ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍ ଯୋଗୁଁ ସ୍ଥଗିତ ହେଲା ‘ଗ୍ରାମୀ ଆୱାର୍ଡ୍ସ’ ସେରିମନି, ଜାଣନ୍ତୁ କେବେ ହେବ ଆୟୋଜନ

ନୂଆଦିଲ୍ଲୀ ୦୬/୦୧: ଗତ ଦୁଇ ବର୍ଷ ମଧ୍ୟରେ ଦୁନିଆରେ ଅନେକ ପରିବର୍ତ୍ତନ ହୋଇଛି। କରୋନା ମହାମାରୀ ସବୁଆଡେ ଅନିଶ୍ଚିତତା ସୃଷ୍ଟି କରିଛି। ଗତ କିଛି ଦିନ ହେବ ସବୁକିଛି ସ୍ୱାଭାବିକ ଥିଲା। ସିନେମା ହଲରେ ଫିଲ୍ମ ରିଲିଜ୍ ହେଉଥିଲା ଏବଂ ଷ୍ଟାରମାନେ ଆୱାର୍ଡ ଶୋ’ରେ ଯୋଗ ଦେଉଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଥରେ ସମଗ୍ର ବିଶ୍ୱରେ କରୋନା ଭାଇରସର ନୂଆ ରୂପ ‘ଓମିକ୍ରନ୍’ର ବୃଦ୍ଧି ଘଟୁଛି। ତେଣୁ, ଏଥିପାଇଁ ‘ଗ୍ରାମୀ ଆୱାର୍ଡ୍ସ’ ଇଭେଣ୍ଟକୁ ନେଇ ବର୍ତ୍ତମାନ ଏକ […]

ରାଜ୍ୟ ସ୍ୱାସ୍ଥ୍ୟ

ହୁ ହୁ ହୋଇ ବଢିଚାଲିଛି କରୋନା, ଆଜି ରାଜ୍ୟରେ ୧୨୦୦ ଟପିଲା ପଜିଟିଭଙ୍କ ସଂଖ୍ୟା

ଭୁବନେଶ୍ୱର: ହୁ ହୁ ହୋଇ ରାଜ୍ୟରେ ବଢିଚାଲିଛି କରୋନା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ତେବେ ସପ୍ତାହକ ତଳର ସ୍ଥିତିକୁ ଦେଖିଲେ ଆଜି ପାଖାପାଖି ୧୦ ଗୁଣ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ସୁନ୍ଦରଗଡ(୧୬୬), ଷ୍ଟେଟ ପୁଲ(୧୧୦), ସମ୍ୱଲପୁର(୯୯), କଟକ(୮୦) ଜଣ ଆକ୍ରାନ୍ତ […]

ଖେଳ ଦେଶ ବିଦେଶ

ଜୋହାନେସ୍‌ବର୍ଗ ଟେଷ୍ଟ : ପୂଜାରା-ରାହାଣେଙ୍କ ଶତକୀୟ ଭାଗିଦାରୀ ସତ୍ତ୍ବେ ପୁଣି ବିଫଳ ହେଲା ଭାରତୀୟ ମଧ୍ୟକ୍ରମ

ଜୋହାନେସ୍‌ବର୍ଗ : ଜୋହାନେସ୍‌ବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତୀୟ ଦଳ ନିଜର ୨ୟ ଇନିଂସ ବ୍ୟାଟିଂ ଜାରି ରଖିଛି । ସର୍ବଶେଷ ସୂଚନା ଅନୁସାରେ ଭାରତ ୬ ଓ୍ବିକେଟ ହରାଇ ୧୮୮ ରନ କରିଛି ଓ ଆଫ୍ରିକା ଠାରୁ ୧୬୧ ରନରେ ଆଗୁଆ ରହିଛି । ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଶତକୀୟ ଭାଗିଦାରୀ ପରେ ପୁଣି ଥରେ ଭାରତୀୟ ବ୍ୟାଟିଂ ଭୁଶୁଡ଼ିବା ଆରମ୍ଭ କରିଛି । ପୂଜାରା ୫୩ […]

