ସୋମବାର ଦିନ କରନ୍ତୁ ଏହି ଉପାୟ, ଜୀବନର ସମସ୍ତ ସମସ୍ୟା ହେବ ଦୁର
ନୂଆଦିଲ୍ଲୀ ୧୮/୧୦: ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବା-ଦାବୀଙ୍କୁ ଉତ୍ସର୍ଗ କରାଯାଇଥାଏ। ଯେପରିକି ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ ସୋମବାର ଦିନ କିଛି ସରଳ ଉପାୟ ଗ୍ରହଣ କରି ଶିବଙ୍କ ଅସୀମ କୃପା ପାଇପାରିବେ। ବିଶ୍ୱାସ କରାଯାଏ ଯେ ଏହି ଉପାୟକୁ କରିବା ଦ୍ୱାରା ଜୀବନର ସମସ୍ୟା ସମାପ୍ତ ହୋଇଥାଏ। ଘରେ ସୁଖ-ସମୃଦ୍ଧି ବାସ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି […]