‘ଅତି ଶୀଘ୍ର ବଡ ସ୍କୋର କରିବେ ବିରାଟ’ : ଭବିଷ୍ୟବାଣୀ କଲେ ରାହୁଲ ଦ୍ରାବିଡ
ନୂଆଦିଲ୍ଲୀ, ୦୩/୦୧: ଦୀର୍ଘ ଦିନ ହେବ ନୀରବ ପଡିଛି ବିରାଟଙ୍କ ବ୍ୟାଟ୍ । ବାହାରୁନି ବଡ ସ୍କୋର । ସମାଲୋଚନା ମଧ୍ୟ କରାଯାଉଛି । ଏହାମଧ୍ୟରେ ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ ବିରାଟଙ୍କୁ ନେଇ ବଡ ପ୍ରତିକ୍ରିୟା ଦେଇଛନ୍ତି । ବିରାଟ ବହୁତ ଜଲଦି ବଡ ସ୍କୋର କରିବେ ବୋଲି ଦ୍ରାବିଡ କହିଛନ୍ତି । ୨୦୨୦ ଆରମ୍ଭରୁ ବିରାଟ ୧୪ଟି ଟେଷ୍ଟ୍ ଖେଳି ସାରିଛନ୍ତି । ଏଥିରେ ତାଙ୍କର ଆଭରେଜ୍ ରହିଛି ୨୬.୦୮ । ଦକ୍ଷିଣ […]