କମିଲା ସୁନା ଦର: ରୁପା ବି ହେଲା ଶସ୍ତା, ଜାଣନ୍ତୁ କେତେ ରହିଛି ଦାମ୍
ନୂଆଦିଲ୍ଲୀ ୨୭/୧୦ : ରାଜଧାନୀ ଦିଲ୍ଲୀରେ ସୁନା ଦର ବୁଧବାର ଦିନ ୨୪୪ ଟଙ୍କା ହ୍ରାସ ପାଇଛି। ନୂଆ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୭୪୭ ଟଙ୍କାରେ ପହଞ୍ଚିଛି। HDFC ସିକ୍ୟୁରିଟି ଅନୁଯାୟୀ, ଏଥିପାଇଁ ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁର ଦାମ ହ୍ରାସ ପାଇବାରୁ ସୁନା ଦର ହ୍ରାସ ପାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୯୯୧ ଟଙ୍କା ଥିଲା। ସୁନା ସହ […]