ଦେଶ ବିଦେଶ ସ୍ୱାସ୍ଥ୍ୟ

ଏକ ନୂତନ ରହସ୍ୟମୟୀ ରୋଗ? ଯାହା ଯୁବବର୍ଗଙ୍କୁ କରୁଛି ମାନସିକ ବିକଳାଙ୍ଗ! ଚେତାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଜଣେ କାନାଡିଆନ୍ ହ୍ୱିସଲବ୍ଲୋୟର୍ ଦାବି କରିଛନ୍ତି ଯେ, ହାଭାନା ସିଣ୍ଡ୍ରୋମ୍ ଓ ସୁଡାନରେ ଦେଖାଯାଇଥିବା ରହସ୍ୟମୟୀ ରୋଗ ପରେ ଏବେ ନ୍ୟୁ ବ୍ରେନ୍ସବିକ ଠାରେ ଆଉ ଏକ ରହସ୍ୟମୟୀ ରୋଗ ସାମନାକୁ ଆସିଛି । ଭିଟାଲିଟ୍ ସ୍ୱାସ୍ଥ୍ୟ ନେଟୱର୍କର ଜଣେ କର୍ମଚାରୀ ଖୁଲାସା କରିଛନ୍ତି ଯେ, ଏହି ରୋଗ ବଢ଼ୁଥିବା ଯୁବବର୍ଗଙ୍କ ସଂଖ୍ୟାକୁ ଟାର୍ଗେଟ କରୁଛି । ଏଥିରେ ପ୍ରଭାବିତ ହୋଇଥିବା ଲୋକ ମାନେ ନିଜର ଭାବିବା ଓ ବିଚାର କରିବାର ଶକ୍ତିକୁ ଦ୍ରୁତ ଗତିରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ, ପୂର୍ଣ୍ଣ କ୍ଷମତାରେ ଚାଲିବ ମେଟ୍ରୋ ଓ ବସ୍: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ କଟକଣା କଡାକଡି କରୁଥିବା ବେଳେ ଦିଲ୍ଲୀ ସରକାର ମଧ୍ୟ କଟକଣା କଡ଼ାକଡି କରିଛନ୍ତି। ଓମିକ୍ରନ ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସପ୍ତାହାନ୍ତ କଫ୍ୟୁରେ ଜରୁରୀ ସେବା ଜାରି ରହିବ ବୋଲି କୁହାଯାଇଛି। ସପ୍ତାହାନ୍ତ କଫ୍ୟୁ ସହ ନାଇଟ […]

ଖେଳ ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ଭାରତ ଟେଷ୍ଟ୍‌ ଶୃଙ୍ଖଳା: ଭାରତ ୨୦୨ରେ ଅଲ୍‌ଆଉଟ୍‌

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ମାଟିରେ ଐତିହାସିକ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଆଶାରେ ଥିବା ଭାରତୀୟ ଦଳକୁ‌ ସୋମବାର ଝଟ୍‌କା ଲାଗିଛି। ୱଣ୍ଡରର୍ସରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ବିରାଟ କୋହଲିଙ୍କ ବିନା ଖେଳିଥିବା ଭାରତୀୟ ଦଳ ପ୍ରଥମ ପାଳିରେ ମାତ୍ର ୨୦୨ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଛି। କାମଚଳା ଅଧିନାୟକ କେଏଲ୍ ରାହୁଲ୍ (୫୦, ୧୩୩ ବଲ୍‌, ୯ ଚୌକା) ଏବଂ ଆର୍‌ ଅଶ୍ବିନ୍ (୪୬, ୫୦ ବଲ୍, ୬‌ ଚୌକା)ଙ୍କ ଛଡ଼ା ଅନ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

ବିବାଦ ଭିତରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ, ଲାରାକୋର୍ଟ ନିର୍ଦ୍ଦେଶ ପରେ ଭଙ୍ଗା ହେଲା ତିନିମହଲା କୋଠା

ପୁରୀ : ବହୁ ବାଦବିବାଦ ଭିତରେ ଶେଷରେ ପୁଣିଥରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଜିଲ୍ଲା ପ୍ରଶାସନ ପଶ୍ଚିମଦ୍ବାରରେ ଥିବା ତିନିମହଲା ବିଶିଷ୍ଟ ଏକ ବ୍ୟକ୍ତିଗତ କୋଠାକୁ ସୋମବାର ଭାଙ୍ଗିଛି। ଲାରା କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଉଚ୍ଛେଦ ଓ ଅଧିଗ୍ରହଣ କାମ ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ଅନ୍ୟପଟେ ବିବାଦୀୟ ପରିସ୍ଥିତି ପୂର୍ବରୁ ଘର ମାଲିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୁଲିସ ସୋମବାର ସକାଳୁ ଉଠାଇ ନେଇ ‌କୌଣସି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଡରାଇଲା ଓମିକ୍ରନ: ପଞ୍ଜାବରେ ସ୍କୁଲ-କଲେଜ ବନ୍ଦ, ସିନେମା ହଲ ଓ ରେସ୍ତାରାଁ ଉପରେ ବି କଟକଣା

