ମନୋରଞ୍ଜନ

ରାଜସ୍ଥାନରେ ବନ୍ଦ ହେଲା ୨୭୩ ପେଟ୍ରୋଲ ପମ୍ପ, ଚିନ୍ତାରେ କର୍ମଚାରୀ

ଜୟପୁର: ପେଟ୍ରୋଲ ଓ ଡିଜେଲ ରାଜସ୍ଥାନରେ ସବୁଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି । ଦେଶରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ହେବାର ଅନେକ ପୂର୍ବରୁ ଶ୍ରୀଗଙ୍ଗାନଗରରେ ଦର ରେକର୍ଡ ଭାଙ୍ଗିଥିଲା । ଉଚ୍ଚ ଦର ଯୋଗୁ କାରବାର ନଥିବାରୁ ରାଜସ୍ଥାନରେ ଅନେକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି । ନିକଟରେ କେନ୍ଦ୍ର ସରକାର ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟ ଭାଟ୍‌ ଶୁଳ୍କ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଛାତ୍ରଛାତ୍ରୀଙ୍କ ପାଇଁ ମାଇକ୍ରୋସଫ୍ଟ ଆଣୁଛି ସ୍ୱତନ୍ତ୍ର ଲାପଟପ୍, ଜାଣନ୍ତୁ କଣ ରହିଛି ଖାସିୟତ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପକ୍ଷରୁ ଆସନ୍ତାକାଲି ନିଜର ଏଜୁକେସନ୍ ଇଭେଣ୍ଟରେ ନୂତନ ସରଫେସ୍ ଲାପଟପ୍ ଲଞ୍ଚ କରିବାକୁ ଯାଉଛି । ନିଜର ଲାପଟପ୍ ସିରିଜ୍ କୁ ଆଗକୁ ବଢ଼ାଇବା ପାଇଁ ମାଇକ୍ରୋସଫ୍ଟ୍ ଖାସ୍ କରି ଛାତ୍ରଛାତ୍ରୀଙ୍କ ପାଇଁ ଏହି ଲାପଟପ୍ ଆଣୁଛି । କୁହାଯାଉଛି ଏହି ଲାପଟପ୍ ବର୍ତ୍ତମାନର ସରଫେସ୍ ଲାପଟପ୍ ଗୋ ଠାରୁ ଛୋଟ । ତେବେ ମାଇକ୍ରୋସଫ୍ଟ ନିଜର ଏହି ଡିଭାଇସ୍ କୁ କୋଡନେମ୍ “Tenjin” ଦିଆଯାଇଛି । ଏହି ଲାପଟପ୍ ର ଡିସପ୍ଲେ ୧୧.୬ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସରକାରୀ ସ୍କୁଲର ସ୍ତର ପ୍ରାଇଭେଟ ସ୍କୁଲ ସହ ସମାନ ନୁହେଁ: ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଜଷ୍ଟିସ୍ ଉଦୟ ଉମେଶ ଲଲିତ ରବିବାର ଦିନ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାର ମାନ ବା ସ୍ତର ଘରୋଇ ବିଦ୍ୟାଳୟ ସହିତ ସମାନ ନୁହେଁ । ଭାରତରେ ସରକାରୀ କ୍ଷେତ୍ରରେ ସର୍ବୋତ୍ତମ ବୃତ୍ତିଗତ ଶିକ୍ଷାନୁଷ୍ଠାନ ରହିଥିଲେ ବି ଏହା ପ୍ରାଇଭେଟ୍ ସ୍କୁଲ ସହ ସମାନ ନୁହେଁ । ଏହି ଅସମାନତା ଉପରେ ଉଦବେଗ ପ୍ରକାଶ କରିବା ସହ ଶିକ୍ଷାର ଗୁଣ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟରେ […]

