ଦେଶ ବିଦେଶ ମନୋରଞ୍ଜନ

ଜୀବନ ସାଥୀ ପାଇଁ ବଡ ତ୍ୟାଗ : ସ୍ତ୍ରୀକୁ ପ୍ରେମିକ ସହ ବାହା କରାଇଲା ସ୍ୱାମୀ

କାନପୁର ୦୧/୧୧: ୧୯୯୯ ମସିହାରେ ରିଲିଜ୍‌ ହୋଇଥିବା ବ୍ଲକ୍‌ବ୍ଲଷ୍ଟର ବଲିଉଡ୍‌ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର କାହାଣୀ ଆପଣମାନଙ୍କର ମନେ ଥିବ । ସେଥିରେ ବନରାଜ ଭୂମିକାରେ ଅଭିନୟ କରୁଥିବା ଅଜୟ ଦେବଗନ୍‌ ତାଙ୍କ ପତ୍ନୀ ନନ୍ଦିନୀ(ଐଶ୍ୱର୍ଯ୍ୟା ରାୟ)ଙ୍କୁ ପ୍ରେମିକ ସମୀର(ସଲମାନ୍‌ ଖାନ୍‌)ଙ୍କ ସହ ମିଳାଇବା ଲାଗି ସବୁପ୍ରକାର ଉଦ୍ୟମ କରିଥିବା ବର୍ଣ୍ଣିତ ହୋଇଛି । ଉତ୍ତରପ୍ରଦେଶର କାନପୁରରେ ଏବେ ବାସ୍ତବରେ ସେପରି ଏକ ଘଟଣା ଘଟିଛି । କେବଳ ଏକ ବ୍ୟତିକ୍ରମ ରହିଛି […]

ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲରୁ ଘରକୁ ଫେରିଲେ ରଜନୀକାନ୍ତ, ଫଟୋ ସେୟାର୍ କରି ସୁପରଷ୍ଟାର୍ ଦେଲେ ସୂଚନା

ନୂଆଦିଲ୍ଲୀ: ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର । ରଜନୀକାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଏକ ଫଟୋ ସେୟାର୍ କରି ସୂଚନା ଦେଇଛନ୍ତି ରଜନୀକାନ୍ତ । ରଜନୀକାନ୍ତ ନିଜ ଘରକୁ ଯାଉଥିବା ବେଳର ଏକ ଫଟୋ ସେହାର୍ କରିଛନ୍ତି । ଏହି ଫଟୋକୁ ସେୟାର୍ କରି କ୍ୟାପସନ୍ ରେ ଲେଖିଛନ୍ତି, “ଘରକୁ ଫେରିଆସିଛି” । ସୂଚନାଯୋଗ୍ୟ, ରଜନୀକାନ୍ତ ଅକ୍ଟୋବର ୨୮ ତାରିଖରେ ଚେନ୍ନାଇର କାବେରୀ ହସ୍ପିଟାଲରେ […]

ପର୍ଯ୍ୟଟନ ରାଜ୍ୟ

ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନର ସବୁଠାରୁ ବଡ଼ ଆକର୍ଷଣ ବେଳାଭୁମି ମହୋତ୍ସବ ‘ଇକୋ-ରିଟ୍ରିଟ୍’ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ବେଳାଭୂମି ମହୋତ୍ସବ ଇକୋ-ରିଟ୍ରିଟ୍ । ଗତ ୨ ବଷ ମଧ୍ୟରେ ଇକୋ-ରିଟ୍ରିଟର ସଫଳତାକୁ ଦେଖି ଚଳିତ ବର୍ଷ ଏହାକୁ ଅଧିକ ସଂପ୍ରସାରିତ କରିବାକୁ ଯୋଜନା କରାଯାଇଛି । ଗତବର୍ଷ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି ଓ ହୀରାକୁଦ ଆଦି ସ୍ଥାନରେ ଇକୋ-ରିଟ୍ରିଟର ଆୟୋଜନ କରାଯାଇଥିବା ବେଳେ ଚଳିତବର୍ଷ […]

ଦେଶ ବିଦେଶ ଧର୍ମ

ନଭେମ୍ବର ୫ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଗସ୍ତ: ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ପ୍ରତିମା କରିବେ ଅନାବରଣ

