ସମ୍ବଲପୁର ଲୋକସଭା ରାଜନୀତି: ସମ୍ବଲପୁରିଆ ନେତା ଯାଇପାରୁନାହାନ୍ତି ଲୋକସଭା
ସମ୍ବଲପୁର: ଲୋକସଭା କ୍ଷେତ୍ରର ନାମ ସମ୍ବଲପୁର। ମାତ୍ର ବହୁତ କମ୍ ସମ୍ବଲପୁରିଆ ନେତା ଏହି ଆସନରୁ ସଂସଦରେ ପାଦ ଥାପିବାକୁ ସକ୍ଷମ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୭ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ହେଲେ ଜିଲ୍ଲା ବିଭାଜନ ପରେ ଏହି ଆସନରୁ ଜଣେ ବି ସମ୍ବଲପୁରିଆ ନେତାଙ୍କୁ ନିର୍ବାଚିତ ହେବା ଭାଗ୍ୟରେ ଜୁଟି ନାହିଁ। ଶେଷ ଥର ପାଇଁ ୧୯୮୯ ମସିହା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭବାନୀଶଙ୍କର ହୋତା ଏହି ଆସନରୁ ଲୋକସଭାରୁ ନିର୍ବାଚିତ […]









