ଦେଶ ବିଦେଶ ମନୋରଞ୍ଜନ

ଟେଲିଗ୍ରାମ ଚଳିତ ବର୍ଷର ଶେଷ ଦିନରେ ଜାରି କଲା ଦମଦାର ଫିଚର

ନୂଆଦିଲ୍ଲୀ: ଅନଲାଇନ୍ ମେସେଜିଂ ଆପ୍ ଟେଲିଗ୍ରାମ ଚଳିତ ବର୍ଷର ଶେଷ ଦିନରେ ଏକ ଦମଦାର ଫିଚର ଜାରି କରିଛି । ଏଣିିକି ଟେଲିଗ୍ରାମ ଆପରେ ୟୁଜର୍ସମାନେ ପ୍ରତିଟି ମେସେଜର ରିଆକ୍ସନ୍ ଦେଇପାରିବେ । ଖାଲି ସେତିକି ନୁହେଁ, ଟେଲିଗ୍ରାମରେ ଏଣିକି ୟୁଜର୍ସମାନେ ଗୋଟିଏ ମେସେଜର କିଛି ଅଂଶକୁ ମଧ୍ୟ ହାଇଡ୍ (ଲୁଚାଇ) ପାରିବେ । ଡିସେମ୍ବର ୩୧ ତାରିଖରେ ନିଜ ୟୁଜର୍ସଙ୍କ ପାଇଁ ଏଭଳି କିଛି ନୂଆ ଫିଚର ଆଣିଛି ଟେଲିଗ୍ରାମ । କମ୍ପାନି ତରଫରୁ ଏହି […]

ଦେଶ ବିଦେଶ ମନୋରଞ୍ଜନ

ସଲମାନଙ୍କ ୫୬ତମ ଜନ୍ମଦିନରେ ମିଳିଛି କୋଟି କୋଟି ଟଙ୍କାର ଉପହାର, ମହାଙ୍ଗା ଗାଡି ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ ୩୧/୧୨: ଡିସେମ୍ବର ୨୭ ରେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କର ୫୬ ତମ ଜନ୍ମଦିନ ପାଳନ କରିଥିଲେ। ସେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସହିତ ଏହି ବିଶେଷ ଦିନ ପାଳନ କରିଥିଲେ। ସଲମାନ ତାଙ୍କ ପାନଭେଲ ଫାର୍ମହାଉସରେ ଏକ ଜନ୍ମଦିନ ଭୋଜି ଆୟୋଜନ କରିଥିଲେ ଯେଉଁଥିରେ ବି ଟାଉନର ବହୁ ସେଲିବ୍ରେଟ୍ ଯୋଗ ଦେଇଥିଲେ। ଏହି ଅବସରେ ସଲମାନ ଅନେକ ମୂଲ୍ୟବାନ ଉପହାର ମଧ୍ୟ ପାଇଥିଲେ। ସୂଚନା ଅନୁଯାୟୀ, ସଲମାନଙ୍କୁ ତାଙ୍କ […]

ଖେଳ ଦେଶ ବିଦେଶ

ଅଲଗା ହେଲେ ଋଷଭ ପନ୍ତ-ଉର୍ବଶୀ ରୌତେଲା, ହ୍ୱାଟସ୍‌ଅପରେ ପରସ୍ପରକୁ କଲେ ବ୍ଲକ୍

ନୂଆଦିଲ୍ଲୀ ୩୧/୧୨: କ୍ରିକେଟର ଋଷଭ ପନ୍ତ ଏବଂ ମିସ୍ ଦିଭା ୟୁନିଭର୍ସ ଉର୍ବଶୀ ରୌତେଲା ଉଭୟ ଭାରତର ପ୍ରସିଦ୍ଧ ଷ୍ଟାରଙ୍କ ମଧ୍ୟରେ ସାମିଲ। କିଛି ସମୟ ପୂର୍ବରୁ ଏହି ଦୁଇ ଷ୍ଟାରଙ୍କ ନାମ ଯୋଡା ହୋଇଥିଲା। ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ। କିନ୍ତୁ ଦୁଇ ଷ୍ଟାର୍ ସେମାନଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିବା ପୂର୍ବରୁ, ସେମାନଙ୍କ ବ୍ରେକଅପ୍ ହୋଇଗଲା। ପ୍ରଶଂସକ ଏହି ଦୁଇଜଣଙ୍କ ଡେଟରେ ଯେତିକି ଖୁସି ଥିଲେ, ସେମାନଙ୍କ ଅଲଗା ହେବାକୁ […]

କଳା ଓ ସଂସ୍କୃତି ରାଜ୍ୟ

ସଂସ୍କୃତି ଓ ପର୍ଯ୍ୟଟନ ସହର ପୁରୀରେ ସଂପୁର୍ଣ୍ଣ ଫିକା ପଡ଼ିଛି ନୂଆ ବର୍ଷ ପାଳନ, ତିନିଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ ୩୧/୧୨: ରାତି ପାହିଲେ ବିଦାୟ ନେବ ବର୍ଷ ୨୦୨୧। କୋଭିଡ଼ ୧୯ ଓ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ଯାହା ଫଳରେ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ। ସଂସ୍କୃତି ଓ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ରରେ ସଂପୁର୍ଣ୍ଣ ଫିକା ପଡ଼ିଛି ନୂଆ ବର୍ଷ ପାଳନ । ଆଜିଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ହୋଟେଲ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୨ ରେ ଭାରତରେ ହେବ ମହାପ୍ରଳୟ | baba vanga predictions about 2022