ଡେରାଡୁନ ୩୧/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୫ ତାରିଖରେ କେଦାରନାଥ ଗସ୍ତ କରିବେ। ମୋଦି କେଦାରନାଥ ମନ୍ଦିରରେ ପୂଜା କରିବେ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା ଅନାବରଣ କରିବେ। ୨୦୧୩ ବନ୍ୟା ପରେ ସମାଧି ପୁନଃ ନିର୍ମାଣ କରାଯାଇଛି। ନଭେମ୍ବର ୫ ତାରିଖରୁ କେଦାରନାଥ ଧାମ କବାଟ ବନ୍ଦ କରାଯିବାକୁ ନିର୍ଦ୍ଧାରିତ କରାଯାଇଛି। ୨୦୧୩ ରେ ହୋଇଥିବା ଭୀଷଣ ବନ୍ୟାରେ ଏହି ସମାଧି କ୍ଷତିଗ୍ରସ୍ତ ହୋଇଥିଲା। […]

ଦେଶ ବିଦେଶ ମନୋରଞ୍ଜନ

କରୋନା ପଜିଟିଭ ହେଲେ ଉର୍ମିଲା, ଫ୍ୟାନ୍ସଙ୍କୁ ସୁରକ୍ଷିତ ଦୀପାବଳି ପାଳିବା ପାଇଁ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତେଣ୍ଡକର କରୋନା ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ହେବା ପରେ ଉର୍ମିଲା ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଘରେ ସଙ୍ଗରୋଧରେ ରହିଛନ୍ତି। ଏଥିସହିତ ଉର୍ମିଲା ଲୋକଙ୍କୁ ସୁରକ୍ଷିତ ଦୀପାବଳି ପାଳିବା ପାଇଁ ବାର୍ତ୍ତା ବି ଦେଇଛନ୍ତି। ଟୁଇଟ କରି ଉର୍ମିଲା ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ଠିକ ଅଛି। ମୁଁ ନିଜକୁ ହୋମ କ୍ବାରେଣ୍ଟାଇନ କରି […]

ମନୋରଞ୍ଜନ ରାଜ୍ୟ

ପ୍ରଥମ ଥର ଲାଗି ଏହି ନବାଗତଙ୍କ ବିପକ୍ଷରେ ନଜର ଆସିବେ ପିଆଲି

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ‘ଚୁମକି ମାଇଁ ଡାର୍ଲିଂଗ’ ଓ ‘ପାପ’ ପରେ ନାୟିକା ପିଆଲିଙ୍କୁ ଖୁବ୍ ଶୀଘ୍ର ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ଶୀର୍ଷକ ହେଲା ‘ତତେ ଷୋହଳକୁ ମତେ ସତର’। ଏଥିରେ ଜଣେ ନବାଗତଙ୍କ ବିପକ୍ଷରେ ପିଆଲି ନଜର ଆସିବେ। ହଁ, ପ୍ରଥମ ଥର ଲାଗି ସେ ନବାଗତ ନାୟକ ସୁସଙ୍କେତଙ୍କ ସହ ବଡ଼ ପରଦାରେ ନଜର ଆସିବେ। ସୂଚନାଯୋଗ୍ୟ, ‘ଚୁମକି ମାଇଁ ଡାର୍ଲିଂଗ’ରେ ପିଆଲିଙ୍କର ନାୟକ ଥିଲେ […]