ଚଣ୍ଡିଗଡ଼: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟରେ କୋଭଡି କଟକଣାକୁ ଆହୁରି କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାରଙ୍କ ତରଫୁରୁ ଜାରି ହୋଇଥିବା ଆଦେଶ ମୁତାବକ ରାଜ୍ୟରେ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ଏହାସହ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପଞ୍ଜାବରେ ଏବେ ବସ୍, ସିନେମା ହଲ, ଜିମ୍, ରେସ୍ତାରାଁଗୁଡିକ ୫୦ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ରାଜନୀତିରେ ସଫଳତା ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ବିଶେଷ ଲୋକଙ୍କ ସହ ଘନିଷ୍ଠତା ବଜାୟ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶିକ୍ଷାର୍ଥୀଙ୍କୁ ଖୁସି ଖବର ମିଳିବ। ମିଥୁନ: ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ବାପାଙ୍କଠାରୁ କୌଣସି ବଡ଼ ଉପହାର ପାଇବେ। ନିହାତି ଆବଶ୍ୟକ ନଥିଲେ ଦୂର ସ୍ଥାନକୁ ଯାଆନ୍ତୁ ନାହିଁ। କର୍କଟ: କାମ […]

ଖେଳ ଦେଶ ବିଦେଶ

କେତେ ଫିଟ୍ ଅଛନ୍ତି ସିରାଜ ? ଅପଡେଟ୍ ଦେଲେ ଅଶ୍ୱିନ

ନୂଆଦିଲ୍ଲୀ, ୦୪/୦୧: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଦିନରେ ଆଣ୍ଠୁ ସମସ୍ୟାର ସାମ୍ନା କରିଥିବା ନଜର ଆସିଥିଲା । ସେ କେବଳ ୩.୫ ଓଭର ବୋଲିଂ କରିପାରିଥିଲେ । ତାଙ୍କ ଓଭର ଶାର୍ଦୁଳ ଠାକୁର ପୁରା କରିଥିଲେ । ସିରାଜଙ୍କ ଆହତ ଜନିତ ସମସ୍ୟା ଭାରତୀୟ ଦଳର ଚିନ୍ତା ବଢାଇ ଦେଇଛି । ତେବେ ସିରାଜ ବୋଲିଂ କରିପାରିବେ ବୋଲି ଆଶା କରୁଛନ୍ତି ସ୍ପିନର ଆର ଅଶ୍ୱିନ । ପ୍ରଥମ […]

ଦେଶ ବିଦେଶ ମନୋରଞ୍ଜନ

ବିଗ୍‌-ବିଙ୍କ ବଙ୍ଗଳା ପାଚେରୀ ଭାଙ୍ଗିବାକୁ ବିଏମ୍‌ସିର ଅଯଥା ବାହାନା, ଲୋକାୟୁକ୍ତ କଲେ ଭତ୍ସନା

ମୁମ୍ୱାଇ ୦୪/୦୧: ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ’ର କାନ୍ଥ ଭାଙ୍ଗିବାରେ ବିଳମ୍ବ ହେଉଛି । ଏହି କାରଣରୁ ମହାରାଷ୍ଟ୍ର ଲୋକାୟୁକ୍ତ ଜଷ୍ଟିସ୍ ଭି ଏମ କାନାଡେ ବିଏମିସ ଉପରେ ଖୁବ୍ ବର୍ଷିଛନ୍ତି । ଗତ ମାସରେ ବିଏମସି କହିଥିଲା ଯେ ରାସ୍ତାର ପ୍ରଶସ୍ତିକରଣ ପାଇଁ କୌଣସି କଣ୍ଟ୍ରାକ୍ଟର ନ ଥିବାରୁ ଏହା ‘ପ୍ରତୀକ୍ଷା’ ଅଧୀନରେ ଥିବା ପ୍ଲଟକୁ ନିଜ ଅଧିନକୁ ଆଣିପାରିନି । ବିଏମସି କହିଛି ଯେ ଆସନ୍ତା ବର୍ଷରେ ଯେତେବେଳେ ଜଣେ କଣ୍ଟ୍ରାକ୍ଟର ନିଯୁକ୍ତ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କୋଭିଡ ସଂକ୍ରମିତ ହେଲେ ଦିଲ୍ଲୀ ସିଏମ: ଆଇସୋଲେସନରେ ରହିଲେ, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ ୦୪/୦୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ୍ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଏହା ସହିତ ଯୋଗାଯୋଗରେ ଆସୁଥିବା ଲୋକଙ୍କୁ ନିଜକୁ ଅଲଗା ରହିବାକୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇବାକୁ ନିବେଦନ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ କରୋନା ପଜିଟିଭ ହୋଇଛି । ମୋଠାରେ ସାମାନ୍ୟ ଲକ୍ଷଣ […]

ରାଜ୍ୟ ସ୍ୱାସ୍ଥ୍ୟ

କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଭୁବନେଶ୍ବର ଡିସିପି ଅଫିସ୍, ସିଲ୍ କଲା BMC

ଭୁବନେଶ୍ବର ୪।୧: କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଭୁବନେଶ୍ବର ଡିସିପି ଅଫିସ୍ । ଭୁବନେଶ୍ବର ବାଣୀବିହାର ସ୍ଥିତ ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ବର ମହାନଗର ନିଗମ । ଦକ୍ଷିଣ ପୂର୍ବ ଜୋନ୍ ଜେଡିସି ମହେନ୍ଦ୍ର ବଢେଇ ଡିସିପି ଅଫିସ୍‌କୁ ସିଲ୍ କରିଛନ୍ତି । ଡିସିପି ଅଫିସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେଇଛି ବିଏମସି । ସଂକ୍ରମଣ ରୋକିବା ଲାଗି ଡିସିପି ଅଫିସକୁ ସିଲ୍ କରିଛି ବିଏମସି […]