ଧର୍ମ ରାଜ୍ୟ

ଖୋଲିଲା ମା’ ତାରିଣୀଙ୍କ ହୁଣ୍ଡି, ୯ଟି ଦାନବାକ୍ସରୁ ମିଳିଲା ୧୫.୫୨ ଲକ୍ଷ ଟଙ୍କା

ଘଟଗାଁ (ଭାସ୍କର ନ୍ୟୁଜ୍‌): ମା’ ତାରିଣୀ ମନ୍ଦିରର ହୁଣ୍ଡି ଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ମନ୍ଦିର ପରିଚାଳନା ବୋର୍ଡ ସଦସ୍ୟ ଦୟାନିଧି ମହନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, ପୋଲିସ କର୍ମଚାରୀ ଅଶୋକ ରାଉତଙ୍କ ଉପସ୍ଥିତରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୯ଟି ହୁଣ୍ଡି ଖୋଲା ଯାଇଥିଲା । […]

ଦେଶ ବିଦେଶ ମନୋରଞ୍ଜନ

ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ଡିଲିଟ୍ ହୋଇଥିବା ଇମେଲ୍ ଯାଞ୍ଚ କରିବ ସିବିଆଇ, ଆମେରିକାଠାରୁ ମାଗିଲା ସହାୟତା

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜୁପତଙ୍କ ଡିଲିଟ୍ ହୋଇଥିବା ଇମେଲ୍ ଓ ସୋସିଆଲ ମିଡିଆ ଆକଉଣ୍ଟସ୍ ରୁ ଡିଲିଟ୍ ହୋଇଥିବା ଡାଟାକୁ ଯାଞ୍ଚ କରିବ ସିବିଆଇ । ତେଣୁ ଏନେଇ ଔପଚାରିକ ଭାବରେ ଆମେରିକା ଠାରୁ ସହାୟତା ମାଗିଛି ସିବିଆଇ । ବର୍ତ୍ତମାନ ସିବିଆଇ ଯାଞ୍ଚ କରିବାକୁ ଚାହୁଁଛି ଯେ, ଏପରି କଣ ସମସ୍ୟା ହୋଇଥିଲା ଯେଉଁଥିପାଇଁ ଗତବର୍ଷ ଜୁନ୍ ୧୪ତାରିଖରେ ସୁଶାନ୍ତ ନିଜ ଘରେ ମୃତ ଭାବରେ ଠାପ ହୋଇଥିଲେ । ସୂତ୍ର ଅନୁସାରେ, […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ, ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁରରୋଡ଼ ୦୮।୧୧ : ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ସ୍କୁଲ ଗେଟ୍‌ରେ ତାଲା ପକାଇ କଲେ ପ୍ରତିବାଦ । ଶିକ୍ଷକ ଅଭାବ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବ୍ରଜସୁନ୍ଦର ହାଇସ୍କୁଲରେ ଗତ କିଛି ଦିନ ହେଲା ଶିକ୍ଷକ ଅଭାବ ରହିଆସିଛି । ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଇନଥିଲା । ଶେଷରେ ଆଜି ଛାତ୍ରଛାତ୍ରୀମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି । ଶିକ୍ଷକ […]

ମନୋରଞ୍ଜନ ରାଜ୍ୟ

ସଲମାନଙ୍କ ସହ ଜବରଦସ୍ତ ସେଲଫି ନେଉଥିଲେ ପ୍ରଶଂସକ, ରାଗିଯାଇ ଏପରି କଲେ ଭାଇଜାନ

ନୂଆଦିଲ୍ଲୀ ୦୮/୧୧: ବଲିଉଡର ଦବଙ୍ଗ ଖାନ ତାଙ୍କ ଆଟିଟ୍ୟୁଡ୍ ପାଇଁ ଜଣାଶୁଣା। ତାଙ୍କ କ୍ରୋଧ କେତେ ଭୟଙ୍କର ତାହା କହିବାର କୌଣସି ଆବଶ୍ୟକତା ନାହିଁ । କାରଣ ଅତୀତରେ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ସଲମାନ ନିଜର ନିୟନ୍ତ୍ରଣ ହରାଇ ଏପରି କିଛି କରିଛନ୍ତି ଯାହା ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ପୁଣି ଥରେ ସଲମାନଙ୍କ କ୍ରୋଧ ଦେଖିବାକୁ ମିଳିଛି, ଯେତେବେଳେ ଜଣେ ପ୍ରଶଂସକ ତାଙ୍କ ସହ ଜବରଦସ୍ତ ସେଲଫି ନେବାକୁ ଚାହିଁଛନ୍ତି। ପ୍ରଶଂସକମାନେ […]