କଳା ଓ ସଂସ୍କୃତି ଦେଶ ବିଦେଶ

ପ୍ରେମ ବିବାହ କରିବାରୁ ଯୁବତୀଙ୍କୁ ମିଳିଲା ଦଣ୍ଡ, ନର୍ମଦା ନଦୀରେ ଶୁଦ୍ଧି ସହ କରାଇଲେ ଲଣ୍ଡା

ବୈତୁଲ ୩୧।୧୦ : ପ୍ରେମ ବିବାହ କରିବା ହେଲା କାଳ। ବିବାହ କରିବାରୁ ଯୁବତୀଙ୍କୁ ମିଳଲା ଦଣ୍ଡ। ଓବିସି କାଷ୍ଟର ଜଣେ ନର୍ସିଂ ଛାତ୍ରୀଙ୍କୁ ତାଙ୍କ ବାପା ଶୁଦ୍ଧି କରିବାକୁ ଯାଇ ନର୍ମଦା ନଦୀରେ ଲଣ୍ଡା କରିଛନ୍ତି। କେବଳ ସେତିକି ନୁହେଁ ଅଇଁଠା ମଧ୍ୟ ଖୁଆଇଛନ୍ତି। ଏନେଇ ଯୁବତୀ ଜଣକ ପୋସିଲଙ୍କ ଅଭିଯୋଗ କରିଛନ୍ତି। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ଅଞ୍ଚଳରେ। ସୂଚନାଅନୁଯାୟୀ, ଗତ ବର୍ଷ ଆର୍ଯ୍ୟ ସମାଜ ମନ୍ଦିରରେ ୨୪ ବର୍ଷୀୟ […]

ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ, ଚିକିତ୍ସା ପାଇଁ କନ୍ଧମାଳରୁ ଅଣାଯାଉଛି ଭୁବନେଶ୍ୱର

କନ୍ଧମାଳ, ୩୧/୧୦ : ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ରବିବାର ସକାଳୁ ସ୍ଥାନୀୟ ସର୍କିଟ ହାଉସରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ଡାକ୍ତରୀ ଦଳ ପହଞ୍ଚି ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକତ୍ସା କରିଥିଲେ । ଏବେ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଅଣାଯାଉଛି । ସକାଳେ ମନ୍ତ୍ରୀ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଥିଲା । ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵର ଅଣାଯାଉଛି। ଖବର ପାଇ କନ୍ଧମାଳ ଜିଲ୍ଲାପାଳ, […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କେବେ ଖୋଲିବ ସ୍କୁଲ: ୧ମରୁ ୭ମ ଶ୍ରେଣୀ କ୍ଲାସ ନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କରୋନାର ସ୍ଥିତିରେ ସୁଧାର ଦେଖିବାକୁ ମିଳିଲାଣି । କରୋନାର ତୃତୀୟ ଲହର ସମ୍ଭାବନା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ଏହି ଅବସରରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ଦୀପାବଳୀ ପରେ ସ୍କୁଲ ଖୋଲିପାରେ । ୧ମରୁ ୭ମ ଶ୍ରେଣୀ ପିଲାଙ୍କ କ୍ଲାସ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି […]

କଳା ଓ ସଂସ୍କୃତି ଦେଶ ବିଦେଶ

ଭାରତୀୟ ନୌସେନାରେ ସାମିଲ ହେଲା ପ୍ରଥମ ‘ପି୧୫ବି ଗାଇଡେଡ୍‌-କ୍ଷେପଣାସ୍ତ୍ର ବିଧ୍ୱଂସୀ’ ଯୁଦ୍ଧପୋତ

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ନୌସେନାରେ ପ୍ରଥମ କରି ‘ପି୧୫ବି ଷ୍ଟିଲ୍‌ଥ୍‌ ଗାଇଡେଡ୍‌-ମିସାଇଲ୍‌ ଡେଷ୍ଟ୍ରୟର୍‌’ (ଯୁଦ୍ଧପୋତ) ସାମିଲ କରାଯାଇଥିବା କଥା ଶନିବାର ଦିନ ଏକ ସରକାରୀ ବିବୃତିରେ କୁହାଯାଇଛି। ଉପରୋକ୍ତ ଯୁଦ୍ଧପୋତଟି ‘ମାଜଗାଓଁ ଡକ୍‌ ଲିମିଟେଡ୍‌’ ରେ (ଏମ୍‌ଡିଏଲ୍‌) ନିର୍ମିତ ହୋଇଥିଲା। ବିଶାଖାପଟନମ୍‌ ଶ୍ରେଣୀୟ ଜାହାଜ ଭାବେ ସୁପରିଚିତ ୪ଟି ‘ପି୧୫ବି’ ଯୁଦ୍ଧପୋତ ନିର୍ମାଣ ପାଇଁ ଜାନୁଆରି ୨୦୧୧ରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ନୌସେନାର ନିଜସ୍ୱ ଡିଜାଇନ୍‌ ସଂସ୍ଥାନ ‘ଡାଇରେକ୍ଟୋରେଟ୍‌ ଅଫ୍‌ ନେଭାଲ୍‌ ଡିଜାଇନ୍‌’ଦ୍ୱାରା ପ୍ରସ୍ତୁତ ହୋଇଥିବା […]