କୋତଲାଙ୍ଗ ଅଞ୍ଚଳରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କାରେ ଲୋକେ ଭୟଭୀତ
ଖୋର୍ଦ୍ଧା ୯।୧୧: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ କୋତଲାଙ୍ଗ ଅଞ୍ଚଳରେ କାଉ ମରି ପଡିଥିବା ଦେଖାଯାଇଥିଲା । ଲୋକମାନେ ମୃତ କାଉ ଦେଖି ପ୍ରାଣୀ ଧନ ବିଭାଗକୁ ଖବର ଦେଇଥିଲେ । ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ କାଉର ମଳ, ଲାଲ, ସଂଗ୍ରହ କରିଛନ୍ତି । ଅନ୍ୟ ସ୍ଥାନରେ ମଧ୍ୟ ନଜର ରଖାଯାଇଛି । କେଉଁ କାରଣରୁ କାଉ ମଡକ ହୋଇଛି ତାହା ସ୍ପଷ୍ଟ ହୋଇନି । ଖୋର୍ଦ୍ଧାରୁ ଅନ୍ୟ ଏକ ଟିମ୍ ସେହି […]