ଓଡ଼ିଶାର ଏହି ସହରରେ ଆଇପିଏଲ ବେଟିଂ: ୩ ବୁକି ଗିରଫ, ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା
ଭୁବନେଶ୍ୱର : ରାଜ୍ୟର ମାଲକାନଗିରି ଜିଲ୍ଲାରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଛି । ଏହି ଚଢ଼ାଉ ସମୟରେ ୩ ଜଣ ବୁକିଙ୍କୁ ଗିରଫ କରାଯାଇଛି । ଏଥିସହ ପୋଲିସ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ତେବେ ମୋବାଇଲ ଆପରେ ବେଟିଂ ଚାଲିଥିବା ବେଳେ ଘର ଭିତରୁ ୩ ଜଣଙ୍କୁ ପୋଲିସ ଉଠାଇ ନେଇଥିଲା । ସୂଚନା ଯୋଗ୍ୟ ଯେ, ଗତକାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା […]