ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ଏସ୍ସିବିରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାଦଲ
କଟକ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଭେଣ୍ଡିଆ ପୁଅର ଚିକିତ୍ସା ଖର୍ଚ୍ଚ ଦିନ ମଜୁରିଆ ପରିବାର ଉପରେ ଚଡ଼କ ପକାଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ବଡ଼ପୁଅ ବାଦଲ କୁମାର ଦାସ (୨୧) କିଡନି ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଆଗକୁ ପୁଅର ଚିକିତ୍ସା କିପରି ହେବ ସେହି ଚିନ୍ତାରେ ପଡିଛି ପରିବାର। ପ୍ରଫୁଲ୍ଲଙ୍କ ପରିବାର […]