ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବାୟୁରେ ବ୍ୟାପୁଛି ଓମିକ୍ରନ, ରିସର୍ଚ୍ଚରୁ ପଦାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଓମିକ୍ରନ ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ତେବେ ଏହି ଭୟଙ୍କର ଭାରିଆଣ୍ଟିକୁ ନେଇ ଆବଶ୍ୟକ ତଥ୍ୟ ପଦାକୁ ଆସିନଥିବା ବେଳେ ବୈଜ୍ଞାନିକମାନେ ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଭଳି ସ୍ଥିତିରେ ଏହି ଭାରିଆଣ୍ଟର ସଂକ୍ରମଣ ବଢ଼ୁଥିବାରୁ ଏହା ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଓମିକ୍ରନ ଭାରିଆଣ୍ଟ ବାୟୁରେ ବ୍ୟାପୁଥିବା ନେଇ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ। ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ। କାରବାରରେ ଅର୍ଥ ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ବୃଷ: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଦେଖା ହେବ। କିଛି ନୂଆ ସୁଯୋଗ ମିଳିପାରେ। ମିଥୁନ: ମହତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ କୌଣସି ବିଶେଷ କ୍ଷେତ୍ରରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଅନୁଗୁଳ ଜିଲ୍ଲାରେ ୧୦ ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୧୦ ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ଛେଣ୍ଡିପଦା ବ୍ଲକ ବାଲିପଟ୍ଟା ପଞ୍ଚାୟତ ହାଇସ୍କୁଲର ୧୦ ଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି।ପୂର୍ବରୁ ଛାତ୍ରୀ ନିବାସରୁ ଛାତ୍ରୀମାନଙ୍କର ନମୂନା ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ୧୦ ଛାତ୍ରୀଙ୍କ ନମୂନା ଅଣ୍ଟିଜେନ ଟେଷ୍ଟରେ ରିପୋର୍ଟ ପଜିଟିଭ୍ ଆସିଛି।

ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ: ଡିଏମଇଟି

ଭୁବନେଶ୍ୱର: ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି। ସେ କହିଛନ୍ତି, ରାଜ୍ୟରୁ ୨୪୬ ନମୂନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି। ଏସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ପଜିଟିଭ ନମୂନା। କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ଶୁକ୍ରବାର ଜଣା ପଡ଼ିବ । ଏହାସତ୍ତ୍ୱେ ମୁଁ ଜନସାଧାରଣଙ୍କୁ ନିବେଦନ କରିବି, ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିହାରରେ ଟିକା ନେଇଛନ୍ତି ମୋଦି, ଶାହ, ସୋନିଆ, ପ୍ରିୟଙ୍କା ଓ ଅକ୍ଷୟ କୁମାର! ହେଲଥ ସେଣ୍ଟରରେ ଟିକା ତାଲିକାରେ ରହିଛି ନା

ବିହାର ୦୭/୧୨: ସାରା ଦେଶରେ କରୋନାକୁ ମାତ ଦେବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ଦେଶରେ ନୂଆ ମ୍ୟୁଟାଣ୍ଟକୁ ନେଇ ଚହଳ ପଡିଛି । ହେଲେ ସେପଟେ ବିହାରରେ ଭାକିନେସନ ନାଁରେ ନଜର ଆସିଛି ମଜାଦାର ଘଟଣା । ଅରଓ୍ୱଲ୍ ଜିଲ୍ଲାରେ କରୋନା ଯାଞ୍ଚ ନାଁରେ ବ୍ୟାପକ ଅବହେଳା ହୋଇଥିବା ଦେଖାଦେଇଛି । ଜିଲ୍ଲାରେ ଥିବା କର୍ପୀ ସମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପୋର୍ଟାଲରେ ଅପଲୋଡ ହୋଇଥିବା ଲିଷ୍ଟରେ ଏମିତି କିଛି ନାଁ ରହିଛି ଯେ […]

