Pଆଇନାରେ ୨୦୨୧: ଅସୁମାରି ସମ୍ଭାବନା
ଓଡ଼ିଶା କ୍ରୀଡ଼ା ପାଇଁ ଅସୁମାରି ସ୍ବପ୍ନ, ସମ୍ଭାବନା ଓ ସୁଯୋଗ ନେଇ ଆସିବ ୨୦୨୨ କ୍ୟାଲେଣ୍ଡର୍ ବର୍ଷ ତଥା ୨୦୨୨-୨୩ ଋତୁ। ରାଜ୍ୟର ଯୁବ, ଉଦୀୟମାନ, ପ୍ରତିଭାବାନ ଖେଳାଳିମାନେ ପଡ଼ିଆ ଭିତରେ ତାଙ୍କ ପ୍ରତିଶ୍ରୁତିବଦ୍ଧତାର ପରାକାଷ୍ଠା ଦେଖାଇବାକୁ ପ୍ରୟାସ କରିବେ। ଅନ୍ୟପକ୍ଷରେ ଖେଳ ଓ ଖେଳାଳିଙ୍କ ପାଇଁ ଓଡ଼ିଶା ସରକାର ତାଙ୍କ ପ୍ରତିଜ୍ଞା ମୁତାବକ ଏକାଧିକ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ଏବଂ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ରୂପରେଖାକୁ ଚୂଡାନ୍ତ ସ୍ପର୍ଶ ଦେବା ସହ ଲୋକର୍ପିତ କରିବେ। ନୂଆବର୍ଷ ଡବୁଲ୍ୟବିଏଫ୍ […]