ଖେଳ ଦେଶ ବିଦେଶ

ଏଯାଏଁ ଅବସର ନେଇନି: ଏହି ପଡିଆରେ ଶେଷ ମ୍ୟାଚ୍ ଖେଳିବେ Universe Boss

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ଓମ ଶାନ୍ତି ଓମରେ ଏକ ଡାଏଲଗ ଅଛି ପିକଚର ଅଭି ବାକି ହେଁ ମେରେ ଦୋସ୍ତ । ଏହି ଡାଏଲଗକୁ ନିଜ କ୍ୟାରିୟର ସହିତ ତୁଳନା କରିଛି କ୍ରିସ୍ ଗେଲ । ୟୁନିଭର୍ସ ବସ୍ କ୍ରିଷ୍ଟୋଫର ହେନରୀ ଗେଲ୍ ବା କ୍ରିସ୍ ଗେଲଙ୍କ ଅବସରକୁ ନେଇ ଚର୍ଚ୍ଚା । ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ସହିତ ଟି-୨୦ ବିଶ୍ୱକପରୁ ବିଦାୟ ନେଇଥିଲା । ଏହି ଅପ୍ରତ୍ୟାଶିତ […]

କଳା ଓ ସଂସ୍କୃତି ରାଜ୍ୟ

ସରିଲା ଭଦ୍ରକର କାଳୀପୂଜା, ସବୁ ମଣ୍ଡପରୁ ବିଦାୟ ନେଲେ ମା’

ଭଦ୍ରକ ୦୭।୧୧ : ଆଜି ସରୁଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ପୂର୍ବରୁ ଦଶ ଦିନ ଧରି ପାଳିତ ହେଉଥିବା କାଳୀପୂଜା କରୋନା କଟକଣା ପାଇଁ ଏଥର ତିନି ଦିନରେ ସରିଛି । ଭଦ୍ରକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା କାଳୀଙ୍କୁ ଆଜି ମେଲାଣି ଦିଆଯାଉଛି । ପ୍ରଶାସନର ନିୟମ ଅନୁଯାୟୀ, ପୂଜା କମିଟି ଗୁଡିକ ମା’ଙ୍କୁ ବିସର୍ଜନ କରିଛନ୍ତି । ତେବେ ଭସାଣି ଶୋଭାଯାତ୍ରାରେ ସୀମିତ ସଂଖ୍ୟକ କର୍ମକର୍ତ୍ତାକୁ ନେଇ ଭଷାଣ ଆୟୋଜିତ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଶ୍ୱବାସୀଙ୍କୁ ମିଳିଲା ପ୍ରଥମ କରୋନା ବଟିକା, ଏହାକୁ ଖାଇବା ପରେ ମୃତ୍ୟୁ ଆଶଙ୍କା ବହୁତ କମ୍

ନୂଆଦିଲ୍ଲୀ: ଶେଷରେ ବିଶ୍ୱବାସୀଙ୍କୁ ମିଳିଛି ପ୍ରଥମ କରୋନା ବଟିକା । କରୋନା ବିପକ୍ଷରେ ଲଢ଼େଇ ପାଇଁ ଏହା ଏକ ନୂଆ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ବ୍ରିଟେନରେ ଏହାକୁ ବ୍ୟବହାର ନେଇ ଅନୁମତି ମିଳିସାରିଥିବା ବେଳେ ଖୁବଶୀଘ୍ର ଆମେରିକାରେ ଏହାକୁ ସ୍ୱୀକୃତି ଦିଆଯିବ । କୋଭିଡ୍ ଲକ୍ଷଣ ଦେଖାଦେବାର ୫ ଦିନ ମଧ୍ୟରେ ଏହାକୁ ଖାଇବାକୁ ପଡ଼ିବ । ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଥିଲେ ହୋମ ଆଇସୋଲେସନରେ ଥିବା ରୋଗୀମାନଙ୍କୁ ଦିନକୁ ଦୁଇଥର ୫ […]