ସାରା ଓଡ଼ିଶାକୁ ଯୋଡ଼ିଲା ଲକ୍ଷ୍ମୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯେତେବେଳେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇଥିଲେ ସେତେବେଳେ ଦେଖିବାକୁ ପାଇଥିଲେ ଯେ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନାହିଁ। ଲୋକମାନେ ବି ସେମାନଙ୍କ ଅଞ୍ଚଳରେ ବସ୍ ଚଳାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ୫-ଟି ଅଧ୍ୟକ୍ଷ ଗାଁକୁ ଗାଁ ଏବଂ ଗାଁକୁ ସହର ସହ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ, ଲୋକମତ ଭିତ୍ତିରେ ମୁଖ୍ୟମନ୍ତ୍ରୀ ‘ଲକ୍ଷ୍ମୀ’ ଯୋଜନା ଘୋଷଣା […]