ଦେଶ ବିଦେଶ ମନୋରଞ୍ଜନ

ପୱନଦୀପଙ୍କ ସହ ଆଉ ମ୍ୟୁଜିକ୍ ଭିଡିଓରେ ନଜର ଆସିବେନି ଅରୁଣିତା, ଏହି କାରଣରୁ ଛାଡିଲେ ହାତ

ନୂଆଦିଲ୍ଲୀ ୦୬/୧୨: ସିଙ୍ଗିଗ୍ ରିୟାଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ୧୨ ସମୟରେ ଅରୁଣିତା କାଞ୍ଜିଲାଲ ଏବଂ ପୱନଦୀପ ରାଜନଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା। ପ୍ରଶଂସକ ସେମାନଙ୍କର ଯୋଡିକୁ ଖୁବ୍ ପସନ୍ଦ କରୁଥିଲେ। ଶୋ ’ପରେ, ସେମାନେ ଏକ ଗୀତରେ ଏକାଠି ନଜର ଆସିଥିଲେ, ଯାହା ଏକ ଚାର୍ଟବଷ୍ଟର ହିଟ୍ ହୋଇଥିଲା। ଏହାପରେ ଦୁହିଁଙ୍କ ଆଉ ଏକ ଗୀତ ରିଲିଜ ହେବାର ଥିଲା। କିନ୍ତୁ ଏଥିମଧ୍ୟରେ ପ୍ରଶଂସକ ମନ ଭାଙ୍ଗି ଯାଇଛି, କାରଣ ସେମାନେ ଅରୁଣିତା ଏବଂ ପୱନଦୀପଙ୍କୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଓମିକ୍ରନ୍ ଭୟ: ୧୨ରୁ ୧୭ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସରକାରଙ୍କ ବିଚାରବିମର୍ଷ

ନୂଆଦିଲ୍ଲୀ: ଦେଶକୁ ବିଦେଶୀ ଫେରନ୍ତାଙ୍କ ଠାରେ ପଜିଟିଭି ମିଳିବା ଘଟଣା ଭାରତ ସରକାରଙ୍କ ନିଦ ହଜାଇ ଦେଇଛି । ଦେଶର ୧୨୫ କୋଟିରୁ ଉଦ୍ଧ୍ୱର୍‌ ଲୋକଙ୍କୁୁ ଟିକାକରଣ ସରିଥିବାବେଳେ ପିଲାମାନଙ୍କୁ (୧୨ରୁ ୧୫ ବର୍ଷ) ଙ୍କୁ ଟିକାକରଣ ଉପରେ ବିଚାରବିମର୍ଷ ଆରମ୍ଭ କରିଛନ୍ତି ସରକାର । କୋଭିଡ୍‌୧୯ର ନୂତନ ପ୍ରଜାତି ଓମିକ୍ରନ୍‌ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ପରିପ୍ରେକ୍ଷୀରେ ଭାରତ ସରକାର ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକା ଦେବା ନେଇ ସମସ୍ତ ବୈଜ୍ଞାନିକ ତଥ୍ୟର ଅନୁଶୀଳନ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍ ଆଶଙ୍କାକୁ ନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଜା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ନଭେମ୍ବର ୨୪ ତାରିଖରେ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ନମୁନା ଜିନୋମ୍ ସିକ୍ୱେନ୍ସିଂ ପାଇଁ ଆଇଏଲଏସ୍ କୁ ଆସିଛି । ଏହାର ରିପୋର୍ଟ ଗୁରୁବାର କିମ୍ବା ଶୁକ୍ରବାର ଆସିବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ । ଖାଲି ସେତିକି ନୁହେଁ ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନୋମ୍ ସିକ୍ୱେନ୍ସିଂ ହୋଇଥିଲା […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ବେପାରକୁ ଆଗକୁ ବଢ଼ାଇବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ବୃଷ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କୁ ଦରକାରୀ ବସ୍ତୁ ଉପହାର ଦେବେ। ମିଥୁନ: ବିଶେଷ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। କର୍କଟ: ଉଚ୍ଚ ଅଧିକାରୀଙ୍କ ସହ ଭଲ […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା; କୌଣସି ସାଙ୍ଗିତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ: ଜି. କିଷନ୍ ରେଡ୍ଡୀ

ନୂଆଦିଲ୍ଲୀ: କ‌ୌଣସି ସାଙ୍ଗିତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ ବୋଲି ଆଜି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତରପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ କହିଛନ୍ତି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସମ୍ବନ୍ଧରେ ଓଡ଼ିଆ ସମ୍ପ୍ରଦାୟ ଏବଂ କେତେକ ପ୍ରତିନିଧି ବାରମ୍ବାର କରୁଥିବା ଅନୁରୋଧକୁ ସରକାର ଗ୍ରହଣ କରିଛନ୍ତି କି, ନାହିଁ ବୋଲି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ […]