ଧର୍ମ ରାଜ୍ୟ

ଦୀପାବଳିରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା, ପୟାଶ୍ରାଦ୍ଧକୁ ବାରଣ

ପୁରୀ: ରାତି ପାହିଲେ ଦୀପାବଳି। ଏଥି ପାଇଁ ପ୍ରତ୍ୟେକ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୀପାବଳି ପୂର୍ବରୁ ପୁରୀ ସହର ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳି ଦିନ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ। ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ଶ୍ରଦ୍ଧାଳୁ କାଉଁରିଆ କାଠି ଜାଳି ପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ଓ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ୧୪୪ ଧାରା ଜାରି କରିଛି। ତେଣୁ ନଭେମ୍ବର ୪ […]

ଦେଶ ବିଦେଶ ମନୋରଞ୍ଜନ

ଭୁଲରେ କରୀନାଙ୍କୁ ଧକ୍କା ମାରି ଦେଲେ ପ୍ରଶଂସକ, ରାସ୍ତା ମଝିରେ କଲେ ଗାଳି…

ମୁମ୍ବାଇ ୦୩।୧୧ : ବଲିଉଡରେ ବେବୋ ନାମରେ ପରିଚିତ କରୀନା କପୁର ଖାନ୍‌ । ତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା । ତାଙ୍କ ସବୁବେଳେ ଟିକେ ଟିକେ କଥାରେ ନାକ ଉପରେ ରାଗ । କିନ୍ତୁ ବର୍ତ୍ତମାନ ଗତକାଲି ସୋସିଆଲ ମିଡିଆରେ ତାଙ୍କର ଏକ ରାଗି ଯିବାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ହୋଲି ସମୟର ଜଣାପଡିଛି, ଯେଉଁଥିରେ ଜଣେ ପ୍ରଶଂସକ ହଠାତ୍ କରିନା କପୁରଙ୍କୁ ଠେଲି ଦେଇଛନ୍ତି। […]

ରାଜ୍ୟ ସ୍ୱାସ୍ଥ୍ୟ

କ’ଣ ହେବ କୋଭିଡ ଲକ୍ଷଣ ଥାଇ ବିନା ପରୀକ୍ଷାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଭାଗ୍ୟ? ଆଜିଠାରୁ ଆରମ୍ଭ ହେବ କୋଭିଡ ମୃତ୍ୟୁ ସହାୟତା ପାଇଁ ଆବେଦନ,୨୦୨୦ରେ ରାଜ୍ୟରେ ହୋଇଛି ଅତିରିକ୍ତ ୨୦ହଜାରରୁ ଅଧିକ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ମୃତକଙ୍କ ସଂପର୍କୀୟମାନେ ଉଭୟ ଅନଲାଇନ୍ ଓ ଅଫଲାଇନ୍‌ ଜରିଆରେ ଏଥିପାଇଁ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ ନିକଟରୁ କାଲିଠାରୁ ଆବେଦନ ପତ୍ର ପଡ଼ିବା ଆରମ୍ଭ ହେବ। ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ସମୟରେ ଅନେକ ଲୋକଙ୍କ କୋଭିଡ ଲକ୍ଷଣ ଥିବା ସତ୍ତ୍ବେ ସେମାନେ ପରୀକ୍ଷା କରି ନ ଥିଲେ ଓ ପରବର୍ତୀ ସମୟରେ […]

ଖେଳ ଦେଶ ବିଦେଶ

କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ: ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କଲା ଡିସିଡବ୍ଲ୍ୟୁ କ୍ଷମା କରିଦେବାକୁ କୋହଲିଙ୍କୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଅନଲାଇନ୍ ଟ୍ରୋଲ୍‌କୁ ନେଇ ସାଥୀ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସମର୍ଥନ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅ ବାମିକାକୁ କିଛି ଅସାମାଜିକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଦୁଷ୍କର୍ମ ଧମକ ଦେଇଥିଲେ। ଏହି ମାମଲାରେ ଦିଲ୍ଲୀ ପୁଲିସକୁ ଦିଲ୍ଲୀ ମହିଳା କମିସନ (ଡିସିଡବ୍ଲ୍ୟୁ) ମୁଖ୍ୟ ସ୍ବାତୀ ମାଲିୱାଲ ନୋଟିସ୍ ଜାରି କରିଛନ୍ତି। ଏହାକୁ ଏକ ଜଘନ୍ୟ ଘଟଣା ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିରାଟ କୋହଲିଙ୍କ ୯ […]

କଳା ଓ ସଂସ୍କୃତି ରାଜ୍ୟ

ଦୀପାବଳି ପାଇଁ ଲାଗିଲା କଟକଣା, ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା

ପୁରୀ ୦୩।୧୧: ଦୀପାବଳୀ ପାଇଁ ଲାଗିଲା କଟକଣା । ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ହେଲା ଲାଗୁ । ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଖବର ଅନୁଯାୟୀ, ଆସନ୍ତାକାଲି ପବିତ୍ର ଦୀପାବଳୀ । ଦୀପାବଳି ଉପଲକ୍ଷେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଓ ଉପଲକ୍ଷେ ଗୟା ଶ୍ରାଦ୍ଧ ଦେବା ପାଇଁ ଆସିବାକୁ ଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ରୀ […]

