ରାଜ୍ୟ ସ୍ୱାସ୍ଥ୍ୟ

ମାସେ ମଧ୍ୟରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଶେଷ ହେବ: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ବର: ପିଲାମାନଙ୍କୁ କୋଭାକସିନ୍ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି,୧୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ। କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି। ୩ ତାରିଖରୁ ଟିକାକରଣ ହେବ। ଏଥିପାଇଁ ଜାନୁଆରି ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ। ପିଲାମାନେ କୋଭକ୍ସିନ ଟିକା ନେବେ। ରାଜ୍ୟରେ ପ୍ରାୟ ୧୪ ଲକ୍ଷ ଡୋଜ ଉପଲବ୍ଧ ଅଛି। ସବୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌ ସୁନାମି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟୟମୁଖୀ କରିବ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: ‘ଓମିକ୍ରନ୍‌ ଏବଂ ଡେଲ୍‌ଟା କୋଭିଡ୍‌-୧୯’ ମାମଲାର ‘ସୁନାମି’ ସାମର୍ଥ୍ୟ ଠାରୁ ଅଧିକ କାମ କରୁଥିବା ସ୍ବାସ୍ଥ୍ୟ ସେବାକୁ ଭାରାକ୍ରାନ୍ତ କରିବ ବୋଲି ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ଉଦ୍‌ବେଗଜନକ ‘ଡେଲ୍‌ଟା ଏବଂ ଓମିକ୍ରନ୍‌ ଭେରିଏଣ୍ଟ୍‌’ ହେଉଛି ‘ଯମଜ ବିପଦ’ ଯାହା ନୂତନ ସଂକ୍ରମଣ ମାମଲାକୁ ରେକର୍ଡ ସ୍ତରକୁ ନେବା ସହ ଡାକ୍ତରଖାନା ଭର୍ତ୍ତି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି କରାଉଛି। ଗତ ସପ୍ତାହରେ ବିଶ୍ବବ୍ୟାପୀ ନୂତନ ସଂକ୍ରମଣ ମାମଲା […]

ଦେଶ ବିଦେଶ ମନୋରଞ୍ଜନ

ଭଙ୍ଗା ଗୋଡରେ ବି ନାଚିଲେ ଅଙ୍କିତା ଲୋଖଣ୍ଡେ , ଭାଇରାଲ୍ ହେଉଛି ଭିଡିଓ…

ମୁମ୍ବାଇ୩୦।୧୨ : ଏବେ ମିସ୍‌ରୁ ମିସେସ୍‌ ଜୈନ୍‌ ହୋଇ ସାରିଛନ୍ତି ଲୋକପ୍ରିୟ ଟିଭି ସିରିଏଲ ‘ପବିତ୍ର ରିସ୍ତା’ ଫେମ୍‌ ଅଭିନେତ୍ରୀ ଅଙ୍କତା ଲୋଖଣ୍ଡେ। ତାଙ୍କ ଭଙ୍ଗା ଗୋଡରେ ମଧ୍ୟ ସେ ନାଚି ଦେଖାଇଛନ୍ତି ଫୁଲ୍‌ ଜୋସ୍‌। ମ୍ୟୁଜିକ୍‌ର ସେ କରିଛନ୍ତି ଜବରଦସ୍ତ ଡ୍ୟାନ୍ସ। ନିଜ ଭଙ୍ଗା ଗୋଡକୁ ଖାତିର ନକରି ନାଚି ଚାଲିଛନ୍ତି ଅଙ୍କିତା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଡିସେମ୍ବର ୧୪ ତାରିଖରେ ଅଙ୍କିତା ଓ ବିକ୍କି ଜୈନ୍‌ଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ରେଞ୍ଜ ରୋଭର କାର ଛାଡି ଅଟୋ ଚଳାଇଲେ ସଲମାନ, ଫ୍ୟାନ୍ସ କହିଲେ-‘ଭାଇ ଆପଣ ମହାନ’

