କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥାନ୍ତେ କି ଗାଙ୍ଗୁଲି ? ହୃଦୟ ଜିତିଲା ଦାଦାଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ, ୨୨/୦୧: ଦିନିକିଆରେ ଅଧିନାୟକ ପଦ ଗଲା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିରାଟ କୋହଲି । ଟି୨୦ ଅଧିନାୟକ ପଦ ପ୍ରସଙ୍ଗରେ ତାଙ୍କ ସହ କୌଣସି ବିସିସିଆଇ ଅଧିକାରୀ କଥା ହୋଇନଥିବା ସେ କହିଥିଲେ । ଏପ୍ରସଙ୍ଗରେ ଉଭୟ ବିରାଟ ଓ ବିସିସିଆଇ ମୁହାଁମୁହିଁ ହୋଇଥିଲେ । ଗଣମାଧ୍ୟମରେ ବିରାଟ ମୁହଁ ଖୋଲିଥିବା କାରଣରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କାରଣ ଦର୍ଶଅ ନୋଟିସ ପଠାଇବାକୁ ଚାହୁଁଥିବା ଖବର ଆସିଥିଲା । କିନ୍ତୁ ଏହି ଖବରକୁ […]