ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। କୌଣସି ବ୍ୟାବସାୟିକ ସମାରୋହରେ ସାମିଲ ହେବେ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ବୃଷ: ଆପଣଙ୍କ ମନର ଇଚ୍ଛା ପୂରା ହେବ। ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ମିଥୁନ: ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ। ଚାକିରିଆ ଭଲ ଖବର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିମୟ […]

ଦେଶ ବିଦେଶ ମନୋରଞ୍ଜନ

କବିତା କୌଶିକ ବଦଳାଇଲେ ନିଜର ଲୁକ୍, ହେୟାରଷ୍ଟାଇଲ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ ୧୧/୧୧ : ବିଗ୍ ବସ୍ ଫେମ୍ ଅଭିନେତ୍ରୀ କବିତା କୌଶିକ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। କବିତା ନିକଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କେଶ କାଟୁଥିବା ଦେଖାଯାଉଛି। ସେ ନିଜର ଘନ-ମୋଟା କେଶକୁ କାଟି ଛୋଟ କରିଦେଇଛନ୍ତି। ଏକ ଉତ୍ତମ କାରଣ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ କବିତା କ୍ୟାମେରା ଆଗରେ ନିଜର କେଶକୁ ଦେଖାଯାଉଛନ୍ତି। ତାଙ୍କ ପଛରେ ହେୟାର […]

ଦେଶ ବିଦେଶ ମନୋରଞ୍ଜନ

ବିଜ୍ଞାପନକୁ ନେଇ ବିବାଦରେ ଅଭିନେତା ଆଲ୍ଲୁ ଅର୍ଜୁନ, ନୋଟିସ୍ ପଠାଇବ ତେଲେଙ୍ଗାନା ଆରଟିସି

ନୂଆଦିଲ୍ଳୀ ୧୦।୧୧ : ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍‌ ଅଭିନେତା ଆଲ୍ଲୁ ଅର୍ଜୁନ। ତେଲେଙ୍ଗାନା ରାଜ୍ୟର ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେଶନ (TSRTC) ନିକଟରେ ଟଲିଉଡ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ବିରୋଧ କରିଛି। ଟିଏସଆରଟିସି କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଟିଏସଆରଟିସି ମୁଖ୍ୟ ବି ସି ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ମଧ୍ୟ ବିରୋଧ କରିଛନ୍ତି। ଆରଟିସି ବସ୍‌ରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ମଧ୍ୟ ଏହି ବିଜ୍ଞାପନକୁ […]

ଖେଳ ଦେଶ ବିଦେଶ

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ଉପଭୋଗ କରିବେ ୨୫ ହଜାର ଦର୍ଶକ, ସମସ୍ତ ଟିକେଟ୍‌ ବିକ୍ରି ଶେଷ

ଦୁବାଇ: ଆସନ୍ତା ୧୪ ତାରିଖ ଦିନ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚକୁ ଉପଭୋଗ କରିବେ ୨୫ ହଜାର ଦର୍ଶକ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ଦର୍ଶକ କ୍ଷମତା ୨୫ ହଜାର ହୋଇଥିବା ବେଳେ ସମସ୍ତ ଟିକେଟ ବିକ୍ରି ସରିଛି । କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଓ ଏମିରେଟ୍ସ କ୍ରିକେଟ ବୋର୍ଡର ଅନୁରୋଧ କ୍ରମେ ସ୍ଥାନୀୟ କର୍ତ୍ତୁ କ୍ଷ ଫାଇନାଲ ମ୍ୟାଚ ପାଇଁ ୧୦୦ ପ୍ରତିଶତ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କାହାରି ମତ ଆପଣଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ। କାମରେ ଅଧିକ ସମୟ ଲାଗିପାରେ। ଆମଦାନି ବୃଦ୍ଧି ଲାଗି ନୂଆ ଯୋଜନା କରିବେ। ବୃଷ: ବାଲ୍ୟବନ୍ଧୁଙ୍କ ଠାରୁ ଫୋନ ଆସିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ। ବାକିଥିବା ସବୁ କାମ ପୂରା କରି‌ବେ। ବ୍ୟବସାୟରେ ନୂଆ ଚୁକ୍ତି ହେବ। ମିଥୁନ: ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଉନ୍ନତି ପାଇଁ କିଛି ନୂଆ ସାଧନ ପାଇବେ। ବିବାଦଠୁଁ ଦୂରରେ […]