ନୂଆଦିଲ୍ଲୀ ୩୦/୧୨: ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କର ବିଳାସପୂର୍ଣ୍ଣ ରେଞ୍ଜ ରୋଭର କାର ଛାଡି ଅଟୋ ଚଳାଉଥିବାର ନଜର ଆସିଛନ୍ତି। ଦବଙ୍ଗ ଖାନଙ୍କ ଏହି ଭିଡିଓ ତାଙ୍କ ପାନଭେଲ ଫାର୍ମହାଉସ ନିକଟରେ ବୋଲି କୁହାଯାଉଛି । ଭିଡିଓରେ ସଲମାନ ମୁଣ୍ଡରେ ଟୋପି ଏବଂ ସର୍ଟସ-ଟି-ସାର୍ଟ ପିନ୍ଧି ଅଟୋ ଚଳାଉଥିବାର ଦେଖାଯାଇଛି। ସଲମାନଙ୍କ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ ପେଜରେ ଏହାକୁ ସେୟାର କରାଯାଉଛି। ଭିଡିଓରେ ଦେଖାଯାଇଛି, ସଲମାନ ଅଟୋ ଚଳାଇବା […]

ଖେଳ ଦେଶ ବିଦେଶ

ବର୍ଷା ବିଗାଡ଼ିପାରେ ଟିମ୍‌ ଇଣ୍ଡିଆର ଖେଳ, ସେଞ୍ଚୁରିଆନ୍‌ରେ ଅନ୍ତିମ ଦିନରେ ଏପରି ରହିବ ପାଣିପାଗ

ମୁମ୍ବାଇ ୩୦।୧୨: ସେଞ୍ଚୁରିୟାନ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଜାରି ରହିଛି । ଆଜି ପ୍ରଥମ ଟେଷ୍ଟର ପଞ୍ଚମ ଦିନ । ବିଜୟ ପାଇଁ ଭାରତକୁ ୬ ଓ୍ୱିକେଟ୍‌ର ଆବଶ୍ୟକତା ଥିବା ବେଳେ ଶେଷ ଦିନରେ ବିଜୟ ପାଇଁ ୨୧୧ରନ୍‌ର ଟାର୍ଗେଟ ପିଛା କରିବ ସାଉଥ ଆଫ୍ରିକାକୁ। ତେବେ ଭାରତ ବିଜୟ ଦ୍ୱାର ଦେଶରେ ପହଞ୍ଚିଥିବା ବେଳେ ବର୍ଷା ସାଜିପାରେ ଭିଲେନ୍‌ । ପ୍ରଥମ ଟେଷ୍ଟର ମ୍ୟାଚ୍‌ ପଞ୍ଚମ ଦିନରେ ସେଞ୍ଚୁରିଆନ୍‌ରେ ପାଣିପାଗ ସାଜିପାରେ ଗେମ୍‌ ଚେଞ୍ଜର […]

ଦେଶ ବିଦେଶ ପର୍ଯ୍ୟଟନ ସ୍ୱାସ୍ଥ୍ୟ

ଓମିକ୍ରନ୍‌ ଆତଙ୍କ, ୧୧ ହଜାରରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍‌ ସଂକ୍ରମଣ । ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି । ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶରେ ଓମିକ୍ରନ ଆତଙ୍କ ମଧ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିଲାଗି ସରକାର କଟକଣା ଲାଗୁ କରିବାକୁ ବାଧ୍ୟ ହେଉଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଦେଶରେ ବିମାନ ଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଗତ ଶୁକ୍ରବାର ଠାରୁ […]

