ଧୀରେଧୀରେ କାୟା ମେଲାଉଛି ଓମିକ୍ରନ୍: ଏହି ଦେଶରୁ ମିଳିଲା ୨୨ଟି ନୂଆ କେସ୍
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଧୀରେଧୀରେ ସମଗ୍ର ବିଶ୍ୱରେ ନିଜର କାୟା ମେଲାଉଛି । ଏଭଳି ସ୍ଥିତିରେ ବର୍ତ୍ତମାନ ବ୍ରିଟେନରେ ୨୨ଟି ନୂଆ ମାମଲା ଦେଖାଦେଇଛି । ଫଳରେ ଏଣିକି ଆଗକୁ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ବ୍ରିଟେନ ସ୍ୱାସ୍ଥ୍ୟ କହିଛନ୍ତି ଯେ, ଏହି ଭାରିଆଣ୍ଟର ପ୍ରଭାବ କିପରି ରହୁଛି, ତାହା ଆସନ୍ତା ୧୪ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ବୈଜ୍ଞାନିକମାନେ ବର୍ତ୍ତମାନ ଏହାର […]