ଦେଶ ବିଦେଶ ମନୋରଞ୍ଜନ

ବିବାଦ ଘେରରେ ‘Jai Bhim’ ଫିଲ୍ମ: ହିନ୍ଦୀ ଭାଷାକୁ ବେଖାତିର ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଅଭିନେତା ସୂର୍ଯ୍ୟାଙ୍କ ଅଭିନୀତ ‘ଜୟ ଭୀମ’ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ବିବାଦ । ଉକ୍ତ ମୁଭିର ଏକ ସିନକୁ ନେଇ ସିନେପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମାଜନ ପ୍ରାଇମରେ ଉକ୍ତ ଭିଡିଓକୁ ଦେଖିବା ପରେ କ୍ରୋଧିତ ହୋଇଛନ୍ତି ଦର୍ଶକ । ଭିଡିଓରେ ହିନ୍ଦୀ କହୁଥିବା ଜଣେ ଯୁବକଙ୍କୁ ଅଭିନେତା ପ୍ରକାଶ ରାଜ ଚାପୁଡ଼ା ମାରିଛନ୍ତି । ସୋସିଆଲ୍ ମିଡ଼ିଆରେ ଏହି ସିନ ବର୍ତ୍ତମାନ ଭାଇରଲ୍ ହେବା ପରେ ୟୁଜର୍ସ ଏହାକୁ ନେଇ ଅଭିଯୋଗ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ। ଟିକାକରଣ ପରେ ସଂକ୍ରମଣ କମ ହେଉଥିବାରୁ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ଚିନ୍ତା କରୁଛନ୍ତି। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ହେଲେ କେବେ ଖୋଲିବ ସେ ନେଇ ବିଚାରବିମର୍ଶ ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ତାଙ୍କ କହିବା ମୁତାବକ, […]

କଳା ଓ ସଂସ୍କୃତି ଦେଶ ବିଦେଶ

ଦୀପୋତ୍ସବ: ଆଜି ସାଢେ ସାତ ଲକ୍ଷ ଦୀପରେ ଝଲସି ଉଠିବ ଅଯୋଧ୍ୟା, ୧୨ ହଜାର ସ୍ୱେଚ୍ଛାସେବୀ କରିବେ ବିଶ୍ୱ ରେକର୍ଡ

ଅଯୋଧ୍ୟା : ଲଙ୍କା ବିଜୟ ଓ ବନବାସ ପରେ ଭଗବାନ ରାମଙ୍କ ଅଯୋଧ୍ୟା ଆଗମନ ଖୁସିରେ ରାମନଗରୀ ଆଜି ଦୀପରେ ଝଲସି ଉଠିବ । ଦୀପୋତ୍ସବରେ ବୁଧବାର ଅଯୋଧ୍ୟାର ସରୟୁ ନଦୀତଟରେ ସାଢେ ସାତ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହେବ। ଏହି ଭବ୍ୟ ଦୀପୋତ୍ସବରେ ୩୬ ହଜାର ଲିଟର ତେଲ ବ୍ୟବହାର ହେବ । ୧୨ ହଜାର ସ୍ୱେଚ୍ଛାସେବୀ ଦୀପ ଜଳାଇ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିବେ, ଯାହାକୁ ଆଜି ଦୁନିଆ କୋଣ ଅନୁକୋଣରୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବାୟୁ ପ୍ରଦୂଷଣ ପାଇଁ ‘ଚିନ୍ତିତ ବ୍ୟକ୍ତିଙ୍କ’ ପ୍ରତି ସଦ୍‌ଗୁରୁଙ୍କ ବାର୍ତ୍ତା: ପିଲାଏ ବାଣ ଫୁଟାନ୍ତୁ

ନୂଆଦିଲ୍ଲୀ: ଆତସବାଜି ବା ବାଣ ଫୁଟାଇବା ପ୍ରସଙ୍ଗକୁ କେନ୍ଦ୍ର କରି ଦେଶରେ ବିତର୍କ ଚାଲିଥିବା ବେଳେ ଅଧ୍ୟାତ୍ମିକ ନେତା ସଦ୍‌ଗୁରୁ ଜଗ୍ଗି ବାସୁଦେବ କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ଚିନ୍ତକୁଳ ହୋଇ ପିଲାମାନଙ୍କୁ ବାଣଫୁଟା ଆନନ୍ଦ ଉପଭୋଗରୁ ବଞ୍ଚିତ କରିବା ଗୋଟାଏ କାରଣ ନୁହେଁ। ଦେଶରେ ଆତସବାଜି ନିଷେଧକୁ ସମର୍ଥନ କରୁଥିବା ଲୋକମାନଙ୍କ ସହ ଆଳାପ କରି ସଦ୍‌ଗୁରୁ ଆହୁରି ମଧ୍ୟ କହିଛନ୍ତି, ପିଲାଙ୍କ ପାଇଁ ତ୍ୟାଗ ସ୍ୱୀକାର କରି ଆପଣ ୩ ଦିନ ପାଇଁ ଚାଲି […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀମନ୍ଦିର ପାଇଁ ୧୯୦କୋଟି ଟଙ୍କାର ବଜେଟ୍ ଅନୁମୋଦିତ, ଖୁବ୍ ଶୀଘ୍ର ସେବାୟତ ଓ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଡ୍ରେସ୍ କୋଡ୍

ପୁରୀ ୨।୧୧: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ୍। ଏହାସହ ଚଳିତ ବର୍ଷ ମହାପ୍ରଭୁଙ୍କ ଖଣିରୁ ଅଧିକ ଆୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଖଣ୍ଡେଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ଚୁକ୍ତି କରାଯିବ। ସେହିପରି ସୂର୍ଯ୍ୟ ମନ୍ଦିରରେ ରୂପା ଛାଉଣୀ କାର୍ଯ୍ୟ ଓ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଡ୍ରେସ୍ କୋଡ୍ ଖୁବଶୀଘ୍ର ଲାଗୁ ହେବାକୁ ନେଇ ନିଷ୍ପତ୍ତି ହୋଇଛି। ପୁରୀ […]