ପର୍ଯ୍ୟଟନ ରାଜ୍ୟ

ପିକ୍‌ନିକ୍‌ ପାଇଁ ସୌନ୍ଦର୍ଯ୍ୟକରଣ ଓ ବାଉଁଶ ପୋଲ ନିର୍ମାଣ, ଜାଣନ୍ତୁ ଏହି ସ୍ଥାନଟି କେଉଁଠି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜ ଗୁମା ନିକଟରେ ଥିବା ନଦୀରେ, ମନରେଗା ମାଧ୍ୟମରେ ବଡ଼ ବଡ଼ ପଥରରେ ଚିତ୍ର ଆଙ୍କିବା ସହ ଝରଣାରେ ବାଉଁଶ ଦ୍ୱାରା ପୋଲ ନିର୍ମାଣ କରାଯାଇଛି । ମାଥିଲି ବ୍ଲକ ଅଂଚଳର ଲୋକେ ବଣ ଭୋଜି କରିବାକୁ ଯାଉଥିବା ସ୍ଥଳେ ଉକ୍ତ ସ୍ଥାନରେ ଲଟା ବୁଦା ସହ ରାସ୍ତା ମଧ୍ୟ ନଥିଲା । ବର୍ତ୍ତମାନ ଜନସାଧାରଣ ଙ୍କ ସୁବିଧା ପାଇଁ ରାସ୍ତା ସହ ସମସ୍ତ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ କାମର ପ୍ରଶଂସା ହେବ। ପର୍ଯ୍ୟାପ୍ତ ଧନ ମିଳିବାର ଯୋଗ ଅଛି। ନୂଆ ଜିନିଷ କିଣି ପାରନ୍ତି। ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ଜରୁରୀ କଥା ହେବେ। ବୃଷ: ଭାଗ୍ୟର ଦ୍ବାର ଖୋଲିପାରେ। ସବୁ କାମରେ ସଫଳତା ହାସଲ କରିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ପ୍ରିୟତମଙ୍କ ସହ ସମୟ କାଟିବା ଲାଗି ଯୋଜନା କରିବେ। ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ବ୍ୟବସାୟରେ ଉନ୍ନତି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିହାରରେ କୋଭିଡ୍‌-୧୯ର ତୃତୀୟ ଲହର୍‌ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପାଟନା: ବିହାରରେ କୋରୋନାଭାଇରସ୍‌ ରୋଗର ତୃତୀୟ ଲହର୍‌ ଅନୁଭୂତ ହୋଇସାରିଛି ବୋଲି ମଙ୍ଗଳବାର ଦିନ ରାଜ୍ୟରେ ୪୭ଟି ସଂକ୍ରମଣ ମାମଲା ରେକର୍ଡ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ୍‌ ମହାମାରୀର ତୃତୀୟ ଲହର୍‌ ଆରମ୍ଭ ହୋଇସାରିଛି ଏବଂ ଜନସାଧାରଣଙ୍କୁ ଏହା କବଳରୁ ରକ୍ଷା କରିବା ଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଉଛି। ତେଣୁ, ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ପାର୍କ ବନ୍ଦ ପାଇଁ ସରକାର ଆଦେଶ […]

ଦେଶ ବିଦେଶ ପର୍ଯ୍ୟଟନ

ବିମାନ, ବିମାନବନ୍ଦରରେ ବାଜିବ ଭାରତୀୟ ସଙ୍ଗୀତ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ବେଳେ କିମ୍ବା ବିମାନବନ୍ଦର ଭିତରେ ଥିବା ସମୟରେ ଯଦି ଭାରତୀୟ ସଙ୍ଗୀତ ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ। ଭାରତୀୟ ସଙ୍ଗୀତ ବଜାଇବା ବିଷୟରେ ବିଚାର କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଏୟାରଲାଇନ୍ସ ଓ ବିମାନବନ୍ଦରଗୁଡ଼ିକୁ କୁହାଯାଇଛି। ବିମାନ ଯାତ୍ରୀଙ୍କ ମଧ୍ୟରେ ଭାରତୀୟ ସଙ୍ଗୀତର ପ୍ରସାର କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦି ଇଣ୍ଡିଆନ କାଉନ୍‌ସିଲ୍ ଫର କଲ୍‌ଚରାଲ୍ ରିଲେସନ୍‌ସ (ଆଇସିସିଆର୍‌) ପକ୍ଷରୁ କିଛି […]