ମିରଟ୍ର ଔଘଡ଼ନାଥ ମନ୍ଦିରରେ ପୂଜା କରି ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର ମିରଟରେ ଥିବା ଔଘଡ଼ନାଥ ମନ୍ଦିରରେ ପୂଜାପ୍ରାର୍ଥନା କରିଛନ୍ତି। ତାଙ୍କ ସହ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାଛଡ଼ା, ପ୍ରଧାନମନ୍ତ୍ରୀ ସହିଦ ସ୍ମାରକ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତା’ପରେ ପ୍ରଧାନମନ୍ତ୍ରୀ ମିରଟ୍ସ୍ଥିତ ସହିଦ ସ୍ମାରକରେ ଥିବା ‘ସରକାରୀ ସ୍ବାଧୀନତା ସଂଗ୍ରାମ ଯାଦୁଘର’ ମଧ୍ୟ ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ‘ମେଜର୍ ଧ୍ୟାନଚାନ୍ଦ ସ୍ପୋର୍ଟସ୍ ୟୁନିଭର୍ସିଟି’ର ଶିଳାନ୍ୟାସ […]