ନମସ୍କାର ଏହି ବିଶେଷ ଉପସ୍ଥାପନାକୁ ମୁଁ ଲଭ୍‌ଲ୍ଲି ଆପଣମାନଙ୍କୁ ସ୍ୱାଗତ କରୁଛି | ନୂଆବର୍ଷ ୨୦୨୨ମସିହା ପାଇଁ ବହୁ ଭବିଷ୍ୟବକ୍ତା ମାନଙ୍କର ବହୁ ଭବିଷ୍ୟବାଣୀ ପ୍ରସାରିତ ହେଉଥିବା ବେଳେ ପ୍ରସିଦ୍ଧ ରହସ୍ୟମୟୀ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ମଧ୍ୟ ଭବିଷ୍ୟବାଣୀ ଗ୍ରନ୍ଥ ଶୁଣାଇଛନ୍ତି | ୧୯୯୬ ମସିହାରେ ବାବା ଭେଙ୍ଗାଙ୍କର ସ୍ୱର୍ଗବାସ ହୋଇଛି | ଆସ୍ତାଭ୍ରେମି କିଛି ଭବିଷ୍ୟବାଣୀ ପ୍ରକାଶ କରିଛନ୍ତି | ୨୦୨୨ ପାଇଁ ବାବା ଭେଙ୍ଗାଙ୍କର ଗୋଟିଏ ବାଣୀ ହେଉଛି, ଜଳସଂଙ୍କଟ ନଦୀ ଗୁଡିକର ପ୍ରଦ୍ୟୁଷଣ […]

ଧର୍ମ ରାଜ୍ୟ

ଭୁବନେଶ୍ୱରରେ ସବୁ ଧର୍ମାନୁଷ୍ଠାନ ବନ୍ଦ, ଜାଣନ୍ତୁ କେତେ ଦିନ ?

ଭୁବନେଶ୍ୱର: ନୂଆବର୍ଷରେ କରୋନା ମୁକାବିଲା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି ହେଉଛି । ଏହାରି ମଧ୍ୟରେ ବିଏମସି ଅଧିନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ ବୋଲି ଘୋଷଣା ହୋଇଛି । କାଲିଠାରୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟି ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କରୋନାର ନୂଆ ଭାରିଆଣ୍ଟ ନିଜର କାୟା ବିସ୍ତାର କରିବାରେ ଲାଗିଛି […]

ଦେଶ ବିଦେଶ ମନୋରଞ୍ଜନ

କରୋନା ପଜିଟିଭ୍ ହେଲେ ନୋରା, ପୋଷ୍ଟ କରି ଲେଖିଲେ ଏପରି

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ଷ୍ଟାର୍ କରୋନାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ଅର୍ଜୁନ୍ କପୁର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବାର ଖବର ସାମନାକୁ ଆସିଥିଲା । ଆଉ ଏବେ ଦିଲବର୍ ଗର୍ଲ ନୋରା ଫତେହି ମଧ୍ୟ କୋଭିଡ୍ ଭାଇରସ୍ ର ଶିକାର ହୋଇଛନ୍ତି । ନୋରା ଏବେ କ୍ମେ୍ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଜରିଆରେ ସ୍ପଷ୍ଟ କରିଛନ୍ତି । ଡିସେମ୍ବର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍ ଭାରିଏଣ୍ଟର ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ନେଇ ଡବ୍ଲ୍ୟୁଏଚ୍‌ଓ ଚେତାବନୀ: ଭୟଙ୍କର ହେଉଛି ଓମିକ୍ରନ୍, ସତର୍କ ଓ ସଚେତନ ରୁହ

ଜେନେଭା/ନୂଆଦିଲ୍ଲୀ, ୨୮ା୧୨: ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନ୍‌ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ବିଶ୍ୱର ଅନେକ ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିବାରୁ ସେଠାରେ କରୋନା କଟକଣାକୁ ପୁଣିଥରେ କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ପକ୍ଷରୁ ବୁଧବାର ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ଓମିକ୍ରନ୍‌ ଭାରିଏଣ୍ଟର ବିପଦ ଏବେ ବଢ଼ି ବଢ଼ି ଚାଲିଛି । ଦିନକୁ […]

ରାଜ୍ୟ ସ୍ୱାସ୍ଥ୍ୟ

ମାଡ଼ିଲା ବିପଦ: ଓଡ଼ିଶାରୁ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଛି ଆଇଏଲଏସ ।ଏହି କ୍ରମରେ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ସମ୍ପୃକ୍ତ ୫ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ନେଇ ଅନୁଧ୍ୟାନ ଚାଲିଛି ବୋଲି ଆଇଏଲଏସ କହିଛି । ଅନ୍ୟପଟେ କୋଭିଡ ମୁକାବିଲା ନେଇ ୮ଟି ରାଜ୍ୟକୁ ଚିଠି […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାରର ସମସ୍ତଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ଜମି କିଣିବାର ସୁଯୋଗ ଆସିବ। କୌଣସି କାମରେ ଅଧିକ ପରିଶ୍ରମ କରିବେ। ବୃଷ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଘର ପାଇଁ ଆବଶ୍ୟକ ସାମଗ୍ରୀ କିଣିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ମିଥୁନ: ଅଫିସରେ କିଛି ନୂଆ ଶିଖିବାର ଅବସର ପାଇବେ। ସୁସମ୍ବାଦ ପାଇବେ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ରୁଚି […]