ଦେଶ ବିଦେଶ ଧର୍ମ

ପାକିସ୍ତାନରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଦୀର୍ଘ ବର୍ଷ ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । ପୂର୍ବରୁ ହିନ୍ଦୁଙ୍କୁ ଆବଣ୍ଟିତ କରାଯାଇଥିବା ଜମିକୁ ରଦ୍ଦ କରାଯାଇଥିଲା । ଉକ୍ତ ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଘାଟ ଓ ସାମୂହିକ କେନ୍ଦ୍ର ନିର୍ମାଣ କରାଯିବାର ସ୍ଥିର ହୋଇଥିଲା । ତେବେ ପୁଣି ଥରେ ଏହା ଉପରେ ଆଲୋଚନା କରାଯାଇ ଉକ୍ତ ଜମିକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ ଆବଣ୍ଟନ କରାଯାଇଛି । ଇସଲାମାବାଦ ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ରାୟ ପ୍ରଦାନ […]

ଧର୍ମ ରାଜ୍ୟ

ସରିଲା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, କୋଭିଡ଼ କଟକଣା ଲାଗି ପ୍ରସାଦ ସେବନ ବନ୍ଦ

ଭଦ୍ରକ ୧୦।୧୧: ସରିଲା ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ । ଶେଷ ଦିନରେ ମା ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ମା ପଦ୍ମ ଉପରେ ଉପବେଶନ କରିଥିବା ବେଳେ ଧବଳ ହସ୍ତୀ ବାହାନ ରୂପରେ ରହିଛନ୍ତି । ଏହି ବେଶ ଧାରଣ କଲେ ଧନ-ଧାନ୍ୟରେ ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି । ଏହି ଅବସରରେ ଆୟୋଜିତ ବିଶ୍ୱ ଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି ମଧ୍ୟ ହୋଇଛି । କୋଭିଡ଼ କଟକଣା ପାଇଁ ଏଥର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୯୬ଟି ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଦୁଇଟି ଟିକାକୁ ବିଶ୍ୱବ୍ୟାପୀ ବ୍ୟବହାର ନିମନ୍ତେ ଅନୁମତି ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଅନୁମତି ଦେଇଥିବା ମୋଟ ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି ଟିକା ସ୍ଥାନ ପାଇଛି । ଭାରତ ପ୍ରସ୍ତୁତ କରିଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ୯୬ଟି ଦେଶ କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା […]

ଦେଶ ବିଦେଶ ମନୋରଞ୍ଜନ

ବର୍ଷେ ପରେ ଡିଫ୍ରିଜ୍ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ, କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ବା ଏନଡିପିଏସ୍ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ଜୁନରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ବା ଏନସିବି ଦ୍ୱାରା ରିୟାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଥିଲା । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବା ନେଇ ରିୟା ନିଜ ଆବେଦନରେ କହିଥିଲେ […]

କଳା ଓ ସଂସ୍କୃତି ରାଜ୍ୟ

ରାଜ୍ୟ ସରକାରଙ୍କୁ ଚିଠି‌ ଲେଖିଲେ ଗଜପତି: ‘ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ଦିଅ’

ପୁରୀ: ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦିଅ। ରାଜ୍ୟ ସରକାରଙ୍କୁ ଏଭଳି ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଗଜପତି ମହାରାଜ ବି ଏ ପ୍ରସଙ୍ଗରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରି ଆବଶ୍ୟକ ପରାମର୍ଶ ନେଇଛନ୍ତି। ସେପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିବା ଜଣାପଡ଼ିଛି। ଆଗାମୀ ଦିନରେ ହେବାକୁ […]