ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ବୃଷ: ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି। ମିଥୁନ: ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ମହିଳାମାନେ ଅନଲାଇନରେ କିଣାକିଣି କରିବେ। ଶିକ୍ଷାର୍ଥୀଙ୍କୁ ଏକ ସାର୍ଥକ ପଥ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କାଚ ଗ୍ଲାସରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର: ରହିଛି ଏହିସବୁ ଫାଇଦା

ଭୁବନେଶ୍ୱର୨୫/୧୦ : ପାଣି ପିଇବା ପାଇଁ ଲୋକମାନେ ସାଧାରଣତ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି। ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଏ। କାଚରେ ତିଆରି ଗ୍ଲାସ କିମ୍ବା ବୋତଲ ବହୁତ କମ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ ଅତିଥି ଆସନ୍ତି ସେତେବେଳେ ଆମେ କାଚ ଗ୍ଲାସର ବ୍ୟବହାର କରୁ। କିନ୍ତୁ ଯଦି ଆପଣ ପ୍ରତିଦିନ କାଚ ଗ୍ଲାସରେ ପାଣି ପିଅନ୍ତି, ତେବେ ଆପଣ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୬୦ ବର୍ଷର ଶିକ୍ଷାନୁଷ୍ଠାନ ନୀଳମଣି ସରକାରୀ ଉଚ୍ଚବିଦ୍ୟାଳୟ: ୬ ଶିକ୍ଷକ ପଦ ଖାଲି, ଖେଳପଡ଼ିଆ ନାହିଁ

ନିଆଳି: ନିଆଳିସ୍ଥିତ ୬୦ ବର୍ଷର ଶିକ୍ଷାନୁଷ୍ଠାନ ନୀଳମଣି ସରକାରୀ ଉଚ୍ଚବିଦ୍ୟାଳୟରେ ୬ଟି ଶିକ୍ଷକ ପଦବି ଖାଲି ପଡିଛି। ଏହାଛଡ଼ା ବିଦ୍ୟାଳୟର ଖେଳପଡ଼ିଆ କି ପାଚେରି ବି ନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୧୯୬୧ ମସିହାରେ ଧୋୟାଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ସ୍ବର୍ଗତ ନୀଳମଣି ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାପିତ ଏହି ବିଦ୍ୟାଳୟର ବହୁ ଛାତ୍ରୀ ରାଜ୍ୟ ତଥା ଓଡ଼ିଶା ବାହାରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅଧି‌ଷ୍ଠିତ। ଏକଦା ଅ‌ଞ୍ଚଳରେ ସୁନାମ ଅର୍ଜନ କରିଥିବା […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଡାବୁଗାଁ ବ୍ଲକ ଏକ ବନାଞ୍ଚଳ ଏରିଆ

ଡାବୁଗାଁ ବ୍ଲକ ଏକ ବନାଞ୍ଚଳ ଏରିଆ , ନବରଙ୍ଗପୁର ଜିଲ୍ଲାର ଗୁଡାଏ ସ୍କୁଲ ଭିତରର କଥା , ଏଇଠି ପଢି ଆସୁଥିବା ଶିଶୁ ମାନଙ୍କ ହୃଦୟର ଭାବନାକୁ ଆମେ ଦେଖିବା ପଢିବା । ଏଇମାନଙ୍କ ଜୀବନର ଶୈଳୀ ଆଉ ଜୀବନର ଲକ୍ଷ କୁ ବୁଝିବା , ଏଇ ମାନଙ୍କ ସହ ବର୍ତ୍ତାଳାପ କରିବା । ପ୍ରତିଭା ଏଇ ଝିଅ ମାନଙ୍କ ଭିତରେ ଭରି ପଡିଛି । ଏଇମିତି ଏକ ବାଳିକା ଆଶ୍ରମ ନବରଙ୍ଗପୁର ଜିଲ୍ଲାର ଡ଼ାବୁଗାଁ ବନାଞ୍ଚଳରେ […]

କଳା ଓ ସଂସ୍କୃତି ଧର୍ମ

କାର୍ତ୍ତିକ ମାସରେ କାହିଁକି ମାଛ ଖାଇବା ଉଚିତ ନୁହେଁ: ଜାଣନ୍ତୁ କ’ଣ କାରଣ

ଭୁବନେଶ୍ୱର ୨୧/୧୦ : ହିନ୍ଦୁ ପାଞ୍ଜି ଅନୁସାରେ ଗୁରୁବାରଠୁ କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଗୁରୁବାର ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି। ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି। ଏହି ମାସରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କରାଯାଏ। ଏହାସହ ଏହି ମାସରେ ତୁଳସୀ ଚଉଁରା ପୂଜାର […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜଙ୍ଗଲ ଛାଡି ଘରକୁ ଫେରିଲା ମୋଗଲି, ସୁଟ୍ ବୁଟ୍ ପିନ୍ଧି ଚାଲିଲା ସ୍କୁଲ୍