ଦେଶ ବିଦେଶ ମନୋରଞ୍ଜନ

ଗର୍ଲଫ୍ରେଣ୍ଡ୍ ଶିବାନୀଙ୍କ ସହ ଏହି ଦିନ ବିବାହ କରିବେ ଫରହାନ ଅଖତର, ବୁକିଂ କରିଛନ୍ତି ଫାଇଭ୍ ଷ୍ଟାର୍ ହୋଟେଲ୍

ନୂଆଦିଲ୍ଲୀ ୦୫/୦୧ : ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘ ସମୟ ଧରି ରିଲେସନସିପରେ ଅଛନ୍ତି। ଉଭୟ ଡେଟରୁ ନେଇ ଭ୍ୟାକେସନ୍ ପର୍ଯ୍ୟନ୍ତ ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି। ବର୍ତ୍ତମାନ ଖବର ଆସୁଛି, ଏହି କପଲ୍ ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ସୂଚନା ଅନୁଯାୟୀ, ଫରହାନ-ଶିବାନୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ବିବାହ କରିବାକୁ ଯାଉଛନ୍ତି। ଏହି କପଲ୍ ମୁମ୍ବାଇରେ ବିବାହ କରିବାକୁ ପ୍ଲାନିଂ କରୁଛନ୍ତି। […]

ଖେଳ ଦେଶ ବିଦେଶ

ନ୍ୟୁଜିଲାଣ୍ଡରେ ଇତିହାସ ରଚିଲା ବାଂଲାଦେଶ, ୨୧ ବର୍ଷ ପରେ ଜିତିଲା ପ୍ରଥମ ଟେଷ୍ଟ ମ୍ୟାଚ୍

ଢାକା ୦୫।୦୧ : ୨୧ ବର୍ଷ ପରେ ପ୍ରଥମ ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ବିଜୟ ହାସଲ କରିଛି ବାଂଲାଦେଶ । ମାଉଣ୍ଟ ମାଉଁଗାନୁଇରେ ବୁଧବାର ଦିନ ଏହି ବିରଳ ରେକର୍ଡ ନିଜ ନାମରେ କରିଛି ବାଂଲାଦେଶ । ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୮ଓ୍ୱିକେଟ୍‌ରେ ପରାସ୍ତ କରିଛି । ଏହାସହିତ ବାଂଲାଦେଶ ଟିମ୍‌ ନ୍ୟୁଜିଲାଣ୍ଡ ବିରୋଧରେ ୨୧ ବର୍ଷ ପରେ ନିଜର ପ୍ରଥମ ବିଜୟ ହାସଲ କରିଛି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ନାଜାଲ କୋଭିଡ ଭ୍ୟାକ୍ସିନର ଟ୍ରାଏଲ ଅନୁମତି, ଭାରତ ବାୟୋଟେକ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ ୦୫/୦୧: କରୋନାକୁ ମାତ୍ ଦେବାକୁ ସାରା ଦେଶରେ ଟିକାକରଣ ଜାରି ରହିଛି । ବିଭିନ୍ନ ସ୍ଥାନରେ ବୁଷ୍ଟର ଡୋଜ୍ ଦେବାର ବ୍ୟବସ୍ଥା ମଧ୍ୟ କରାଗଲାଣି । ଏପରିକି କିଶୋରଙ୍କୁ ମଧ୍ୟ ଟିକାକରଣ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଲୋକଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକରଣ ଖବର ସାମ୍ନାକୁ ଆସିଛି । ଯେ, ଏଣିକି ନାକରେ ନେଇହେବ କରୋନା ଟିକା । କୋଭିଡ ଭ୍ୟାକ୍ସିନର ଟ୍ରାଏଲକୁ ଅନୁମତି ମିଳିଛି । ନାଜାଲ କୋଭିଡ ଭ୍ୟାକ୍ସିନ ବୁଷ୍ଟର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଚାଲିଛି ଦଶମ ସମେଟିଭ୍ ପରୀକ୍ଷା, ପିପିଲି ନୋଡାଲ ହାଇସ୍କୁଲରେ ଅଚାନକ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ

