ଖେଳ ଦେଶ ବିଦେଶ

ଫିଟ୍ ଅଛନ୍ତି ବିରାଟ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ତୃତୀୟ ଟେଷ୍ଟ୍

କେପ୍‌ ଟାଉନ୍‌,୦୮/୦୧: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆସନ୍ତା ୧୧ ତାରିଖରୁ ସିରିଜ ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପିଠି ଆହତ ସମସ୍ୟା ପାଇଁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିବା ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍‌ ଖେଳିବେ । ସେ ଫିଟ୍‌ ଥିବା ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ ସ୍ପଷ୍ଟ କରି ଦେଇଛନ୍ତି । କୋହଲି ଦଳକୁ ଫେରିଲେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ହନୁମା ବିହାରୀ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବା […]

ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଦ୍ଵିତୀୟ ଥର କରୋନା ସଂକ୍ରମିତ ହେଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ

ଭଦ୍ରକ ୮।୧: ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ କରୋନା । ବିଧାୟକ ସଞ୍ଜୀବ ମଲ୍ଲିକ ଦ୍ଵିତୀୟ ଥର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେଟ ହେବା ସହ ଟେଷ୍ଟ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ସେ ପୂର୍ବରୁ ଥରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଥରେ ସଂକ୍ରମିତ ଚିହ୍ନଟ ହେବା ପରେ ସଙ୍ଗରୋଧରେ ରହିଛନ୍ତି […]

ରାଜ୍ୟ ସ୍ୱାସ୍ଥ୍ୟ

ସାଂଘାତିକ ସ୍ଥିତିରେ ସଂକ୍ରମଣ: ବନ୍ଦ ହେଲା ଭିସୁଟ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ଅଧିକ ସଂକ୍ରମଣର ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ସଂକ୍ରମଣ ବଢ଼ିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଭିସୁଟ୍ । ୧୮ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ଭିସୁଟ୍ ବନ୍ଦ କରାଯାଇଛି । ତେଣୁ କାଲି ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । […]

କଳା ଓ ସଂସ୍କୃତି ରାଜ୍ୟ

ବଦଳିଲା ଜଗା ଦର୍ଶନ ସମୟ: ଏଣିକି ରାତି ୮ଟା ୩୦ ଯାଏଁ ଶ୍ରୀମନ୍ଦିର ଖୋଲା

ପୁରୀ: କରୋନା କାଳରେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର । ଶ୍ରୀମନ୍ଦିର ଏଣିକି ରାତି ୮ଟା ୩୦ ଯାଏଁ ଖୋଲା ରହିବ । ନାଇଟ୍ କର୍ଫ୍ୟ ଲାଗୁ ହେବାକୁ ଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ରାତି ୯ଟା ୩୦ ଯାଏଁ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ଦର୍ଶନ କରିପାରୁଥିଲେ । ପାଇଟ୍ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂନଚା […]

ଖେଳ ଦେଶ ବିଦେଶ

ୱଣ୍ଡରର୍ସରେ ଭାରତର ପ୍ରଥମ ପରାଜୟ: ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ରେ ବିଜୟୀ