ନୂଆଦିଲ୍ଲୀ ୨୩/୧୦: ମୋଗଲିର ବଦଳିଲା ଜୀବନଶୈଳୀ । ଏବେ ମଣିଷଙ୍କ ପରି ଜୀବନ ବଞ୍ଚିବ । ସାଧାରଣ ଲୋକଙ୍କ ସହ କରିବ ଚଳପ୍ରଚଳ । ଆଫ୍ରିକା ଖାଣ୍ଡାର ଜଂଜୀମନ ଅଲୀ ନାମକ ଏହି ପିଲାକୁ ନେଇ ଏବେ ଚର୍ଚ୍ଚା । ଜଂଜୀମନଙ୍କୁ ରିୟଲ ଲାଇଫରେ ମୋଗଲି ନାମରେ ସମ୍ୱୋଧନ କରାଯାଇଥାଏ । ଜଂଜୀମନ ମଣିଷଙ୍କୁ ଛାଡି ଜଙ୍ଗଲରେ ପଶୁଙ୍କ ସହ ଜୀବନ ବଞ୍ଚୁଥିଲା । ଦୀର୍ଘଦିନ ଧରି ଜଙ୍ଗଲରେ ରହିବା କାରଣରୁ ତାର ହାବଭାବରେ ବି ଅନେକ […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ଗ୍ରହଣ କଲେ ରଜନୀକାନ୍ତ

ନୂଆଦିଲ୍ଲୀ: ୬୭ତମ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ’ରେ ଆଜି ଅଭିନେତା ରଜନୀକାନ୍ତଙ୍କୁ ୫୧ତମ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯାଇଛି। ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ ଠାରୁ ୭୦ ବର୍ଷିୟ ରଜନୀକାନ୍ତ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଧଳା କୁର୍ତ୍ତା-ପାଇଜାମା ପରିଧାନ କରି ଅଭିନେତା ରଜନୀକାନ୍ତ ପତ୍ନୀ ଲତା, କନ୍ୟା ଐଶ୍ୱର୍ଯ୍ୟା ଏବଂ ଜ୍ୱାଇଁ ଧନୁଷଙ୍କ ସହ ପୁରସ୍କାର ପ୍ରଦାନ ସମାରୋହରେ ଯୋଗ ଦେଇଥିଲେ। ‘ଅସୁରନ୍‌’ରେ […]

ଦେଶ ବିଦେଶ ମନୋରଞ୍ଜନ

ସତ ହେଲା କି ଶାହାରୁଖ ଖାନଙ୍କ ଆଶଙ୍କା? ‘କଫି ଉଇଥ କରନ’ରେ କହିଥିଲେ ଏଭଳି କଥା

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ଥର ସେ ନିଜ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ପୁଅ କରିଥିବା ଭୁଲ ପାଇଁ ଚର୍ଚ୍ଚାରେ ରହିଛନ୍ତି | ମୁମ୍ବାଇ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରୁ ଶାହରୁଖଙ୍କ ପୁଅ ଆରୟନ ଖାନଙ୍କୁ ଗିରଫ କରିଥିଲା ଏନସିବି | ଡ୍ରଗ୍ସ କାରବାରରେ ତାଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ଏବେ ତାଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି। ତେବେ ଏହାରି […]

ଦେଶ ବିଦେଶ ମନୋରଞ୍ଜନ

ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହାରୁଖଙ୍କୁ ଗୌସ୍ବାମୀ ମାଗିଛନ୍ତି ୨୫କୋଟି ଟଙ୍କା!

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଜଡ଼ିତ ଥିବା ଡ୍ରଗ୍ସ ମାମାଲାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। କିରଣ ଗୌସ୍ବାମୀ ଆରୟନଙ୍କ ଗିରଫ ହେବା ଦିନ ସେଲଫି ଉଠାଇ ଥିଲେ। ଏହି ‌ଫଟୋ ଭାଇରାଲ ହେବା ପରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ କିରଣ ଗୌସ୍ବାମୀ ବୋଲି ଜଣାପଡ଼ିଥିଲା। ଏହାପର ଠାରୁ ସେ ଫେରାର ହୋଇଯାଇଛନ୍ତି। କିରଣ ଗୌସ୍ବାମୀଙ୍କ ବଡିଗାର୍ଡ ଥିବା ପ୍ରଭାକର ସେଲ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡାବର ବିଜ୍ଞାପନ ନେଇ ହଙ୍ଗାମା: ସମଲିଙ୍ଗୀ ଦମ୍ପତ୍ତି ପାଳିଲେ କରଓ୍ୱାଚୌଥ, ଲୋକେ କହିଲେ, ଆମ ସଂସ୍କୃତି ବିରୋଧୀ 24/10/2021 at 12:06 PM

ନୂଆଦିଲ୍ଲୀ ୨୪/୧୦: ସାରା ଦେଶରେ ଆଜି ପାଳନ ହେଉଛି କରଓ୍ୱାଚୌଥ ବ୍ରତ । ସଧବା ନାରୀ ପାଇଁ ଏଗି ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ । ହେଲେ ଏହାପୂର୍ବରୁ ଡାବରର ଏକ ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଜ୍ଞାପନରେ ଦୁଇଜଣ ଯୁବତୀ ଏକତ୍ର ବ୍ରତ ପାଳନ କରୁଥିବା ଦେଖାଯାଇଛି । ଡାବରର ଉତ୍ପାଦ ଫେମ୍ କ୍ରିମ୍ ଗୋଲ୍ଡ ବ୍ଲିଚ୍ ଦ୍ୱାରା ପ୍ରକାଶିତ ଏହି ବିଜ୍ଞାପନରେ ଜଣେ ମହିଳା ଅନ୍ୟର ମୁହଁରେ ବ୍ଲିଚ୍ କରୁଛନ୍ତି । […]