ଛାଡପତ୍ର ପରେ ପୁଅ ଜନ୍ମଦିନରେ ଏକାଠି ହେଲେ ଅମୀର-କିରଣ, ଫଟୋ ଭାଇରାଲ୍ ପରେ ଟ୍ରୋଲ୍ ହେଲେ ସେଲିବ୍ରେଟି
ନୂଆଦିଲ୍ଲୀ ୦୩/୧୨: ବଲିଉଡର ପରଫେକ୍ଟନିଷ୍ଟ ଅମୀର ଖାନ ଏବଂ କିରଣ ରାଓ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଜୁଲାଇ ମାସରେ ଦୁହେଁ ଏକାଠି ଅଲଗା ହେବାକୁ ଘୋଷଣା କରିଥିଲେ। ଅମୀର ଏବଂ କିରଣଙ୍କ ଏହି ଘୋଷଣା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମୟ ମଧ୍ୟରେ, ଦୁହେଁଙ୍କୁ ବହୁତ ଟ୍ରୋଲ୍ କରାଯାଇଥିଲା। ବର୍ତ୍ତମାନ ଉଭୟ ସ୍ୱାମୀ-ସ୍ତ୍ରୀ ପରି ଏକାଠି ରହୁ ନାହାଁନ୍ତି ସତ, କିନ୍ତୁ ପିଲାମାନଙ୍କ ପାଇଁ ସେମାନଙ୍କର ଦାୟିତ୍ୱ କେବେ […]