ଜୋହାନ୍ସବର୍ଗ: ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକାର ଦୁର୍ଗ ଦଖଲ କରିଥିବା ଭାରତ କିନ୍ତୁ ନିଜ ଅପରାଜିତ ଦୁର୍ଗରେ ଆତ୍ମସମର୍ପଣ କରିଛି। ଜୋହାନେସ୍‌ବର୍ଗର ‌ୱଣ୍ଡରର୍ସରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ଭାରତକୁ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ହରାଇ ଦେଇଛି। ଏହି ପଡ଼ିଆରେ ଅଦ୍ୟାବଧି ଅପରାଜିତ ଥିବା ଭାରତ ନିଜ ଷଷ୍ଠ ଟେଷ୍ଟ୍‌ରେ ପ୍ରଥମ ଥର ପରାଜୟ ବରଣ କରିଛି। ଦକ୍ଷିଣ ଆଫ୍ରିକା କିନ୍ତୁ ଭାରତ ବିପକ୍ଷରେ ମୋଟ ଉପରେ ବିଗତ ୬ ମ୍ୟାଚ୍‌ରୁ ପ୍ରଥମ ବିଜୟ ପାଇଲା। ଦକ୍ଷିଣ ଆଫ୍ରିକା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶିଶୁଭବନ କୋଭିଡ୍‌ ହସ୍‌ପିଟାଲ୍‌ ଦାୟିତ୍ବରେ ପ୍ରଫେସର୍‌, ସିଟି ହସ୍ପିଟାଲ୍‌ରେ ଖୋଲିବ ୧୨୫ ବେଡ୍‌ର ସ୍ବତନ୍ତ୍ର କୋଭିଡ୍ ହସ୍‌ପିଟାଲ୍

କଟକ: କରୋନା ସଂକ୍ରମଣ ଉପର ମୁହାଁ ହେଉଥିବା ବେଳେ ସିଟି ହସପିଟାଲରେ ସ୍ବତନ୍ତ୍ର କୋଭିଡ୍ ହସପିଟାଲ୍ ଖୋଲିବାକୁ ଯୋଜନା କରାଯାଇଛି। କାଜୁଆଲିଟିର ଉପର ମହଲାରେ ୧୨୫ ବେଡର କୋଭିଡ୍ ହସପିଟାଲ୍ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଛି। ଏ ସଂକ୍ରାନ୍ତରେ ହସପିଟାଲ୍ କର୍ତ୍ତୃପକ୍ଷ ଆଲୋଚନା କରୁଥିବା ବେଳେ ଖୁବ ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଓମିକ୍ରନ୍ ସଂକ୍ରମଣ ଅଧିକ ସଂଖ୍ୟାରେ ହେବାର ଆଶଙ୍କା କରାଯାଉଥିବାରୁ ରୋଗୀଙ୍କୁ ଏଠି ଭର୍ତ୍ତି କରି ଚିକିତ୍ସା କରାଯିବା ନେଇ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ନିରାପତ୍ତା ବଳ ସହ ଗୁଳି ବିନିମୟ କରି ଜମ୍ମୁ ଓ କଶ୍ମୀରର ବଡ଼ଗାମ୍‌ରେ ୩ ଆତଙ୍କବାଦୀ ନିହତ

ବଡ଼ଗାମ୍: ଜମ୍ମୁ ଓ କଶ୍ମୀରର ବଡ଼ଗାମ୍‌ ଅନ୍ତର୍ଗତ ଜୋଲ୍‌ୱା କ୍ରାଲ୍‌ପୋରା ଚାଦୂରା ଅଞ୍ଚଳରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ନିରାପତ୍ତା ବଳଙ୍କ ସହ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି କଶ୍ମୀର ଆଇ.ଜି.ପି. ବିଜୟ କୁମାର କହିଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଭଳି ମାରାତ୍ମକ ସାମଗ୍ରୀ ଉଦ୍ଧାର କରାଯାଇଛି। ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଥିବା କଥା ଆଇ.ଜି.ପି. ସୂଚନା ଦେଇଛନ୍ତି। ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପଶ୍ଚିମବଙ୍ଗ କୋଭିଡ୍‌ ଆକ୍ରାନ୍ତଙ୍କୁ ମମତାଙ୍କ ଉପହାର: ଫଳ ଚାଙ୍ଗୁଡ଼ି ଓ ‘ଶୀଘ୍ର ସୁସ୍ଥ ହୁଅନ୍ତୁ’ ବାର୍ତ୍ତା

