା ସମ୍ପାଦନ କରାଯାଇଥାଏ। କିଂବଦନ୍ତି ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ ଏବଂ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରର ବଧ କରିଥିଲେ। ଆଶ୍ୱିନ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା […]