ଦୀପାବଳୀ ପରେ ବିବାହ କରିବେ ରାଜକୁମାର ଓ ପତ୍ରଲେଖା…
ମୁମ୍ବାଇ ୩୧।୧୦ : ବଲିଉଡ୍ର ଜଣାଶୁଣା ସଫଳ ଅଭିନେତା ହେଉଛନ୍ତି ରାଜକୁମାର ରାଓ। ଏହି ଅଭିନେତା ଏଯାଏଁ ବାହା ହୋଇ ନାହାନ୍ତି। କିନ୍ତୁ ଆଉ ବେଶୀ ଦିନ ସେ ବ୍ୟାଚ୍ଲର୍ ହୋଇ ରହିବେ ନାହିଁ। ଆସନ୍ତା ମାସ ଦୀପାବଳୀ ପରେ ତାଙ୍କର ବାହାଘର ହେବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏନେଇ ରାଜକୁମାରଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ। ତେଣୁ ଯାହା ଖବର ଆସିଛି, ନଭେମ୍ବର ୧୦ କିମ୍ବା ୧୧ […]