କୋଲ୍‌କାତା: ରାଜ୍ୟର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ଚାଙ୍ଗୁଡ଼ିଏ ଫଳ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଶୀଘ୍ର ସୁସ୍ଥ ହୁଅନ୍ତୁ’ ବାର୍ତ୍ତା ପଠାଉଛନ୍ତି। ଏଯାବତ୍‌ ପ୍ରାୟ ୧୦,୦୦୦ ଫଳ ଚାଙ୍ଗୁଡ଼ି ପ୍ରସ୍ତୁତ କରାଯାଇ ସମଗ୍ର କୋଲ୍‌କାତାରେ ବଣ୍ଟନ ଆରମ୍ଭ କରାଯାଇଛି। ବାର୍ତ୍ତା ଥିବା ଉପରୋକ୍ତ ଫଳ ଚାଙ୍ଗୁଡ଼ି ବଣ୍ଟନ ଭାର କାଉନ୍‌ସିଲର୍‌ମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଫଳ ଓ ବାର୍ତ୍ତା ଦେବା ପାଇଁ ସେମାନେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଘରକୁ ଯାଉଛନ୍ତି। ଯେଉଁ ୟୁନିଟ୍‌ଗୁଡ଼ିକରେ ସଂକ୍ରମଣ ହାର […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ହେଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ, କହିଲେ ଜୀବନ ବର୍ବାଦ କରିଦେଉଛି ମହାମାରୀ

ନୂଆଦିଲ୍ଲୀ ୦୭/୦୧: ସାରା ଦେଶରେ ଦେଖାଦେଲାଣି କରୋନାର ତୃତୀୟ ଲହର । କାରଣ ପୂରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି ନିୟମିତ କେସ୍ । ଯାହା ଫଳରେ ସମସ୍ତଙ୍କ ପାଇଁ ଚିନ୍ତା ବଢିବାରେ ଲାଗିଛି । ଏବେ ଚିନ୍ତାର ବିଷୟ ହେଉଛି ମନୋରଞ୍ଜନ ଦୁନିଆକୁ ଏଣ୍ଟ୍ରି ମାରିଛି କିଲର ଭାଇରସ । ଗୋଟିଏ ପରେ ଗୋଟିଏ ଅଭିନେତା, ଅଭିନେତ୍ରୀ କରୋନାର ଶିକାର ହେଉଛନ୍ତି । ଟିଭି ଏବଂ ଚଳଚ୍ଚିତ୍ର ଜଗତର ଅନେକ ତାରକା ମଧ୍ୟ ଏହି ଭୂତାଣୁ […]

ଦେଶ ବିଦେଶ ମନୋରଞ୍ଜନ

ବିବାହର ୯ବର୍ଷ ପରେ ଅଲଗା ହେଲେ ଲୋକପ୍ରିୟ ଯୋଡି ଆମିର ଅଲି- ସଞ୍ଜିଦା ଶେଖ, ଏବେ ମା’କୁ ମିଳିଲା ଝିଅର କଷ୍ଟଡି

ନୂଆଦିଲ୍ଳୀ ୦୭। ୦୧ : ପ୍ରଥମେ ହେଲା ପ୍ରେମ ପରେ ବିବାହ, ଆଉ ଏବେ ବିଚ୍ଛେଦ । ସେ ଆଉ କେହି ନୁହେଁ ଟେଲି ଜଗତର ଲୋକପ୍ରିୟ ଯୋଡ଼ି ସଞ୍ଜିଦା ଶେଖ ଏବଂ ଆମିର ଅଲି। ଗୋଟେ ସମୟରେ ଦର୍ଶକଙ୍କ ଭଲପାଇବା ପାଉଥିବା ଏହି ଯୋଡ଼ି ଏବେ ଅଲଗା ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ଝିଅ ଆୟରାଙ୍କ କଷ୍ଟଡି ସଞ୍ଜିଦାଙ୍କୁ ମିଳିଥିବା ମଧ୍ୟ କୁହାଯାଉଛି। କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଆମିର-ସଞ୍ଜିଦା ୨୦୧୨ରେ […]