ନିମାପଡା ୫।୧: ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଅଚାନକ ପିପିଲି ନୋଡାଲ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସାରା ଓଡ଼ିଶାରେ ଆରମ୍ଭ ହୋଇଥିବା ସମେଟିଭ୍-୧ ପରୀକ୍ଷା ପାଇଁ ୫ ଲକ୍ଷରୁ ଉର୍ଦ୍ଧ୍ବ ପିଲା ପରୀକ୍ଷା ଦେଉଥିବା ବେଳେ ୩୩୩୯ ଗୋଟି ସେଣ୍ଟରରେ ପରୀକ୍ଷା ହେଉଛି । ପିପିଲି ନୋଡାଲ ସେଣ୍ଟରରେ ୧୦ ଶ୍ରେଣୀର ସମେଟିଭ୍ ଆସେସମେଣ୍ଟ-୧ ରୁ ୧୪୩ ଜଣ ପରୀକ୍ଷା ଦେଉଥିବା ବେଳେ ପିପିଲି ବ୍ଲକ୍‌ରେ ୨୨୭୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । […]

ମନୋରଞ୍ଜନ ରାଜ୍ୟ

ଆସୁଛି ‘ଉଦଣ୍ଡୀ ସୀତା’, ଦମ୍‌ଦାର ରୋଲ୍‌ରେ ନଜର ଆସିବେ ଦେବଯାନୀ

ଭୁବନେଶ୍ୱର ୦୫।୦୧: ପୁଣି ପରଦାକୁ ଫେରୁଛନ୍ତି ଦେବଯାନୀ । ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ’ । ଏ ଗୀତ ସବୁବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଯେତେବେଳେ ଯେଉଁଠି ଏ ଗୀତ ବାଜିଛି ଦର୍ଶକ ୧୯୯୨ ମସିହାକୁ ଫେରିଛନ୍ତି ଆଉ ଖୋଜିଛନ୍ତି ଉଦଣ୍ଡୀ ସୀତାକୁ । ଆଜି ଠିକ୍‌ ୩୦ ବର୍ଷ ପରେ ସେମିତି ସେହି ଶୀର୍ଷକକୁ ନେଇ ନିର୍ମାଣ ହେଉଛି ଆଉ ଏକ ଓଡ଼ିଆ ସିନେମା । ଯାହାର ଫାଷ୍ଟଲୁକ୍‌ ନିକଟରେ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଦିଲ୍ଲୀରେ ବଢ଼ିପାରେ କର୍ଫ୍ୟୁ: ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପି ସାଂସଦ ମନୋଜ ତିଓ୍ୱାରୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟର ମାମଲା ବଢ଼ିବାରେ ଲାଗିଛି । କରୋନା କବଳକୁ ପୁଣି ଥରେ ଆସିଲେଣି ରାଜନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ୱାରୀ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନୋଜ ତିଓ୍ୱାରୀ । ସେ ଲେଖିଛନ୍ତି, ‘ଜାନୁଆରୀ ୨ ତାରିଖ ରାତିରୁ ଅସୁସ୍ଥତା ଅନୁଭବ କରିଥିଲେ । […]

ରାଜ୍ୟ ସ୍ୱାସ୍ଥ୍ୟ

ଖୋର୍ଦ୍ଧା ନାଇଜରରେ ୩୧ ଛାତ୍ରଛାତ୍ରୀଙ୍କୁ କରୋନା, ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

ଖୋର୍ଦ୍ଧା: କରୋନା ମାମଲଶ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ନାଇଜରରୁ ୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୧ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା ହୋଇଛି । ଚିହ୍ନଟ ୩୧ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । ୩୧ ପଜିଟିଭ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଏହା ସହିତ ନାଇଜରର […]